ବୋମା ବିସ୍ଫୋରଣରେ ଶିଶୁର ମୃତ୍ୟୁ, ମା’ ସହ ୮ ଗୁରୁତର

କୋଲକାତା:ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ଜଣେ ୮ ବର୍ଷର ଶିଶୁର  ମୃତ୍ୟୁ ହୋଇଥିବା ବେଳେ ମା’ ସହିତ ୮ ଜଣ ଗୁରୁତର ହୋଇଛନ୍ତି। କୋଲକାତା ନାଗରବଜାର ଦମଦମ ସ୍ଥିତ ଏକ ଫଳ ଦୋକାନରେ ଏହି ବସ୍ପୋରଣ ଘଟିଛି। ବିସ୍ଫୋରଣ ସ୍ଥଳରେ ପୁଲିସ ଓ ସିଆଇଡି ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।   ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ବିସ୍ଫୋରଣ ଘଟାଇଥିବା ସାମଗ୍ରୀର ଯାଞ୍ଚ କରିଥିଲେ। ହେଲେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା […]

vvv

vvv

Tapas Behera
  • Published: Tuesday, 02 October 2018
  • Updated: 02 October 2018, 09:26 PM IST

Sports

Latest News

କୋଲକାତା:ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ଜଣେ ୮ ବର୍ଷର ଶିଶୁର  ମୃତ୍ୟୁ ହୋଇଥିବା ବେଳେ ମା’ ସହିତ ୮ ଜଣ ଗୁରୁତର ହୋଇଛନ୍ତି। କୋଲକାତା ନାଗରବଜାର ଦମଦମ ସ୍ଥିତ ଏକ ଫଳ ଦୋକାନରେ ଏହି ବସ୍ପୋରଣ ଘଟିଛି।

ବିସ୍ଫୋରଣ ସ୍ଥଳରେ ପୁଲିସ ଓ ସିଆଇଡି ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।   ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ବିସ୍ଫୋରଣ ଘଟାଇଥିବା ସାମଗ୍ରୀର ଯାଞ୍ଚ କରିଥିଲେ। ହେଲେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ତେବେ ଏହି ଘଟଣାରେ ତୃଣମୂଳ କଂଗ୍ରେସ ବିଜେପିକୁ ଦାୟୀ କରିଛି। ଟିଏମସି ନେତା ପଞ୍ଚୁ ରୟ ଅଭିଯୋଗ କରିଛନ୍ତି ଯେ, ସାଉଥ୍‌ ଦମ୍‌ ଦମ୍‌ର ମ୍ୟୁନିସ୍‌ପାଲଟି ଚେୟାର ମ୍ୟାନ୍‌କୁ ବିଜେପି ଟାର୍ଗେଟ କରି ଏମିତି କାଣ୍ଡ ଭିଆଇଥିବା ଗୁରୁତର ଅଭିଯୋଗ ଆଣିଛି ଟିଏମ୍‌ସି। ସେପଟେ ଏହି ଅଭିଯୋଗକୁ ଭର୍ତ୍ସନା କରିଛି ବିଜେପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story