ଟ୍ରିପଲ୍‌ ତଲାକ୍‌ ବିଲ୍‌କୁ ମିଳିଲା କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ବୁଧବାର ତତ୍କାଳ ଟ୍ରିପଲ୍‌ ତଲାକ୍ ବିଲ୍‌କୁ ଆଜି ଅନୁମୋଦନ ମିଳିଛି। ଏହି ବିଲ୍ କ୍ୟାବିନେଟ୍‌ର ଅନୁମୋଦନ ପାଇଥିବା ବିଷୟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଗତ ଫେବୃଆରୀ ମାସରେ ପୂର୍ବର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପକ୍ଷରୁ ଆଗତ ହୋଇଥିବା ବିଧେୟକର ସ୍ଥାନରେ ଏହି ବିଲ୍ ଆଗତ ହେବ। ସଦ୍ୟ ଅନୁମୋଦିତ ଟ୍ରିପଲ୍‌ ତଲାକ୍ ବିଲ୍ ସଂସଦର ବଜେଟ୍ […]

trple-talaq

trple-talaq

Subrat Kumar Nayak
  • Published: Wednesday, 12 June 2019
  • Updated: 12 June 2019, 09:41 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ବୁଧବାର ତତ୍କାଳ ଟ୍ରିପଲ୍‌ ତଲାକ୍ ବିଲ୍‌କୁ ଆଜି ଅନୁମୋଦନ ମିଳିଛି। ଏହି ବିଲ୍ କ୍ୟାବିନେଟ୍‌ର ଅନୁମୋଦନ ପାଇଥିବା ବିଷୟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି।

ଗତ ଫେବୃଆରୀ ମାସରେ ପୂର୍ବର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପକ୍ଷରୁ ଆଗତ ହୋଇଥିବା ବିଧେୟକର ସ୍ଥାନରେ ଏହି ବିଲ୍ ଆଗତ ହେବ।

ସଦ୍ୟ ଅନୁମୋଦିତ ଟ୍ରିପଲ୍‌ ତଲାକ୍ ବିଲ୍ ସଂସଦର ବଜେଟ୍ ଅଧିବେଶନରେ ଆଗତ ହେବ। ଆସନ୍ତା ଜୁନ୍ ୧୭ ତାରିଖ ସୋମବାରଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ଏହି ବିଲ୍‌ ଲିଙ୍ଗଗତ ସମାନତା ଏବଂ ଲିଙ୍ଗଗତ ନ୍ୟାୟ ସୁନିଶ୍ଚିତ କରିବ। ବିବାହିତ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବା ସହିତ ସେମାନଙ୍କ ସ୍ୱାମୀଙ୍କ ଦ୍ୱାରା ‘ତଲାକ୍-ଇ-ବିଦ୍ଦାତ୍‌’ ଜରିଆରେ ଦିଆଯାଉଥିବା ଛାଡ଼ପତ୍ରକୁ ନିଷିଦ୍ଧ କରିବ।

ଏହି ବିଲ୍‌ରେ କରାଯାଇଥିବା ଆଇନ ବ୍ୟବସ୍ଥାରେ ଟ୍ରିପଲ ତଲାକ୍‌ ପ୍ରଚଳନକୁ ଅବୈଧ ଏବଂ ବେଆଇନ ଘୋଷଣା କରାଯାଇଛି। ଏହାର ଉଲ୍ଲଂଘନ ହେଲେ ୩ ବର୍ଷର ଦଣ୍ଡବିଧାନ ଏବଂ ଜରିମାନାର ବ୍ୟବସ୍ଥା ରହିଛି।

ପୁଲିସ ହସ୍ତକ୍ଷେପର ବ୍ୟବସ୍ଥା ମଧ୍ୟ ଏହି ପ୍ରସ୍ତାବିତ ବିଲ୍‌ରେ ରହିଛି। ଅପରାଧ ଘଟିବା କ୍ଷେତ୍ରରେ ପୀଡ଼ିତା ମୁସଲିମ୍‌ ମହିଳା କିମ୍ବା ତାଙ୍କର କେହି ରକ୍ତ ସମ୍ପର୍କୀୟ ଅଥବା ବୈବାହିକ ସମ୍ପର୍କ ଥିବା କୌଣସି ବ୍ୟକ୍ତି ଏ ଜଣାଇଲେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିପାରିବ।

ତିନି ତଲାକ୍‌ରେ ପୀଡ଼ିତ ମୁସଲିମ୍‌ ମହିଳା ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ମାମଲାକୁ ବିଚାରଯୋଗ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ବିଲ୍‌ରେ ବ୍ୟବସ୍ଥା ରହିଛି। ଏହାଛଡ଼ା ତିନି ତଲାକ୍ ପାଇଥିବା ବିବାହିତା ମୁସଲିମ୍‌ ମହିଳାଙ୍କ ଉପସ୍ଥିତିରେ ଅଭିଯୁକ୍ତର ଜାମିନ ଆବେଦନ ବିଚାରପତି ଶୁଣାଣି କରିବାର ବ୍ୟବସ୍ଥା ମଧ୍ୟ ବିଲ୍‌ରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story