ବାଳକ ଦେହରେ ନିଆଁ ଲଗାଇ ଦେଲେ ୪ ଯୁବକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚାନ୍ଦୋଲି ଜିଲ୍ଲାର ଜଣେ କମ ବୟସର ପିଲା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛି। ତାଙ୍କ ନା କୌସର। ସେ ଏବେ ବାରଣାସୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ କିଛି ଯୁବକ ତାଙ୍କୁ ଏକୁଟିଆ ପାଇ ‘ଜୟଶ୍ରୀ ରାମ୍’ ନାରା ଦେବାକୁ କହିଥିଲେ। ହେଲେ ସେ ମନା କରିବାରୁ ତାଙ୍କ ଦେହରେ ସେହି ୪ ଯୁବକ ନିଆଁ ଲଗାଇ ଦେଇଛନ୍ତି ବୋଲି […]

chandauli

chandauli

Subhransu Sekhar
  • Published: Monday, 29 July 2019
  • Updated: 29 July 2019, 09:46 AM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚାନ୍ଦୋଲି ଜିଲ୍ଲାର ଜଣେ କମ ବୟସର ପିଲା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛି। ତାଙ୍କ ନା କୌସର। ସେ ଏବେ ବାରଣାସୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ କିଛି ଯୁବକ ତାଙ୍କୁ ଏକୁଟିଆ ପାଇ ‘ଜୟଶ୍ରୀ ରାମ୍’ ନାରା ଦେବାକୁ କହିଥିଲେ। ହେଲେ ସେ ମନା କରିବାରୁ ତାଙ୍କ ଦେହରେ ସେହି ୪ ଯୁବକ ନିଆଁ ଲଗାଇ ଦେଇଛନ୍ତି ବୋଲି ସେ ପୁଲିସକୁ କହିଛି। ସେ ‘ଜୟଶ୍ରୀ ରାମ୍’ ନାରା ନଦେବାର କାରଣ ହେଲା ସେ ମୁସଲିମ ସମ୍ପ୍ରଦାୟର। ତେବେ ଏହି ଘଟଣା ପଛରେ ଭିନ୍ନ କାରଣ ରହିଥିବା କୁହାଯାଇଛି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କୌସର କହିଛନ୍ତି ସେ ବାରଣାସୀର ଦୁଧାରୀ ପୋଲ ଉପରକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ୪ ଜଣ ଯୁବକ ତାକୁ ଧରି ‘ଜୟଶ୍ରୀ ରାମ୍’ ନାରା ଦେବାକୁ କହିଥିଲେ। ସେ ବାରଣ କରିବାରୁ ସେମାନେ ତା ଦେହରେ ତେଲ ଢ଼ାଳି ଦିଆସିଲି ମାରି ଦେଇଥିଲେ। ଏହାପରେ ସେମାନେ ପଳାଇଥିଲେ ବୋଲି କୌସର କହିଛି।

ଏହାପରେ କୌସର ଘର ପହଞ୍ଚିବା ପରେ ପୁଲିସ ଆସି ପହଞ୍ଚିଥିଲା। ଯେଉଁ ୪ ଜଣ ଯୁବକ ଏଭଳି ଅମାନବୀୟ କାଣ୍ଡ ଭିଆଇଛନ୍ତି ସେମାନେ ଚାନ୍ଦୋଲି ଜିଲ୍ଲାର ମନରାଜୁପୁର ଗାଁର ବୋଲି ଜଣାପଡ଼ିଛି। ପୁଲିସ୍ ଏବେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story