ସିବିଏସଇ ଦ୍ୱାରା ପରିଚାଳିତ ସମସ୍ତ ସ୍କୁଲରେ ହେବ କ୍ୟାସଲେସ୍ ଟ୍ରାଞ୍ଜାକସନ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାରା ପରିଚାଳିତ ସମସ୍ତ ସ୍କୁଲରେ ଏଣିକି କରାଯିବ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକସନ। ପରୀକ୍ଷା ଫି ସମେତ ଅନ୍ୟ ସବୁ କାରବାର ପାଇଁ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷ କ୍ୟାସ୍‌ଲେସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବୋର୍ଡ ପକ୍ଷରୁ ସମସ୍ତ ସ୍ତୁଲ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁସାରେ ଜାନୁଆରୀ ୨୦୧୭ ଠାରୁ ପରବର୍ତ୍ତୀ ଶିକ୍ଷାବର୍ଷ ଲାଗି ତିନି ମାସିଆ ଫି ବାବଦକୁ ଛାତ୍ରଛାତ୍ରୀମାନେ କେବଳ ଅନଲାଇନ୍‌ ମାଧ୍ୟମରେ ପେମେଣ୍ଟ କରିବେ। ସେହିଭଳି ସ୍କୁଲ ପକ୍ଷରୁ କର୍ମଚାରୀମାନଙ୍କୁ […]

ewallet

ewallet

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 03:49 PM IST

Sports

Latest News

ନୂଆଦିଲ୍ଲୀ: ସିବିଏସଇ ଦ୍ୱାରା ପରିଚାଳିତ ସମସ୍ତ ସ୍କୁଲରେ ଏଣିକି କରାଯିବ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକସନ। ପରୀକ୍ଷା ଫି ସମେତ ଅନ୍ୟ ସବୁ କାରବାର ପାଇଁ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷ କ୍ୟାସ୍‌ଲେସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବୋର୍ଡ ପକ୍ଷରୁ ସମସ୍ତ ସ୍ତୁଲ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ନିର୍ଦ୍ଦେଶ ଅନୁସାରେ ଜାନୁଆରୀ ୨୦୧୭ ଠାରୁ ପରବର୍ତ୍ତୀ ଶିକ୍ଷାବର୍ଷ ଲାଗି ତିନି ମାସିଆ ଫି ବାବଦକୁ ଛାତ୍ରଛାତ୍ରୀମାନେ କେବଳ ଅନଲାଇନ୍‌ ମାଧ୍ୟମରେ ପେମେଣ୍ଟ କରିବେ। ସେହିଭଳି ସ୍କୁଲ ପକ୍ଷରୁ କର୍ମଚାରୀମାନଙ୍କୁ ବେତନ ମଧ୍ୟ ଅନଲାଇନ୍‌ ଜରିଆରେ ଦିଆଯିବ। ଏହାଛଡ଼ା ସ୍କୁଲ କର୍ତ୍ତୃପକ୍ଷ ଠିକା କର୍ମଚାରୀଙ୍କୁ ଦରମା ପ୍ରଦାନ, ସାମଗ୍ରୀ ଓ ଉପକରଣ କିଣା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ନଗଦ କ୍ୟାସ୍‌ ବିହୀନ କାରବାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ନେଇ ସ୍କୁଲ ପକ୍ଷରୁ ପିଲାଙ୍କ ଅଭିଭାବକଙ୍କ ସହିତ ବୈଠକ ଡକାଇ ସଚେତନତା ସୃଷ୍ଟି କରିବା ସହ କ୍ୟାସଲେସ ଟ୍ରାଞ୍ଜାକସନର ଉପକାରିତା ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ଲାଗି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story