ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର, ୧୮ରେ ଭୋଟିଂ

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୭ଟି ଲୋକସଭା ଆସନରେ ଭୋଟ ହେବ। ୧୮ ତାରିଖରେ ତାମିଲନାଡୁର ୩୯ଟି ଆସନରୁ ୩୮ଟିରେ ଭୋଟ୍‌ ହେବ। କାରଣ ଭେଲ୍ଲୋର ଆସନରେ ମତଦାନକୁ ବାତିଲ କରିଦିଆଯାଇଛି। ଏଠାରେ ବିପୁଳ ପରିମାଣର ନାଗଡ଼ ଟଙ୍କା ଜବତ ହେବାରୁ ନିର୍ବାଚନ କମିଶନ ଏଭଳି ପଦକ୍ଷେପ ଗ୍ରହଣ […]

ers

ers

Hemant Lenka
  • Published: Tuesday, 16 April 2019
  • Updated: 16 April 2019, 09:24 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୭ଟି ଲୋକସଭା ଆସନରେ ଭୋଟ ହେବ। ୧୮ ତାରିଖରେ ତାମିଲନାଡୁର ୩୯ଟି ଆସନରୁ ୩୮ଟିରେ ଭୋଟ୍‌ ହେବ। କାରଣ ଭେଲ୍ଲୋର ଆସନରେ ମତଦାନକୁ ବାତିଲ କରିଦିଆଯାଇଛି। ଏଠାରେ ବିପୁଳ ପରିମାଣର ନାଗଡ଼ ଟଙ୍କା ଜବତ ହେବାରୁ ନିର୍ବାଚନ କମିଶନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ସେହିପରି ଗୁରୁବାର କର୍ଣ୍ଣାଟକାରେ ୧୪ଟି, ମହାରାଷ୍ଟ୍ରରେ ୧୦ଟି, ଉତ୍ତର ପ୍ରଦେଶର ୮ଟି, ଆସାମ, ବିହାର ଏବଂ ଓଡ଼ିଶାର ୫ଟି, ଛତିଶଗଡ଼ ଓ ପଶ୍ଚିମବଙ୍ଗର ୩ଟି, ଜମ୍ମୁ-କଶ୍ମୀରର ୨ଟି, ମଣିପୁର, ପୁଡୁଚେରୀ ଏବଂ ତ୍ରିପୁରାର ଗୋଟିଏ ଆସନ ପାଇଁ ଭୋଟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story