ସିବିଆଇ ପଞ୍ଝାରେ ରିୟା, ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଆଜି ସିବିଆଇ ଏହି ଘଟଣାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ୬ ଜଣଙ୍କ ମଧ୍ୟରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ନାଁ ରହିଛି। ରିୟାଙ୍କ ବ୍ୟତୀତ ଇନ୍ଦରଜିତ ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସାମ୍ୟୁଏଲ ମିରାଣ୍ଡା, ଶ୍ରୁତି ମୋଦିଙ୍କ ନାଁ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବ୍ୟାଙ୍କରୁ ଋଣ ନେଇ […]

ty

ty

Hemant Lenka
  • Published: Thursday, 06 August 2020
  • Updated: 06 August 2020, 08:34 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଆଜି ସିବିଆଇ ଏହି ଘଟଣାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ୬ ଜଣଙ୍କ ମଧ୍ୟରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ନାଁ ରହିଛି।

ରିୟାଙ୍କ ବ୍ୟତୀତ ଇନ୍ଦରଜିତ ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସାମ୍ୟୁଏଲ ମିରାଣ୍ଡା, ଶ୍ରୁତି ମୋଦିଙ୍କ ନାଁ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇ ଯାଇଥିବା ବିଜୟ ମାଲ୍ୟାଙ୍କ ଘଟଣାର ତଦନ୍ତ ସିବିଆଇର ଯେଉଁ ଟିମ କରୁଥିଲା ଏବେ ସମାନ ଟିମ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହେବା ପରେ ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ଏହାପରେ ରାଜ୍ୟପାଳ ଓ କେନ୍ଦ୍ର ସରକାର ମଧ୍ୟ ଏଥିରେ ରାଜି ହୋଇଥିଲେ। ତେବେ ଦୁଇଟି ରାଜ୍ୟ ମଧ୍ୟରେ ମାମଲା ଥିବାରୁ ସୁପ୍ରିମକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କର ନଜର ଥିଲା।

‌ଏସବୁ ଭିତରେ ଆଜି ସିବିଆଇ ସ୍ୱତନ୍ତ୍ର ଟିମ ଗଠନ କରି ମାମଲାର ଖୋଳତାଡ଼ ଆରମ୍ଭ କରିଛି। ଏହି ଟିମର ନେତୃତ୍ୱ ଗୁଜରାଟ ଆଇପିଏସ କ୍ୟାଡର ମନୋଜ ଶଶିଧର ନେବେ। ତାଙ୍କ ବ୍ୟତୀତ ଡିଆଇଜି ଗଗନଦୀପ ଗମ୍ଭୀର ଓ ଅନୀଲ ଯାଦବ ରହିଛନ୍ତି। ସେମାନେ ବିହାର ପୁଲିସ୍‌ ସହ ଯୋଗାଯୋଗ କରି ବିଭନ୍ନ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ସୁଶାନ୍ତଙ୍କ ବାପା କେକେ ସିଂହ ଆଣିଥିବା ୧୫ କୋଟି ହେରଫେର ମାମଲାରେ ଇଡି ଆଜି ରିୟାଙ୍କ ସହ ସମ୍ପର୍କ ରଖିଥିବା ବିଭିନ୍ନ ଲୋକଙ୍କୁ ଜେରା କରିଛି। ଆସନ୍ତାକାଲି ରିୟାଙ୍କୁ ମଧ୍ୟ ଜେରା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story