ପାକିସ୍ତାନ କ୍ରିକେଟ୍ ଟିମ୍ ବିରୋଧରେ ମାମଲା, ଆଜି ଦଳର କୋଚ ଓ ଚୟନକର୍ତ୍ତାଙ୍କ ଉପରେ ନିଷ୍ପତ୍ତି

ଇସଲାମାବାଦ: ଚଳିତ କ୍ରିକେଟ ବିଶ୍ଵକପ୍‌ରେ ଭାରତଠୁ ଶୋଚନୀୟ ପରାଜୟ ବରଣ କରିଛି ପାକିସ୍ତାନ। ଏବେ ଏହାକୁ ନେଇ ପାକିସ୍ତାନ କ୍ରିକେଟ ଟିମ୍ ନିଜ ଦେଶରେ ଆକ୍ରୋଶର ଶିକାର ହୋଇଛି। ଏବେ ପାକିସ୍ତାନ ଟିମ୍‌ର ଜଣେ ସମର୍ଥକ ଗୁଜରାଁଓ୍ୱାଲା ଦଳର ପ୍ରଦର୍ଶନ ଉପରେ ଅସନ୍ତୋଷ ପ୍ରକାଶ କରି ଦଳର ଚୟନକର୍ତ୍ତା ଓ ଦଳକୁ ବରଖାସ୍ତ କରିବା ପାଇଁ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଇତିମଧ୍ୟରେ ପାକିସ୍ତାନର ଏକ ପ୍ରମୁଖ ଟିଭି ଚ୍ୟାନେଲ ଜିୟୋ ନ୍ୟୁଜ୍ ଏକ ଖବର ପ୍ରସାରଣ […]

SARFARAZ PAK CAPTAIN

SARFARAZ PAK CAPTAIN

Subhransu Sekhar
  • Published: Wednesday, 19 June 2019
  • Updated: 19 June 2019, 12:54 PM IST

Sports

Latest News

ଇସଲାମାବାଦ: ଚଳିତ କ୍ରିକେଟ ବିଶ୍ଵକପ୍‌ରେ ଭାରତଠୁ ଶୋଚନୀୟ ପରାଜୟ ବରଣ କରିଛି ପାକିସ୍ତାନ। ଏବେ ଏହାକୁ ନେଇ ପାକିସ୍ତାନ କ୍ରିକେଟ ଟିମ୍ ନିଜ ଦେଶରେ ଆକ୍ରୋଶର ଶିକାର ହୋଇଛି। ଏବେ ପାକିସ୍ତାନ ଟିମ୍‌ର ଜଣେ ସମର୍ଥକ ଗୁଜରାଁଓ୍ୱାଲା ଦଳର ପ୍ରଦର୍ଶନ ଉପରେ ଅସନ୍ତୋଷ ପ୍ରକାଶ କରି ଦଳର ଚୟନକର୍ତ୍ତା ଓ ଦଳକୁ ବରଖାସ୍ତ କରିବା ପାଇଁ କୋର୍ଟରେ ମାମଲା ରୁଜୁ କରିଛନ୍ତି।

ଇତିମଧ୍ୟରେ ପାକିସ୍ତାନର ଏକ ପ୍ରମୁଖ ଟିଭି ଚ୍ୟାନେଲ ଜିୟୋ ନ୍ୟୁଜ୍ ଏକ ଖବର ପ୍ରସାରଣ କରିଛି ଯେଉଁଥିରେ ଆଜି ଲାହୋରରେ ହେବାକୁ ଥିବା ପାକିସ୍ତାନ କ୍ରିକେଟ ବୋର୍ଡ଼ର ବୈଠକରେ କୋଚ୍‌ ଏବଂ କମିଟିରୁ କିଛି ଚୟନକର୍ତ୍ତାଙ୍କୁ ବାଦ୍‌ ଦିଆଯିବାର ସମ୍ଭାବନା ରହିଥିବା କୁହାଯାଇଛି।

ସୂଚନାଯୋଗ୍ୟ, ଗତ ରବିବାର ମ୍ୟାଞ୍ଚେଷ୍ଟରରେ ପାକିସ୍ତାନକୁ ଭାରତ ୮୯ ରନରେ ହରାଇଥିଲା। ଚଳିତ ବିଶ୍ୱକପରେ ପାକିସ୍ତାନ ପାଞ୍ଚଟି ମ୍ୟାଚ ଖେଳି ତିନି ପଏଣ୍ଟ ସହ ନବମ ସ୍ଥାନରେ ରହିଛି। ଏଥିସହ ବିଶ୍ଵକପ୍‌ ଇତିହାସରେ ଭାରତଠାରୁ ପାକିସ୍ତାନ ଲଗାତାର ୭ମଥର ପାଇଁ ପରାଜିତ ହୋଇଛି।

ପାକିସ୍ତାନର ଅନ୍ୟ ଏକ ଟିଭି ଚ୍ୟାନେଲ ଶମାର ରିପୋର୍ଟ ଅନୁଯାୟୀ କୋର୍ଟରେ ଆବେଦନକାରୀ ଗୁଜରାଁଓ୍ୱାଲା ଦାୟର କରିଥିବା ମାମଲାରେ ଜାତୀୟ କ୍ରିକେଟ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଚୟନକର୍ତ୍ତା ଇଞ୍ଜାମାମ ଉଲ ହକଙ୍କ ନେତୃତ୍ୱରେ ଗଠିତ କମିଟିକୁ ଭଙ୍ଗ କରିବାକୁ ନିବେଦନ କରିଛନ୍ତି। ଏବେ ଏହି ଆବେଦନକୁ କୋର୍ଟ ଗ୍ରହଣ କରି ପାକିସ୍ତାନ କ୍ରିକେଟ ବୋର୍ଡକୁ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story