ମୋଦି ଚନ୍ଦ୍ରଯାନ-୨ ଅବତରଣ ଦେଖିବା ଅଶୁଭ ଥିଲା: କୁମାରସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରମ ଲ୍ୟାଣ୍ଡର ଅବତରଣ ଦେଖିବା ପାଇଁ ଇସ୍ରୋ ସେଣ୍ଟରଠାରେ ଉପସ୍ଥିତ ରହିବା ବୈଜ୍ଞାନିକମାନଙ୍କ ପାଇଁ ଅଶୁଭ ଥିଲା। ସୂଚନାଯୋଗ୍ୟ ଯେ, ଇସ୍ରୋ ଜୁଲାଇ ମାସରେ ସଫଳ ଭାବେ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରିପାରିଥିବାବେଳେ ଲ୍ୟାଣ୍ଡର ବିକ୍ରମର ଅବତରଣ ପୂର୍ବରୁ ଇସ୍ରୋ ଏହାସହ ଯୋଗାଯୋଗ ରକ୍ଷା କରିପାରିନଥିଲା। ଆଜି ଏହି ଘଟଣାକୁ ନେଇ ମହୀଶୂରରେ କୁମାରସ୍ୱାମୀ କହିଥିଲେ, ବୈଜ୍ଞାନିକମାନେ ଗତ ୧୦ ବର୍ଷ ଧରି ଏହି […]

HD

HD

Subrat Kumar Nayak
  • Published: Thursday, 12 September 2019
  • Updated: 12 September 2019, 09:51 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରମ ଲ୍ୟାଣ୍ଡର ଅବତରଣ ଦେଖିବା ପାଇଁ ଇସ୍ରୋ ସେଣ୍ଟରଠାରେ ଉପସ୍ଥିତ ରହିବା ବୈଜ୍ଞାନିକମାନଙ୍କ ପାଇଁ ଅଶୁଭ ଥିଲା। ସୂଚନାଯୋଗ୍ୟ ଯେ, ଇସ୍ରୋ ଜୁଲାଇ ମାସରେ ସଫଳ ଭାବେ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରିପାରିଥିବାବେଳେ ଲ୍ୟାଣ୍ଡର ବିକ୍ରମର ଅବତରଣ ପୂର୍ବରୁ ଇସ୍ରୋ ଏହାସହ ଯୋଗାଯୋଗ ରକ୍ଷା କରିପାରିନଥିଲା।

ଆଜି ଏହି ଘଟଣାକୁ ନେଇ ମହୀଶୂରରେ କୁମାରସ୍ୱାମୀ କହିଥିଲେ, ବୈଜ୍ଞାନିକମାନେ ଗତ ୧୦ ବର୍ଷ ଧରି ଏହି ମିଶନ୍‌ ପାଇଁ କାମ କରୁଥିଲେ। କିନ୍ତୁ ସେ ମୋଦିଙ୍କ ସମାଲୋଚନାରେ କହିଥିଲେ, ସେ ଲ୍ୟାଣ୍ଡିଂ ଦେଖିବାକୁ ବେଙ୍ଗାଲୁରୁ ଏମିତି ଆସିଥିଲେ ସତେ ଯେମିତି ସେ ନିଜେ ଉଡ଼ାଉଥିଲେ। ସେ କହିଥିଲେ, ହୁଏତ ସେ ଯେଉଁ ସମୟରେ ଇସ୍ରୋ ପ୍ରବେଶ କଲେ ତାହା ହୁଏତ ବୈଜ୍ଞାନିକମାନଙ୍କ ପାଇଁ ଠିକ୍‌ ନଥିଲା।

ସୂଚନାଯୋଗ୍ୟ ଯେ, ଶନିବାର ଏହି ମିଶନ୍‌ର ଶେଷ ପର୍ଯ୍ୟାୟରେ ହିଁ ଇସ୍ରୋ ବିକ୍ରମ ସହ ଯୋଗାଯୋଗ କରିପାରିନଥିଲା। ଏହା ସଫ୍ଟଲ୍ୟାଣ୍ଡ କରିବାର ଥିଲେ ହେଁ ବର୍ତ୍ତମାନ କେବଳ ଏହା ଅବସ୍ଥିତି ବାବଦରେ ଜଣାପଡ଼ିଛି। କିନ୍ତୁ ଏହା କେଉଁ ସ୍ଥିତିରେ ଅବତରଣ କରିଛି, ତାହା ସ୍ପଷ୍ଟ ହୋଇନି। ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ଙ୍କ କହିବା ଅନୁଯାୟୀ, ଏହା ଅବତରଣର ୨.୧ କିଲୋମିଟର ଆଗରୁ ଇସ୍ରୋ ସମ୍ପର୍କ ବିଚ୍ଛିନ୍ନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story