ବୋଫର୍ସ ଫାଇଲ୍‌ ଖୋଲିବନି ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୬୪ ହଜାର କୋଟି ଟଙ୍କାର ବୋଫର୍ସ ଦୁର୍ନୀତିର ଫାଇଲ୍‌ ଆଉ ସିବିଆଇ ଖୋଲିବ ନାହିଁ। ପୂର୍ବରୁ ଏହି ମାମଲାର ଫାଇନାଲ୍‌ ରିପୋର୍ଟକୁ ପୁଣିଥରେ ଖୋଲିବା ପାଇଁ ସିବିଆଇ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲା। ହେଲେ ଏବେ ସିବିଆଇ ପୁନଃ ତଦନ୍ତ କରିବା ପାଇଁ ଦାଖଲ କରିଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଛି। ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ନବୀନ କୁମାରଙ୍କୁ ସିବିଆଇ କହିଛି ଯେ ଆମେ ୨୦୧୮ ମସିହା ଫେବୃଆରୀ ୧ରେ ବୋଫର୍ସ ସ୍କାମର ପୁଣିଥରେ […]

sa

sa

Hemant Lenka
  • Published: Thursday, 16 May 2019
  • Updated: 16 May 2019, 04:58 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୬୪ ହଜାର କୋଟି ଟଙ୍କାର ବୋଫର୍ସ ଦୁର୍ନୀତିର ଫାଇଲ୍‌ ଆଉ ସିବିଆଇ ଖୋଲିବ ନାହିଁ। ପୂର୍ବରୁ ଏହି ମାମଲାର ଫାଇନାଲ୍‌ ରିପୋର୍ଟକୁ ପୁଣିଥରେ ଖୋଲିବା ପାଇଁ ସିବିଆଇ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲା। ହେଲେ ଏବେ ସିବିଆଇ ପୁନଃ ତଦନ୍ତ କରିବା ପାଇଁ ଦାଖଲ କରିଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଛି।

ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ନବୀନ କୁମାରଙ୍କୁ ସିବିଆଇ କହିଛି ଯେ ଆମେ ୨୦୧୮ ମସିହା ଫେବୃଆରୀ ୧ରେ ବୋଫର୍ସ ସ୍କାମର ପୁଣିଥରେ ତଦନ୍ତ କରିବାକୁ ଆବେଦନ କରିଥିଲୁ। କିନ୍ତୁ ଏବେ ଏହାକୁ ପ୍ରତ୍ୟାହାର କରିବାକୁ ଚାହୁଁଛୁ। ବୋଫର୍ସ ସ୍କାମରେ କିଛି ନୂଆ ତଥ୍ୟ ସିବିଆଇ ହାତରେ ଲାଗିଥିବାରୁ ସଂସ୍ଥା ଘଟଣାର ତଦନ୍ତ କରିବାକୁ ଆବେଦନ କରିଥିଲା।

ସିବିଆଇର ଆବେଦନ ପ୍ରତ୍ୟାହାର ନିଷ୍ପତ୍ତିର ଶୁଣାଣି କରି ବିଚାରପତି କହିଛନ୍ତି, “ଏହା ପଛର କାରଣ କ’ଣ, ସେକଥା ସିବିଆଇ ଭଲ ଭାବେ ଜାଣିଛି। ସେମାନେ ପ୍ରଥମେ ତଦନ୍ତ ପାଇଁ ଆବେଦନ କରିଥିଲେ। ଏବେ ସେମାନେ ଏହାକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ଏହା ସଂସ୍ଥାର ଅଧିକାର ପରିସରଭୁକ୍ତ।”

୨୦୧୮ ମସିହା ଡିସେମ୍ବର ୪ରେ କୋର୍ଟ ସିବିଆଇକୁ ପ୍ରଶ୍ନ କରିଥିଲେ ଯେ ବୋଫର୍ସ ଦୁର୍ନୀତିରେ ସଂସ୍ଥା ପୁନଃ ତଦନ୍ତ ପାଇଁ କାହିଁକି କୋର୍ଟଙ୍କ ଅନୁମତି ଲୋଡ଼ୁଛି? ଦିଲ୍ଲୀ ହାଇକୋର୍ଟ ୨୦୦୫ ମେ’ ୩୧ରେ ବୋଫର୍ସ ସ୍କାମର ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବାରୁ ସିବିଆଇ ୨୦୧୮ ଫେବୃଆରୀ ୧ରେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା। କିନ୍ତୁ ସିବିଆଇ ୧୩ ବର୍ଷ ପରେ ଏଭଳି ଆବେଦନ କରିଥିବାରୁ ୨୦୧୮ ନଭେମ୍ବର ୨ରେ ସୁପ୍ରିମକୋର୍ଟ ସିବିଆଇର ଆବେଦନକୁ ଖାରଜ କରିଦେଇଥିଲେ।

୧୯୮୬ ମସିହା ମାର୍ଚ୍ଚ ୨୪ରେ ଭାରତ ଓ ସ୍ୱଦେଶ ଆର୍ମସ ନିର୍ମାଣକାରୀ ସଂସ୍ଥା ଏବି ବୋଫର୍ସ ମଧ୍ୟରେ ୪୦୦ଟି ୧୫୫ ଏମଏମ ହ୍ୱାଇଜର ବନ୍ଧୁକ ପାଇଁ ୧,୪୩୭ କୋଟିର ଡିଲ ହୋଇଥିଲା। ତେବେ ୧୯୮୭ ଏପ୍ରିଲ ୧୬ରେ ସ୍ୱଦେଶ ଏହି ଡିଲ୍‌ ପାଇଁ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story