ଛତିଶଗଡ଼: ଭୋଟିଂ ପୂର୍ବରୁ ସିରିଜ ବିସ୍ଫୋରଣ, ଜଣେ ଯବାନ ସହିଦ

ରାୟପୁର:ଛତିଶଗଡ଼ରେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଅନ୍ତଗଡ଼ ଗାଁରେ ବିଏସ୍‌ଏଫ୍ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ବ୍ୟାପକ ଗୁଳିବିନିମୟ ପରେ ନକ୍ସଲମାନେ ୭ଟି ସ୍ଥାନରେ ବିସ୍ଫୋରଣ ଘଟାଇ ଆତଙ୍କ ଖେଳାଇଦେଇଛନ୍ତି। ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି। ରାୟପୁରଠାରୁ ୧୮୦ କିଲୋମିଟର ଦୂର ଏହି ସ୍ଥାନରେ ବିଏସ୍‌ଏଫ୍‌ ପକ୍ଷରୁ ପ୍ୟାଟ୍ରୋଲିଂ ଚାଲୁଥିବା ସମୟରେ ନକ୍ସଲଙ୍କ ପକ୍ଷରୁ ଅତର୍କିତ ଆକ୍ରମଣ ହୋଇଥିଲା। ଆଇଇଡିଗୁଡ଼ିକ ଧାଡ଼ି କରି ପୋତାଯାଇଥିଲା ଏବଂ ଏକାଥରେ ଫୁଟିଥିଲା। ଉଲ୍ଲେଖଯୋଗ୍ୟ, ଲ୍ୟାଣ୍ଡମାଇନ […]

bsf

bsf

Subrat Kumar Nayak
  • Published: Sunday, 11 November 2018
  • Updated: 11 November 2018, 04:58 PM IST

Sports

Latest News

ରାୟପୁର:ଛତିଶଗଡ଼ରେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଅନ୍ତଗଡ଼ ଗାଁରେ ବିଏସ୍‌ଏଫ୍ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ବ୍ୟାପକ ଗୁଳିବିନିମୟ ପରେ ନକ୍ସଲମାନେ ୭ଟି ସ୍ଥାନରେ ବିସ୍ଫୋରଣ ଘଟାଇ ଆତଙ୍କ ଖେଳାଇଦେଇଛନ୍ତି। ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି।

ରାୟପୁରଠାରୁ ୧୮୦ କିଲୋମିଟର ଦୂର ଏହି ସ୍ଥାନରେ ବିଏସ୍‌ଏଫ୍‌ ପକ୍ଷରୁ ପ୍ୟାଟ୍ରୋଲିଂ ଚାଲୁଥିବା ସମୟରେ ନକ୍ସଲଙ୍କ ପକ୍ଷରୁ ଅତର୍କିତ ଆକ୍ରମଣ ହୋଇଥିଲା। ଆଇଇଡିଗୁଡ଼ିକ ଧାଡ଼ି କରି ପୋତାଯାଇଥିଲା ଏବଂ ଏକାଥରେ ଫୁଟିଥିଲା।

ଉଲ୍ଲେଖଯୋଗ୍ୟ, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗତ ୮ ତାରିଖରେ ହିଁ ୪ ଜଣ ନାଗରିକ ଏବଂ ଜଣେ ସିଆଇଏସଏଫ୍‌ ଯବାନଙ୍କର ମୃତ୍ୟୁ ହୋଇଥିଲା।

ଛତିଶଗଡ଼ରେ ସୁରୁଖୁରୁରେ ନିର୍ବାଚନ ସାରିବାପାଇଁ ୧ ଲକ୍ଷ ଯବାନଙ୍କୁ ମୁତୟନ କରାଯାଇଥିଲେ ହେଁ ନକ୍ସଲମାନେ ଚିରାଚରିତଭାବେ ଏହାକୁ ବିରୋଧ କରିଆସୁଛନ୍ତି। ଏଥର ମଧ୍ୟ ସେମାନେ ଭୋଟ୍‌ ନଦେବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story