ବିଷାକ୍ତ ବେବି ପାଉଡର! ୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ପ୍ରତି ଘରେ ପରିଚିତ ହୋଇଥିବା ଆମେରିକାର ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା ବେବି ପାଉଡରରେ ଏସବେଷ୍ଟସ୍‌ ରହିଥିବାର ପ୍ରମାଣ ମିଳିଛି। ଏହାପରେ କମ୍ପାନୀ ବଜାରରୁ ୩୩ ହଜାର ବେବି ପାଉଡର ବୋତଲ ଫେରାଇ ନେବ ବୋଲି ଘୋଷଣା କରିଛି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ଏହି ସୂଚନା ଦେଇଛି। ଏସବେଷ୍ଟସ୍‌ ଏକ ବିଷାକ୍ତ କେମିକାଲ। […]

johnson--johnson-baby-powder

johnson--johnson-baby-powder

Subhransu Sekhar
  • Published: Saturday, 19 October 2019
  • Updated: 19 October 2019, 05:00 PM IST

Sports

Latest News

ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ପ୍ରତି ଘରେ ପରିଚିତ ହୋଇଥିବା ଆମେରିକାର ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା ବେବି ପାଉଡରରେ ଏସବେଷ୍ଟସ୍‌ ରହିଥିବାର ପ୍ରମାଣ ମିଳିଛି। ଏହାପରେ କମ୍ପାନୀ ବଜାରରୁ ୩୩ ହଜାର ବେବି ପାଉଡର ବୋତଲ ଫେରାଇ ନେବ ବୋଲି ଘୋଷଣା କରିଛି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ଏହି ସୂଚନା ଦେଇଛି।

ଏସବେଷ୍ଟସ୍‌ ଏକ ବିଷାକ୍ତ କେମିକାଲ। ଯାହାକି ଶରୀରରେ ମାଖିବା ପରେ କ୍ୟାନସର ହେବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ପୂର୍ବରୁ ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ବିରୋଧରେ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ସେ ମାନି ନଥିଲା। ଗତବର୍ଷ ଆମେରିକାରେ ଏବାବଦରେ ଜଣାପଡ଼ିଥିଲା। ହେଲେ ସତ ଲୁଚାଇବାକୁ ଯାଇ ଆମେରିକା ରେଗୁଲେଟର୍ସ ଉପରେ କମ୍ପାନୀ ଚାପ ମଧ୍ୟ ପକାଇଥିଲା ବୋଲି ସୂଚନା ରହିଛି। ଚାପ ପକାଇବାର କାରଣ ଥିଲା କମ୍ପାନୀ ଏସ୍‌ବେଷ୍ଟସ୍‌ର ମାତ୍ରାକୁ କମ୍ କରିବାକୁ ଚାହୁଁଥିଲା। ଏଥିରେ କମ୍ପାନୀ ସଫଳ ମଧ୍ୟ ହୋଇଥିଲା।

ନିକଟରେ ଭାରତରେ ମଧ୍ୟ ଜନସନ୍‌-ଆଣ୍ଡ୍‌-ଜନସନ୍‌ ଶ୍ୟାମ୍ପୁରେ କ୍ୟାନସର ବାହକ ଫର୍ମାଲ ଡିହାଇଡ୍ ଥିବା ନେଇ ରିପୋର୍ଟ ଆସିଥିଲା। ଗତ ଏପ୍ରିଲରେ ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲ ଜନସନ ଶାମ୍ପୁରେ ଫର୍ମାଲ ଡିହାଇଡ୍ ଥିବା ନେଇ କହିଥିଲେ। ଏହାପରେ ସମସ୍ତ ରାଜ୍ୟରୁ ଜନସନ୍‌-ଆଣ୍ଡ୍‌-ଜନସନ୍‌କୁ ତାର ସମସ୍ତ ପ୍ରଡକ୍ଚ ପ୍ରତ୍ୟାହାର କରିବାକୁ ଆଦେଶ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story