ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କ ସହିତ ସ୍ୱର ମିଶାଇଲେ ଚିଦାମ୍ବରମ: କହିଲେ ମିଳୁ ଅଧିକ କ୍ଷମତା  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାମ୍ମୁ କାଶ୍ମୀରକୁ ନେଇ ପୁଣି ବିତର୍କ। ଏହି ରାଜ୍ୟକୁ କେତେ ସ୍ୱୟଂଶାସନ କ୍ଷମତା ଦିଆଯିବା ଉଚିତ, ତାକୁ ନେଇ ଆରମ୍ଭ ହୋଇଛି ଏହି ବିତର୍କ। ସମ୍ବିଧାନର ୩୭୦ ଧାରା ଅନୁସାରେ ଜାମ୍ମୁ କାଶ୍ମୀରକୁ ଅଧିକ ସ୍ୱୟଂ ଶାସନ କ୍ଷମତା ଦେବା ସପକ୍ଷରେ ମତ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ। ବିଜେପି ଏହାକୁ ଦୃଢ଼ ବିରୋଧ କରିଥିବା ବେଳେ  କଂଗ୍ରେସ କହିଛି, ଚିଦାମ୍ବରମଙ୍କ ମନ୍ତବ୍ୟ ବ୍ୟକ୍ତିଗତ, ଦଳର ନୁହେଁ। ଚିଦାମ୍ବରମଙ୍କ ମନ୍ତବ୍ୟକୁ ଜୋରଦାର […]

palaniappan-chidambaram-former-finance-minister-770x433

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 06:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାମ୍ମୁ କାଶ୍ମୀରକୁ ନେଇ ପୁଣି ବିତର୍କ। ଏହି ରାଜ୍ୟକୁ କେତେ ସ୍ୱୟଂଶାସନ କ୍ଷମତା ଦିଆଯିବା ଉଚିତ, ତାକୁ ନେଇ ଆରମ୍ଭ ହୋଇଛି ଏହି ବିତର୍କ। ସମ୍ବିଧାନର ୩୭୦ ଧାରା ଅନୁସାରେ ଜାମ୍ମୁ କାଶ୍ମୀରକୁ ଅଧିକ ସ୍ୱୟଂ ଶାସନ କ୍ଷମତା ଦେବା ସପକ୍ଷରେ ମତ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ। ବିଜେପି ଏହାକୁ ଦୃଢ଼ ବିରୋଧ କରିଥିବା ବେଳେ  କଂଗ୍ରେସ କହିଛି, ଚିଦାମ୍ବରମଙ୍କ ମନ୍ତବ୍ୟ ବ୍ୟକ୍ତିଗତ, ଦଳର ନୁହେଁ।

ଚିଦାମ୍ବରମଙ୍କ ମନ୍ତବ୍ୟକୁ ଜୋରଦାର ବିରୋଧ କରିଛି ବିଜେପି। ଦଳ କହିଛି, ନେହରୁଙ୍କଠାରୁ ଆରମ୍ଭ କରି ଚିଦାମ୍ବରମଙ୍କ ପର୍ଯ୍ୟନ୍ତ କଂଗ୍ରେସ କାଶ୍ମୀର ସମସ୍ୟାକୁ ଅଧିକ ଜଟିଳ କରିଛି। ଅରୁଣ ଜେଟଲି କହିଛନ୍ତି, ଚିଦାମ୍ବରମଙ୍କ ମନ୍ତବ୍ୟ ବିଚ୍ଛିନ୍ନତାବାଦୀଙ୍କୁ ଉତ୍ସାହିତ କରିବ ଓ ଭାରତ ପାଇଁ ସମସ୍ୟା ସୃଷ୍ଟି କରିବ। ଚିଦାମ୍ବରମଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଏବେ ବ୍ୟାକଫୁଟରେ।

ମୋଦି ସରକାର ଆସିବା ପରେ କାଶ୍ମୀରେ ହିଂସାକାଣ୍ଡ ବଢ଼ିଛି।  ବୃଦ୍ଧି ପାଇଛି ସେନା ଉପରକୁ ପଥର ମାଡ଼।  କଠୋର ଆଭିମୁଖ୍ୟ ରଖି ସରକାର କଥାବାର୍ତ୍ତା ମଧ୍ୟ କରିବାକୁ ଚାହୁଁନଥିଲେ। ହେଲେ ଏହି ଆଭିମୁଖ୍ୟରେ ପରିବର୍ତ୍ତନ କରି କଥାବାର୍ତ୍ତା ଲାଗି ପୂର୍ବତନ ଗୁଇନ୍ଦା ନିର୍ଦ୍ଦେଶକ ଦିନେଶ ଶର୍ମାଙ୍କୁ କିଛି ଦିନ ତଳେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story