ବିଦ୍ୟୁତକାଟ୍‌ ନେଇ ଅଭିଯୋଗ ଆଣିଲେ ବୋଲି ଦେଶଦ୍ରୋହ ମାମଲା

ରାୟପୁର: ଛତିଶଗଡ଼ରେ ଏଭଳି ଜଣେ ଲୋକଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ଯିଏ ଅଭିଯୋଗ ଆଣିଥିଲେ ଯେ ସେଠାକାର କଂଗ୍ରେସ ସରକାର ଏବଂ ଇନ୍‌ଭର୍ଟର କମ୍ପାନୀ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ବାରମ୍ବାର ବିଦ୍ୟୁତ୍‌କାଟ ହେଉଛି। ମଙ୍ଗେଲାଲ ଅଗ୍ରୱାଲଙ୍କ ନାମରେ ବିଦ୍ୟୁତ ବିଭାଗ ଅଭିଯୋଗ କରିବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି, ୫୩ ବର୍ଷୀୟ ମଙ୍ଗେଲାଲ କୁଆଡ଼େ ସୋଶାଲ ମିଡିଆରେ ବିଦ୍ୟୁତ୍‌କାଟ ବାବଦରେ ଅପପ୍ରଚାର କରୁଥିଲେ। ସେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଭାବମୂର୍ତ୍ତି […]

electry

electry

Subrat Kumar Nayak
  • Published: Friday, 14 June 2019
  • Updated: 14 June 2019, 08:23 PM IST

Sports

Latest News

ରାୟପୁର: ଛତିଶଗଡ଼ରେ ଏଭଳି ଜଣେ ଲୋକଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ଯିଏ ଅଭିଯୋଗ ଆଣିଥିଲେ ଯେ ସେଠାକାର କଂଗ୍ରେସ ସରକାର ଏବଂ ଇନ୍‌ଭର୍ଟର କମ୍ପାନୀ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ବାରମ୍ବାର ବିଦ୍ୟୁତ୍‌କାଟ ହେଉଛି। ମଙ୍ଗେଲାଲ ଅଗ୍ରୱାଲଙ୍କ ନାମରେ ବିଦ୍ୟୁତ ବିଭାଗ ଅଭିଯୋଗ କରିବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି, ୫୩ ବର୍ଷୀୟ ମଙ୍ଗେଲାଲ କୁଆଡ଼େ ସୋଶାଲ ମିଡିଆରେ ବିଦ୍ୟୁତ୍‌କାଟ ବାବଦରେ ଅପପ୍ରଚାର କରୁଥିଲେ। ସେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ସେ ଏଭଳି କରୁଥିବା ଥାନାରେ ଅଭିଯୋଗ ହୋଇଥିଲା।

ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ମଙ୍ଗେଲାଲ କହିଥିଲେ, ଭୁପେଶଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଏବଂ ମଧ୍ୟ ପ୍ରଦେଶ ସରକାର ଇନ୍‌ଭର୍ଟର କମ୍ପାନୀଙ୍କ ସହିତ ଟାଇ ଅପ୍‌ କରିଛନ୍ତି। ଏହି ଦୁଇ ରାଜ୍ୟରେ ବାରମ୍ବାର ବିଦ୍ୟୁତ୍‌ କାଟ୍‌ କରି ଇନ୍‌ଭର୍ଟର ବିକ୍ରି ବଢ଼ାଉଛନ୍ତି। ପ୍ରତି ୨ ଘଣ୍ଟାରେ ଥରେ ଏବଂ ୧୦ରୁ ୧୫ ମିନିଟ୍‌ରେ ଥରେ ବିଦ୍ୟୁତ୍‌କାଟ୍‌ ଯୋଗୁ ସରକାର ମୋଟା ଅଙ୍କର ଫାଇଦା ପାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଦିଲ୍ଲୀରେ ଦୁଇ ରାଜ୍ୟ ସରକାର ଇନ୍‌ଭର୍ଟର କମ୍ପାନୀଙ୍କ ସହ ବୈଠକ କରିଛନ୍ତି ବୋଲି ସେ ଦାବି କରିଛନ୍ତି।

ମଙ୍ଗେଲାଲ ଅଗ୍ରୱାଲଙ୍କ ଗିରଫଦାରୀକୁ ବିରୋଧ କରି ବିଜେପି ସାଂସଦ ସନ୍ତୋଷ ପାଣ୍ଡେ କହିଛନ୍ତି, ସୋଶାଲ ମିଡିଆରେ ଭିଡିଓ ଭାଇରାଲ କରିବାଟା ଯଦି ଦେଶଦ୍ରୋହ ଅପରାଧ ହୁଏ, କଂଗ୍ରେସ ନେତାମାନେ ମଧ୍ୟ ଗିରଫ ହେବା କଥା। ସେମାନେ ଅପପ୍ରଚାର କରି କ୍ଷମତାକୁ ଆସିଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି ଏହା ‘ଫ୍ରିଡମ୍‌ ଅପ୍‌ ସ୍ପିଚ୍‌’ର ପରିପନ୍ଥୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story