ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ସିବିଆଇ ମାମଲା

ମୁମ୍ବାଇ:ଋଣରେ ଅନିୟମିତତା ମାମଲା ସହିତ ଜଡ଼ିତ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଚନ୍ଦା କୋଚ୍ଚର, ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ଭିଡିଓକନ୍‌ ମୁଖ୍ୟ ଭେନୁଗୋପାଲ ଧୂତ୍‌ ଏବଂ ଅନ୍ୟ କିଛି ଜଣଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଏବଂ ମୁମ୍ବାଇଠାରେ ଥିବା ଭିଡିଓକନ୍‌ର ମୁଖ୍ୟାଳୟରେ ଛାନ୍‌ଭିନ୍‌ କରିଛନ୍ତି। ଚନ୍ଦା କୋଚ୍ଚର ଏହି ମାମଲାରେ ହିଁ ଗତ ଅକ୍ଟୋବର ମାସରେ ଉଭୟ ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ପଦବୀ […]

chanda

chanda

Subrat Kumar Nayak
  • Published: Thursday, 24 January 2019
  • Updated: 24 January 2019, 04:10 PM IST

Sports

Latest News

ମୁମ୍ବାଇ:ଋଣରେ ଅନିୟମିତତା ମାମଲା ସହିତ ଜଡ଼ିତ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଚନ୍ଦା କୋଚ୍ଚର, ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ଭିଡିଓକନ୍‌ ମୁଖ୍ୟ ଭେନୁଗୋପାଲ ଧୂତ୍‌ ଏବଂ ଅନ୍ୟ କିଛି ଜଣଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଏବଂ ମୁମ୍ବାଇଠାରେ ଥିବା ଭିଡିଓକନ୍‌ର ମୁଖ୍ୟାଳୟରେ ଛାନ୍‌ଭିନ୍‌ କରିଛନ୍ତି।

ଚନ୍ଦା କୋଚ୍ଚର ଏହି ମାମଲାରେ ହିଁ ଗତ ଅକ୍ଟୋବର ମାସରେ ଉଭୟ ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ପଦବୀ ଛାଡ଼ିଥିଲେ। ୨୦୧୨ ମସିହାରେ ଭିଡିଓକନ୍‌ ଗ୍ରୁପ୍‌କୁ ୩,୨୫୦ କୋଟି ଟଙ୍କାର ଋଣ ଦିଆଯିବାରେ ଅନିୟମିତତା ହୋଇଥିବା ଚର୍ଚ୍ଚା ହୋଇଥିଲା। ଏହି ଡିଲ୍‌ରୁ ତାଙ୍କ ସ୍ୱାମୀ ଦୀପକ ଏବଂ ପରିବାର ଲୋକେ ବେଶ୍‌ ଲାଭବାନ ହୋଇଥିଲେ।

ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ମଞ୍ଜୁର ହେବାର କିଛି ମାସ ପରେ ଗ୍ରୁପ୍‌ ମୁଖ୍ୟ ଭେନୁଗୋପାଲ ଚନ୍ଦାଙ୍କ ସ୍ୱାମୀ ଦୀପକ ପ୍ରତିଷ୍ଠା କରିଥିବା କମ୍ପାନୀ ନୂପାୱାରରେ କୋଟି କୋଟି ଟଙ୍କା ନିବେଶ କରିଥିଲେ।

ପ୍ରଥମେ ଚନ୍ଦାଙ୍କୁ ସମର୍ଥନ ଦେଉଥିବା ଆଇସିଆଇସିଆଇ ପରେ ତଦନ୍ତ ପାଇଁ ନିଷ୍ପତ୍ତି ନେଇଥିଲା। ଏହି ମାମଲାର ଚେର ବଢ଼ିବାରୁ ଏକାଧିକ ସଂସ୍ଥା ତଦନ୍ତ କରିବା ଦରକାର ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story