ଜୁଲାଇ ୧୫ ସୁଦ୍ଧା ବାହାରିବ CBSE, ICSE ରେଜଲ୍ଟ

ନୂଆଦିଲ୍ଲୀ: CBSE, ICSEର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଜୁଲାଇ ୧୫ ସୁଦ୍ଧା ବାହାରିବ । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷା  ବାତିଲ ନିମନ୍ତେ ସୁପ୍ରିମକୋର୍ଟ  ଅନୁମତି ଦେବା ପରେ ନିଆଯାଇଛି ଏପରି ନିଷ୍ପତ୍ତି।  ନୂଆ ମୂଲ୍ୟାୟନ ଫର୍ମୂଲା ବ୍ୟବହାର କରି ରେଜଲ୍ଟ ଘୋଷଣା କରିବେ ଉଭୟ CBSE, ICSE। ଆଜି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।  ମହାମାରୀ କରୋନା ଯୋଗୁ ପରୀକ୍ଷା ବାତିଲ ନିମନ୍ତେ ବିଭିନ୍ନ ରାଜ୍ୟ ପକ୍ଷରୁ […]

cbse-1

cbse-1

Niharika Rout
  • Published: Friday, 26 June 2020
  • Updated: 26 June 2020, 12:45 PM IST

Sports

Latest News

ନୂଆଦିଲ୍ଲୀ: CBSE, ICSEର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଜୁଲାଇ ୧୫ ସୁଦ୍ଧା ବାହାରିବ । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷା  ବାତିଲ ନିମନ୍ତେ ସୁପ୍ରିମକୋର୍ଟ  ଅନୁମତି ଦେବା ପରେ ନିଆଯାଇଛି ଏପରି ନିଷ୍ପତ୍ତି।  ନୂଆ ମୂଲ୍ୟାୟନ ଫର୍ମୂଲା ବ୍ୟବହାର କରି ରେଜଲ୍ଟ ଘୋଷଣା କରିବେ ଉଭୟ CBSE, ICSE। ଆଜି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।  ମହାମାରୀ କରୋନା ଯୋଗୁ ପରୀକ୍ଷା ବାତିଲ ନିମନ୍ତେ ବିଭିନ୍ନ ରାଜ୍ୟ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା।

ସୁପ୍ରିମକୋର୍ଟ ସିବିଏସ୍‌ଇ ପରୀକ୍ଷାକୁ ବାତିଲ କରିବା ସହ ଆସେସମେଣ୍ଟ ପ୍ରକ୍ରିୟାକୁ ମଞ୍ଜୁରୀ ଦେଇଛନ୍ତି। କରୋନା ମହାମାରୀର ଭୟାବହତାକୁ ଦେଖି ବାକି ଥିବା ପରୀକ୍ଷା କରାଯିବା ବଦଳରେ ଛାତ୍ରଛାତ୍ରୀଙ୍କୁ କିପରି ମାର୍କ ଦିଆଯାଇ ପାରିବ ସେ ସମ୍ପର୍କରେ ଜଣାଇବାକୁ କୋର୍ଟ ପକ୍ଷରୁ କୁହାଯାଇଥିଲା। ସିବିଏସ୍‌ଇ ପକ୍ଷରୁ ସଲିସିଟିର ଜେନେରାଲ ତୁଷାର ମେହେଟା କୋର୍ଟରେ ପକ୍ଷ ରଖିଥିଲେ। ଛାତ୍ରଛାତ୍ର ପୂର୍ବରୁ ଦେଇଥିବା ଇଣ୍ଟର୍ନାଲ ପରୀକ୍ଷା ଓ ଅନ୍ୟ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ଏବେ ମାର୍କ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

-ଯେଉଁ ଛାତ୍ରଛାତ୍ରୀଙ୍କ ସମସ୍ତ ପରୀକ୍ଷା ସରିଯାଇଛି, ସେମାନଙ୍କ ରେଜଲ୍ଟ ସୁରୁଖୁରରେ ବାହାରିବ।

 - ଯେଉଁମାନେ ୩ଟିରୁ ଅଧିକ ବିଷୟରେ ପରୀକ୍ଷା ଦେଇଛନ୍ତି, ସେମାନେ ସର୍ବଶ୍ରେଷ୍ଠ ନମ୍ବର ରଖିଥିବା ୩ଟି ବିଷୟର ନମ୍ବରକୁ ଆଧାର କରି ଅନ୍ୟ ବିଷୟରେ ମାର୍କ ଦିଆଯିବ।

 -ଯେଉଁମାନେ କେବଳ ୩ଟି ପେପରରେ ପରୀକ୍ଷା ଦେଇଛନ୍ତି, ସେମାନଙ୍କର ସର୍ବଶ୍ରଷ୍ଠ ୨ଟି ପେପରର ମାର୍କକୁ ଆଧାର କରି ଅନ୍ୟ ବିଷୟରେ ମାର୍କ ଦିଆଯିବ।

 - ଯେଉଁମାନେ ଗୋଟିଏ କିମ୍ବା ୨ଟି ବୋର୍ଡ ପେପରରେ ପରୀକ୍ଷା ଦେଇଛନ୍ତି, ଇଣ୍ଟରନାଲ, ପ୍ରାକ୍ଟିକାଲ ପରୀକ୍ଷା ନମ୍ବର ତଥା ବୋର୍ଡରେ ପରର୍ଫମାନ୍ସ ହିସାବରେ ସେମାନଙ୍କୁ ନମ୍ବର ମିଳିବ।

ସେହିପରି ଯେଉଁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଅଧିକ ମାର୍କ ରଖିବାକୁ ଚାହିଁ ପରୀକ୍ଷା ଦେବାକୁ ଇଚ୍ଛୁକ ହେବେ, ସ୍ଥିତି ସାମାନ୍ୟ ହେବା ପରେ ସେମାନେ କିପରି ପରୀକ୍ଷା ଦେଇପାରିବେ ତାହାର ବ୍ୟବସ୍ଥା କରାଯିବ। କିନ୍ତୁ ସିବିଏସ୍‌ଇର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ନାହିଁ।

ICSE ମଧ୍ୟ CBSE ପକ୍ଷରୁ ବାହାର କରାଯାଇଥିବା ନୂଆ ମୂଲ୍ୟାୟନ ଫର୍ମୂଲା ଆଧାରରେ ଛାତ୍ରଛାତ୍ରୀଙ୍କ ମାର୍କ ବାହାର କରିବ ବୋଲି କୋର୍ଟଙ୍କୁ ଜଣାଇଛି। କିନ୍ତୁ ସ୍ଥିତି ସାମାନ୍ୟ ହେବା ପରେ ଏହା ଇଚ୍ଛୁକ ଥିବା ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାର ଅନୁମତି ଦେବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story