କାନସିନୋ ପ୍ରସ୍ତୁତ କରିଥିବା କରୋନା ଟିକାକୁ ମିଳିଲା ଅନୁମତି

ବେଜିଂ: ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୂର୍ବରୁ ଚାଇନା ସରକାର ଦେଶର ଟିକା ଉତ୍ପାଦନକାରୀ ସଂସ୍ଥା କାନସିନୋ ବାଓଲୋଜିକ ଆଇଏନସିକୁ ଏହାର ମାଲିକାନା ପ୍ରଦାନ କରିଛନ୍ତି। କାନସିନୋ ପକ୍ଷରୁ ଏଡି୫-ଏନସିଓଭି ନାଁରେ କରୋନା ଟିକା ପ୍ରସ୍ତୁତ କରାଯାଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ବେଳେ ଏହି ଟିକା ଉତ୍ସାହ ଜନକ ଫଳାଫଳ ଦେଇଥିବାରୁ ଚାଇନା ସରକାର କାନସିନୋକୁ ଏହାର ଉତ୍ପାଦନ କରିବାକୁ ଅନୁମତି ଦେଇଛନ୍ତି। ସେହିପରି ଦରକାର ପଡ଼ିଲେ ମଧ୍ୟ ଏହାର ପ୍ରୟୋଗ କିଛି ନିର୍ଦ୍ଦିଷ୍ଟ […]

d

d

Hemant Lenka
  • Published: Tuesday, 18 August 2020
  • Updated: 18 August 2020, 01:53 PM IST

Sports

Latest News

ବେଜିଂ: ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୂର୍ବରୁ ଚାଇନା ସରକାର ଦେଶର ଟିକା ଉତ୍ପାଦନକାରୀ ସଂସ୍ଥା କାନସିନୋ ବାଓଲୋଜିକ ଆଇଏନସିକୁ ଏହାର ମାଲିକାନା ପ୍ରଦାନ କରିଛନ୍ତି। କାନସିନୋ ପକ୍ଷରୁ ଏଡି୫-ଏନସିଓଭି ନାଁରେ କରୋନା ଟିକା ପ୍ରସ୍ତୁତ କରାଯାଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ବେଳେ ଏହି ଟିକା ଉତ୍ସାହ ଜନକ ଫଳାଫଳ ଦେଇଥିବାରୁ ଚାଇନା ସରକାର କାନସିନୋକୁ ଏହାର ଉତ୍ପାଦନ କରିବାକୁ ଅନୁମତି ଦେଇଛନ୍ତି। ସେହିପରି ଦରକାର ପଡ଼ିଲେ ମଧ୍ୟ ଏହାର ପ୍ରୟୋଗ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଉପରେ ମଧ୍ୟ କରାଯାଇପାରିବ।

ଚାଇନାର ସ୍ଥାନୀୟ ଗଣମାଧ୍ୟମଗୁଡ଼ିକ ବୌଦ୍ଧିକ ସଂପତ୍ତି ନିୟାମକ ପାଖରେ ପହଞ୍ଚିଥିବା ଦସ୍ତାବିଜକୁ ଆଧାର କରି ଏଭଳି ଖବର ପ୍ରକାଶ କରିଛନ୍ତି। ଚାଇନାରେ କୌଣସି ଟିକା ପାଇଁ ପାଟେଣ୍ଟ ପ୍ରଦାନ କରିବା ପ୍ରଥମ ଘଟଣା। ଅଗଷ୍ଟ ୧୧ ତାରିଖରେ ହିଁ କାନସିନୋକୁ ଟିକାର ମାଲିକାନା ସତ୍ତ୍ୱ ପ୍ରଦାନ କରାଯାଇଛି।

ଚାଇନାର କାନସିନୋ ପ୍ରସ୍ତୁତ କରିଥିବା ଏହି ଟିକା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଛି। ଯେଉଁମାନଙ୍କୁ ପରୀକ୍ଷା ମୂଳକ ଭାବେ ଏହାକୁ ଦିଆଯାଇଥିଲା, ସେମାନଙ୍କ ଶରୀରରେ କୌଣସି ପ୍ରକାରର ସାଇଡ୍‌ ଇଫେକ୍ଟ ଦେଖାଯାଇ ନାହିଁ। ଏହି ଟିକା ନେବା ପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା କାନସିନୋ ପକ୍ଷରୁ ଦାବି କରାଯାଇଛି। ତେବେ ଏହାର ଫେଜ-୩ ଟ୍ରାଏଲ ହୋଇ ନଥିବାରୁ ଏହାକୁ ସାମଗ୍ରିକ ଭାବେ ବ୍ୟବହାର କରିବାକୁ ଅନୁମତି ମିଳିନାହିଁ।

ଚଳିତ ମାସରେ ସାଉଦି ଆରବ ପ୍ରଥମେ କାନସିନୋ ପ୍ରସ୍ତୁତ କରିଥିବା ଏଡି୫-ଏନସିଓଭି ଟିକାର ଫେଜ୍‌-୩ ଟ୍ରାଏଲ ନିଜ ଦେଶରେ କରିବାକୁ ଅନୁମତି ଲୋଡ଼ିଥିଲା। ଏହାବାଦ୍‌ କମ୍ପାନୀ ପକ୍ଷରୁ ରୁଷ, ବ୍ରାଜିଲ ଓ ଚିଲ୍ଲୀରେ ମଧ୍ୟ ଏହି ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷା କରିବାକୁ ଆଲୋଚନା ଚାଲିଥିବା କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story