ଗୃହବନ୍ଦୀରୁ ମୁକ୍ତି ପରେ ଫାରୁକଙ୍କ ପ୍ରତିକ୍ରିୟା: ମାନବିକତା ଦେଖାଇବାକୁ ଆହ୍ୱାନ୍

ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା ରବିବାର ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଦୀର୍ଘ ୭ ମାସ ହେବ ସେ ଗୃହବନ୍ଦୀ ହୋଇ ରହିଥିଲେ। ୧୩ ତାରିଖରେ ଜମ୍ମୁ କଶ୍ମୀର ପ୍ରଶାସନ ତାଙ୍କ ଉପରୁ ଗୃହବନ୍ଦୀ ଆଦେଶ ପ୍ରତ୍ୟାହାର କରିଥିଲା। ଏହାପରେ ସେ ଆଜି ଗଣମାଧ୍ୟମକୁ ଦୀର୍ଘ ୭ ମାସ ପରେ ପ୍ରତିକ୍ରିୟା ଦେଇଛନ୍ତି। ଜମ୍ମୁ କଶ୍ନୀର ବାହାରେ ଯେଉଁ ନେତାଙ୍କୁ ଅଟକ କରି ରଖାଯାଇଛି ସେମାନଙ୍କୁ ଫେରାଇ ଆଣିବା ପାଇଁ ସେ ଅନୁରୋଧ […]

farooq abdullha

farooq abdullha

Subhransu Sekhar
  • Published: Sunday, 15 March 2020
  • Updated: 15 March 2020, 06:13 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା ରବିବାର ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଦୀର୍ଘ ୭ ମାସ ହେବ ସେ ଗୃହବନ୍ଦୀ ହୋଇ ରହିଥିଲେ। ୧୩ ତାରିଖରେ ଜମ୍ମୁ କଶ୍ମୀର ପ୍ରଶାସନ ତାଙ୍କ ଉପରୁ ଗୃହବନ୍ଦୀ ଆଦେଶ ପ୍ରତ୍ୟାହାର କରିଥିଲା। ଏହାପରେ ସେ ଆଜି ଗଣମାଧ୍ୟମକୁ ଦୀର୍ଘ ୭ ମାସ ପରେ ପ୍ରତିକ୍ରିୟା ଦେଇଛନ୍ତି। ଜମ୍ମୁ କଶ୍ନୀର ବାହାରେ ଯେଉଁ ନେତାଙ୍କୁ ଅଟକ କରି ରଖାଯାଇଛି ସେମାନଙ୍କୁ ଫେରାଇ ଆଣିବା ପାଇଁ ସେ ଅନୁରୋଧ କରିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ରାଜନୀତିକ ବାତାବରଣ ଏକ ପ୍ରକାର ସୁପ୍ତ ରହିଛି। ଏବେ ସମସ୍ତେ ନିଜ ନିଜର ମତ ରଖିବା ଉଚିତ୍ ବୋଲି ଫାରୁକ୍ କହିଛନ୍ତି।

ନିଜ ଘରେ ତାଙ୍କୁ ପ୍ରଶାସନ ଅଟକ ରଖିଥିଲା। ସେଥିପାଇଁ ସେ ଧନ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି। କାରଣ ସେ ପ୍ରତ୍ୟେକ ଦିନ ତାଙ୍କ ପରିବାର ଲୋକଙ୍କୁ ଭେଟି ପାରୁଥିଲେ। ଗୃହବନ୍ଦୀରୁ ମୁକ୍ତ ହେବା ପରେ ନିଜ ଉଦାହରଣ ଦେବାକୁ ଯ।ଇ ଫାରୁକ୍ କହିଛନ୍ତି, ପୁଅ ଉମାର ଅବଦ୍ଦୁଲ୍ଲାଙ୍କୁ ଭେଟିବା ପାଇଁ ସେ ଗୋଟିଏ କିଲୋମିଟର ଚାଲି ଚାଲି ଯାଇଥିଲେ। ହେଲେ ଯେଉଁମାନେ ଜମ୍ମୁ କଶ୍ନୀର ବାହାରେ ଅଟକ ରହିଛନ୍ତି ସେମାନଙ୍କୁ ଭେଟିପାରୁ ନାହାନ୍ତି ତାଙ୍କ ପରିବାର ଲୋକେ। ତେଣୁ ସେମାନଙ୍କୁ ଜମ୍ମୁ କଶ୍ମୀର ଆଣିବାକୁ ସେ ଦାବି କରିଛନ୍ତି।

କରୋନା ଭାଇରସ ପାଇଁ ଯିବା ଆସିବା ଉପରେ ଅନେକ ସ୍ଥାନରେ କଟକଣା ରହିଛି। ଏଭଳି ସ୍ଥିତିରେ ଜଣେ ଜମ୍ମୁ କଶ୍ମୀର ବାହାରେ ଅଟକ ଥିବା ପରିବାର ଲୋକଙ୍କୁ ଭେଟିବାକୁ କେମିତି ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏମିତିକି ଅନେକ ଟଙ୍କା ମଧ୍ୟ ସେମାନେ ଖର୍ଚ୍ଚ କରୁଛନ୍ତି ବୋଲି ଫାରୁକ୍ କହିଛନ୍ତି।

ରାଜନୀତିକ ବିଚାରଧାରା ଅଲଗା ହୋଇପାରେ। ହେଲେ ମାନବିକତା ଆଧାରରେ ସମସ୍ତ ନେତାଙ୍କୁ ଏକଜୁଟ ହୋଇ ଜମ୍ମୁ କଶ୍ମୀର ବାହାରେ ଅଟକ ଥିବା ନେତାଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ନିକଟରେ ଦାବି କରିବାକୁ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story