ନୂଆଦିଲ୍ଲୀ: ରୋହିଙ୍ଗ୍ୟା ମୁସଲିମ୍ ଧାର୍ମିକ କାର୍ଯ୍ୟକ୍ରମ ତବଲିଗି ଜମାତ୍ରେ ଯୋଗଦେଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ଏହି କାରଣରୁ ଏମାନଙ୍କୁ ଠାବ କରିବା ସହ ଏମାନଙ୍କର ସ୍କ୍ରିନିଂ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଭଳି ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ସମସ୍ତ ରାଜ୍ୟର ପୁଲିସ୍ ମୁଖ୍ୟଙ୍କୁ କୁହାଯାଇଛି, ସେମାନେ ବ୍ୟାପକ ଖାନ୍ତଲାସି କରି ଏମାନଙ୍କୁ ଠାବ କରିବେ। ବିଭିନ୍ନ କ୍ୟାମ୍ପରୁ କିଛି ରୋହିଙ୍ଗ୍ୟା ଅନ୍ୟତ୍ର ଚାଲିଯାଇଥିବାରୁ ସେମାନଙ୍କୁ ଖୋଜାଯାଇଥିବା। ଏମାନଙ୍କ ଚିହ୍ନଟକୁ ପ୍ରାଥମିକତା ଦେବାକୁ ଏହି ଅବସରରେ କୁହାଯାଇଛି।
ଏହି ନିର୍ଦ୍ଦେଶରେ କୁହାଯାଇଛି, ଖବର ଆସିଛି ରୋହିଙ୍ଗ୍ୟା ମୁସଲିମ୍ ଇଜ୍ତେମା ଏବଂ ତବଲିଗି ଜମାତ୍ରେ ଯୋଗଦେଇଥିଲେ। ତେଣୁ ସେମାନଙ୍କୁ ମଧ୍ୟ ସଂକ୍ରମଣର ସମ୍ଭାବନା ରହିଛି। ବିଶେଷ କରି ହାଇଦ୍ରାବାଦ, ତେଲେଙ୍ଗାନା, ଦିଲ୍ଲୀ, ପଞ୍ଜାବ, ଜମ୍ମୁ ଏବଂ ମେୱଟ୍ରେ ଥିବା କ୍ୟାମ୍ପଗୁଡ଼ିକରୁ ରୋହିଙ୍ଗ୍ୟା ଏଥିରେ ଯୋଗ ଦେଇଥିବା କୁହାଯାଉଛି। ଏମାନେ ଏଥିରେ ଯୋଗଦେବାପରେ ଆଉ କ୍ୟାମ୍ପ ଫେରିନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
National
HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।
National
ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ପ୍ରଶ୍ନ: କାହିଁକି ତୁମେ ତଦନ୍ତ ଚାହୁଁନ?
ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ।
National
୪ ଦଶନ୍ଧିର ସେବା ପରେ ଅବସର ନେଲେ କାନ୍ଦାହାର ଅପହରଣର ହିରୋ ଦେବୀ ଶାରନ
କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ କ୍ୟାପ୍ଟେନ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ।