ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

ଲଣ୍ଡନ: ଚୀନର ଉହାନରୁ ବ୍ୟାପିଥିବା କିଲର କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ସାରା ବିଶ୍ୱରେ ୪ ହଜାରରୁ ଅଧିକ ଲୋକ ଏହି କରୋନା ଭାଇରସରେ ମୃତ୍ୟୁ ବରଣ କରିଥିବା ବେଳେ ଲକ୍ଷେରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି। ଏବେ ବ୍ରିଟେନର ଶାସକ ଦଳ କନଜରଭେଟିବ ପାର୍ଟିର ସାଂସଦ ତଥା ସ୍ୱାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ନଦୀନ ଡାରିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଟେଷ୍ଟରେ ତାଙ୍କ ଶରୀରରେ କରୋନା ଭାଇରସ […]

briten mp

briten mp

Subhransu Sekhar
  • Published: Wednesday, 11 March 2020
  • Updated: 11 March 2020, 12:26 PM IST

Sports

Latest News

ଲଣ୍ଡନ: ଚୀନର ଉହାନରୁ ବ୍ୟାପିଥିବା କିଲର କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ସାରା ବିଶ୍ୱରେ ୪ ହଜାରରୁ ଅଧିକ ଲୋକ ଏହି କରୋନା ଭାଇରସରେ ମୃତ୍ୟୁ ବରଣ କରିଥିବା ବେଳେ ଲକ୍ଷେରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି। ଏବେ ବ୍ରିଟେନର ଶାସକ ଦଳ କନଜରଭେଟିବ ପାର୍ଟିର ସାଂସଦ ତଥା ସ୍ୱାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ନଦୀନ ଡାରିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଟେଷ୍ଟରେ ତାଙ୍କ ଶରୀରରେ କରୋନା ଭାଇରସ ରହିଥିବା ସେ ସ୍ପଷ୍ଟ କରିଛନ୍ତି। ଏବେ ସେ ନିଜକୁ ପରିବାର ପାଖରୁ ଅଲଗା ରଖିଛନ୍ତି ବୋଲି କହିଛନ୍ତି। ତେବେ ନଦୀନ କେମିତି କରୋନାର ଆକ୍ରାନ୍ତ ହେଲେ ସେ ନେଇ ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା କରୁଛି।

ଗତ ସପ୍ତାହରେ ଡୋରିସ ସଂସଦରେ ଶତାଧିକ ସାଂସଦଙ୍କୁ ଭେଟିଥିଲେ। ଏହାସହିତ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ଏକ ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ। ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ଟ୍ୱିଟ୍ କରି କହିଛନ୍ତି ଯେ 'ଡୋରିସଙ୍କ ବାବଦରେ ଏଭଳି ଖବର ଶୁଣି ମୁଁ ଦୁଃଖିତ। ସେ ଘରେ ନିଜକୁ ଅଲଗା କରି ସଠିକ୍ ନିଷ୍ପତ୍ତି ନେଇଛନ୍ତି'।
ଏହାପୂର୍ବରୁ ମଙ୍ଗଳବାର ସୁଦ୍ଧା ବ୍ରିଟେନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି ବୋଲି ବ୍ରିଟିଶ ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଦିନକୁ ଦିନ କରୋନା ସନ୍ଦିଗ୍ଧଧଙ୍କ ସଂଖ୍ୟା ବଢ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story