ଜାହାଜରୁ ରକେଟ୍‌ ପରୀକ୍ଷଣ କଲା ଚାଇନା

ବେଜିଂ: ଇତିହାସରେ ପ୍ରଥମଥର ପାଇଁ ଚାଇନା କୌଣସି ଜାହାଜରୁ ରେକଟ୍‌ ପରୀକ୍ଷଣ କରିଛି। ଲଙ୍ଗ ମାର୍ଚ୍ଚ ୧୧ ରକେଟକୁ ଏକ ବଡ଼ ଜାହାଜରୁ ଚାଇନା ପରୀକ୍ଷଣ କରିଥିବା ସେଠାକାର ଗଣମାଧ୍ୟମ ଖବର ପ୍ରକାଶ କରିଛି। ଗଭୀର ସମୁଦ୍ର ମଧ୍ୟରେ ଥିବା ଏକ ସେମି-ବୁଡ଼ାଜାହଜ ମଧ୍ୟରୁ ଏହି ପରୀକ୍ଷଣ କରାଯାଇଛି। ଏହି ରେକଟରେ ୭ଟି ସ୍ୟାଟେଲାଇଟ୍‌ ରହିଛି। ଏଥିରେ ଏମିତି ଏକ ସ୍ୟାଟେଲାଇଟ୍ ରହିଛି, ଯାହା ବାତ୍ୟାର ପୂର୍ବାନୁମାନ ସହ ପବନର ବେଗକୁ ମାପି ମାରିବ। ସେହିପରି ଏଥିରେ […]

sq

sq

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 01:44 PM IST

Sports

Latest News

ବେଜିଂ: ଇତିହାସରେ ପ୍ରଥମଥର ପାଇଁ ଚାଇନା କୌଣସି ଜାହାଜରୁ ରେକଟ୍‌ ପରୀକ୍ଷଣ କରିଛି। ଲଙ୍ଗ ମାର୍ଚ୍ଚ ୧୧ ରକେଟକୁ ଏକ ବଡ଼ ଜାହାଜରୁ ଚାଇନା ପରୀକ୍ଷଣ କରିଥିବା ସେଠାକାର ଗଣମାଧ୍ୟମ ଖବର ପ୍ରକାଶ କରିଛି। ଗଭୀର ସମୁଦ୍ର ମଧ୍ୟରେ ଥିବା ଏକ ସେମି-ବୁଡ଼ାଜାହଜ ମଧ୍ୟରୁ ଏହି ପରୀକ୍ଷଣ କରାଯାଇଛି। ଏହି ରେକଟରେ ୭ଟି ସ୍ୟାଟେଲାଇଟ୍‌ ରହିଛି। ଏଥିରେ ଏମିତି ଏକ ସ୍ୟାଟେଲାଇଟ୍ ରହିଛି, ଯାହା ବାତ୍ୟାର ପୂର୍ବାନୁମାନ ସହ ପବନର ବେଗକୁ ମାପି ମାରିବ। ସେହିପରି ଏଥିରେ ୨ଟି ଯୋଗାଯୋଗ ସ୍ୟାଟେଲାଇଟ୍‌ ରହିଛି। ବିଶ୍ୱସ୍ତରରେ ନେଟୱର୍କ ସେବାକୁ ଅଧିକ ମଜଭୂତ କରିବା ପାଇଁ ଚାଇନାର ଏକ କମ୍ପାନୀ ୧୦୦ଟି ସ୍ୟାଟେଲାଇଟ୍‌ ଉତ୍‌କ୍ଷେପଣ କରିବାକୁ ଯୋଜନା କରିଥିବା ବେଳେ ଏହା ମଧ୍ୟରୁ ଏବେ ଲଞ୍ଚ ହୋଇଥିବା ରେକଟ୍‌ ଜରିଆରେ୨ଟି ସ୍ୟାଟେଲାଇଟ୍‌କୁ ଉତ୍‌କ୍ଷେପଣ କରାଯାଇଛି।

ମହାକାଶରେ ଶକ୍ତିଶାଳୀ ହେବା ପାଇଁ ଚାଇନା ପୂର୍ବରୁ ହିଁ ଉଦ୍ୟମ ଜାରି ରଖିଛି। ୨୦୩୦ ସୁଦ୍ଧା ମହାକାଶରେ ଚାଇନା ଆମେରିକାକୁ ପଛରେ ପକାଇବାକୁ ଲକ୍ଷ୍ୟ ରଖିଛି। ଚାଇନା ଆସନ୍ତାବର୍ଷ ମହାକାଶରେ ନିଜସ୍ୱ ଷ୍ଟେସନ୍ ନିର୍ମାଣ କରିବାକୁ ମଧ୍ୟ ଉଦ୍ୟମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story