କରୋନା ଚିକିତ୍ସା ପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଵାସ୍ଥ୍ୟସେବା ଭିତ୍ତିଭୂମିରେ ଅଭାବ ପରିଲକ୍ଷିତ ହୋଇଛି। ମୁଖ୍ୟତଃ ଆଇସିୟୁ ବେଡ୍ ଡାକ୍ତରଖାନା, ଭେଣ୍ଟିଲେଟର, ଅକ୍ସିଜେନ ସୁବିଧା ଆଦିର ଅଭାବ ଦେଖାଦେଇଛି। ଏମିତିକି କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ କେତେକ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ଅତିରିକ୍ତ ଅର୍ଥ ଦାବି କରୁଥିବାର ଖବର ମଧ୍ୟ ମିଳିଛି। ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ  ଅଞ୍ଚଳ ଗୁଡ଼ିକୁ କେତେକ ପରାମର୍ଶ ଦିଆଯାଇଛି। ରୋଗୀଙ୍କ ଚିକିତ୍ସା […]

brazil corona (1)

brazil corona (1)

Subhransu Sekhar
  • Published: Monday, 15 June 2020
  • Updated: 15 June 2020, 10:13 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଵାସ୍ଥ୍ୟସେବା ଭିତ୍ତିଭୂମିରେ ଅଭାବ ପରିଲକ୍ଷିତ ହୋଇଛି। ମୁଖ୍ୟତଃ ଆଇସିୟୁ ବେଡ୍ ଡାକ୍ତରଖାନା, ଭେଣ୍ଟିଲେଟର, ଅକ୍ସିଜେନ ସୁବିଧା ଆଦିର ଅଭାବ ଦେଖାଦେଇଛି। ଏମିତିକି କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ କେତେକ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ଅତିରିକ୍ତ ଅର୍ଥ ଦାବି କରୁଥିବାର ଖବର ମଧ୍ୟ ମିଳିଛି।

ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ  ଅଞ୍ଚଳ ଗୁଡ଼ିକୁ କେତେକ ପରାମର୍ଶ ଦିଆଯାଇଛି। ରୋଗୀଙ୍କ ଚିକିତ୍ସା ଲାଗି ଅଧିକ ବେଡ୍ ବ୍ୟବସ୍ଥା କରିବା, ଗୁରୁତର ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ସକାଶେ ଆବଶ୍ୟକ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥା କରିବା ସହିତ ସ୍ଵାସ୍ଥ୍ୟସେବା ପାଇଁ ସ୍ଵଚ୍ଛ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ଅର୍ଥ ଦାବି ସୁନିଶ୍ଚିତ କରିବା ନିମନ୍ତେ ଘରୋଇ କ୍ଷେତ୍ରର ସହଯୋଗ ନେବା ଲାଗି ଏଥିରେ ପରାମର୍ଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ, କେତେକ ରାଜ୍ୟ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରି ଦେଲେଣି। ସେମାନେ ଆଡମିସନ ହୋଇଥିବା ରୋଗୀଙ୍କୁ ଅଧିକ ଚିକିତ୍ସା ସେବା ସୁଲଭ ଦରରେ ଯୋଗାଇ ଦେବା ନିମନ୍ତେ ଘରୋଇ କ୍ଷେତ୍ର ସହିତ ଚୁକ୍ତି କରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପ୍ୟାକେଜ ଏବଂ ସିଜିଏଚଏସ ପ୍ୟାକେଜ ଦର ରାଜ୍ୟଗୁଡ଼ିକ ପାଇଁ ଉପଲବ୍ଧ କରାଯାଇଛି । ଅବଶିଷ୍ଟ ଦର କ୍ଷେତ୍ର ଆଧାରରେ ନିର୍ଦ୍ଧାରଣ କରାଯାଇଛି।

ରୋଗୀଙ୍କୁ ତୁରନ୍ତ, ଉନ୍ନତମାନର ଚିକିତ୍ସା ସୁଲଭ ଦରରେ ଯୋଗାଇ ଦେବା ଲାଗି ସ୍ଥାନୀୟ ଘରୋଇ ଡାକ୍ତରଖାନା ଗୁଡ଼ିକ ସହିତ ଆଲୋଚନା କରି ଦର ନିର୍ଦ୍ଧାରଣ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଵାସ୍ଥ୍ୟକର୍ମୀମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣର ଦର ପ୍ରତି ମଧ୍ୟ ଧ୍ୟାନ ଦିଆଯିବାକୁ କୁହାଯାଇଛି। ନିର୍ଦ୍ଧାରିତ ଦର ଧାର୍ଯ୍ୟ ହୋଇସାରିବା ପରେ ଏହାକୁ ବ୍ୟାପକ ଭାବେ ପ୍ରସାରିତ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story