ଟଙ୍କା ଜମାକାରୀଙ୍କ ହାତରେ ଲଗାଯିବ ଅଲିଭା କାଳି: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ବ୍ୟାଙ୍କରେ ନୋଟ ପରିବର୍ତ୍ତନକୁ ନେଇ ଦେଖାଯାଉଥିବା ଭିଡ଼ର ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଟଙ୍କା ବଦଳାଇବାକୁ ଆସିଥିବା ଲୋକଙ୍କ ହାତରେ ଅଲିଭା କାଳି ଲଗାଯିବ ବୋଲି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି,“ କିଛି ଲୋକ ନିଜର କଳାଧନକୁ ଧଳା କରିବା ଉଦ୍ଦେଶ୍ୟରେ ବାରମ୍ବାର ବ୍ୟାଙ୍କକୁ ଟଙ୍କା ବଦଳ ପାଇଁ ଆସୁଛନ୍ତି କିମ୍ବା କାହାକୁ ପଠାଉଛନ୍ତି। ଫଳରେ ବ୍ୟାଙ୍କରେ ଅଯଥା ଭିଡ ଲାଗିବା ସହ […]

government--aktikantadas

government--aktikantadas

Rakesh Mallick
  • Published: Tuesday, 15 November 2016
  • Updated: 15 November 2016, 02:39 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟାଙ୍କରେ ନୋଟ ପରିବର୍ତ୍ତନକୁ ନେଇ ଦେଖାଯାଉଥିବା ଭିଡ଼ର ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଟଙ୍କା ବଦଳାଇବାକୁ ଆସିଥିବା ଲୋକଙ୍କ ହାତରେ ଅଲିଭା କାଳି ଲଗାଯିବ ବୋଲି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ କହିଛନ୍ତି।

ସେ କହିଛନ୍ତି,“ କିଛି ଲୋକ ନିଜର କଳାଧନକୁ ଧଳା କରିବା ଉଦ୍ଦେଶ୍ୟରେ ବାରମ୍ବାର ବ୍ୟାଙ୍କକୁ ଟଙ୍କା ବଦଳ ପାଇଁ ଆସୁଛନ୍ତି କିମ୍ବା କାହାକୁ ପଠାଉଛନ୍ତି। ଫଳରେ ବ୍ୟାଙ୍କରେ ଅଯଥା ଭିଡ ଲାଗିବା ସହ କଳାଧନ ଉପରେ ଅଙ୍କୁଶ ଲଗାଯିବା ପାଇଁ ଯେଉଁ ପଦକ୍ଷେପ ନିଆଯାଉଛି ତାହା ଫଳବ୍ରତ ହେବାରେ ଆଶଙ୍କା ଦେଖାଦେଇଛି। ବ୍ୟାଙ୍କକୁ ଆସି ଏପରି ଭିଡ଼ କରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ପଦକ୍ଷେପ ନିଆଯାଉଛି। ‌‌ଥରେ ଟଙ୍କା ବଦଳ କଲା ପରେ ସଂପୃକ୍ତ ବ୍ୟକ୍ତିଙ୍କ ହାତରେ ଭୋଟ ବେଳେ ବ୍ୟବହୃତ ହେଉଥିବା ଅଲିଭା କାଳି ଲଗାଯିବ। ଏହାଦ୍ୱାରା ଅଯଥାରେ ବ୍ୟାଙ୍କକୁ ଆସି ଭିଡ଼ କରୁଥିବା ଲୋକଙ୍କୁ ରୋକା ଯାଇପାରିବ।”

ସେହିପରି ଜନଧନ୍‌ ଆକାଉଣ୍ଟ ଉପରେ ସରକାର ନଜର ରଖିଥିବା ଦାସ କହିଛନ୍ତି। ଅନ୍ୟ ଲୋକଙ୍କୁ ନିଜ ଆକାଉଣ୍ଟ ବ୍ୟବହାର ଲାଗି ଅନୁମତି ନ ଦେବାକୁ ସେ ଆକାଉଣ୍ଟଧାରୀଙ୍କୁ ଅନୁରୋଧ କରିଛନ୍ତି। ବ୍ୟାଙ୍କରେ ପର୍ଯ୍ୟାପ୍ତ ଟଙ୍କା ରହିଛି, କିଛିଦିନ ମଧ୍ୟରେ ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story