ଚୀନର ଅଭିବୃଦ୍ଧି ହାର ୨୭ ବର୍ଷରେ ସର୍ବନିମ୍ନ

ବେଜିଂ: ଦୀର୍ଘ ୨୭ ବର୍ଷ ପରେ ଚୀନର ଅଭିବୃଦ୍ଧି ହାର ସର୍ବନିିମ୍ନ ରହିଛି। ଚୀନ ଆର୍ଥିକ ବର୍ଷର ତ୍ରୟମାସିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଜୁଲାଇରୁ ସେପ୍ଚେମ୍ୱର ମଧ୍ୟରେ ଚୀନର ଅଭିବୃଦ୍ଧି ହାର ୬.୦ ରହିଛି। ଯାହାକି ପୂର୍ବ ହାରଠାରୁ ୦.୨ କମିଛି, ଅର୍ଥାତ୍ ଏପ୍ରିଲ-ଜୁନରେ ଚୀନର ଅଭିବୃଦ୍ଧି ହାର ୬.୨ଥିଲା। ତେବେ ବର୍ଷ ଶେଷ ବେଳକୁ ଚୀନର ବାର୍ଷିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଆକଳନ କରିଛି। ଚୀନର ନ୍ୟାଶନାଲ ବ୍ୟୁରୋ ଅଫ୍ ଷ୍ଟାଟିକ୍ସ […]

china president

china president

Subhransu Sekhar
  • Published: Friday, 18 October 2019
  • Updated: 18 October 2019, 03:00 PM IST

Sports

Latest News

ବେଜିଂ: ଦୀର୍ଘ ୨୭ ବର୍ଷ ପରେ ଚୀନର ଅଭିବୃଦ୍ଧି ହାର ସର୍ବନିିମ୍ନ ରହିଛି। ଚୀନ ଆର୍ଥିକ ବର୍ଷର ତ୍ରୟମାସିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଜୁଲାଇରୁ ସେପ୍ଚେମ୍ୱର ମଧ୍ୟରେ ଚୀନର ଅଭିବୃଦ୍ଧି ହାର ୬.୦ ରହିଛି। ଯାହାକି ପୂର୍ବ ହାରଠାରୁ ୦.୨ କମିଛି, ଅର୍ଥାତ୍ ଏପ୍ରିଲ-ଜୁନରେ ଚୀନର ଅଭିବୃଦ୍ଧି ହାର ୬.୨ଥିଲା। ତେବେ ବର୍ଷ ଶେଷ ବେଳକୁ ଚୀନର ବାର୍ଷିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଆକଳନ କରିଛି।

ଚୀନର ନ୍ୟାଶନାଲ ବ୍ୟୁରୋ ଅଫ୍ ଷ୍ଟାଟିକ୍ସ ମୁଖପାତ୍ର ମାଓ ସେନଗ୍ୟୋଙ୍ଗ କହିଛନ୍ତି ଚୀନ ଏବେ ଉଭୟ ଘରେ ଏବଂ ବାହାରେ ଚ୍ୟାଲେଞ୍ଜର ସାମ୍ନା କରୁଛି। ସେ ଯାହା ହେଉ ଚୀନ ଖୁବଶୀଘ୍ର ତାର ଅଭିବୃଦ୍ଧି ହାର ବଢ଼ାଇବ। ସୂଚନାଯୋଗ୍ୟ, ଗତବର୍ଷ ଚୀନର ଅଭିବୃଦ୍ଧି ହାର ୬.୬ ରହିଥିଲା। ତେବେ ଡିସେମ୍ୱର ମାସରେ ଆସିବାକୁ ଥିବା ଚୀନର ଅଭିବୃଦ୍ଧି ହାର ରିପୋର୍ଟ ୨୦୨୦ ଆର୍ଥିକ ନୀତି ଉପରେ ନିର୍ଭର କରିବ ବୋଲି ସିଙ୍ଗାପୁରର ଅର୍ଥବିଶାରଦ ହୋ ଓ୍ୱୋଇ ଚେନ କହିଛନ୍ତି। ଚୀନ ସହିତ ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ବିଶ୍ୱର ଆର୍ଥିକ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି।

ନିକଟରେ ଆମେରିକା ଚୀନର ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଲାଗି ରହିଛି। ପୂର୍ବ ଆଲୋଚନାଗୁଡ଼ିକରେ ହୋଇଥିବା ସହମତିରୁ ଚୀନ ଓହରି ଯାଉଥିବା ଆମେରିକା ଦୋଷାରୋପ କରିଥିବା ବେଳେ ଚୀନ ଠିକଣା ସମୟରେ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି କହିସାରିଛି।

ନିକଟରେ ଆଇଏମଏଫ୍ (ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ) ମଧ୍ୟ ଆମେରିକା-ଚୀନ ମଧ୍ୟରେ ଚାଲିଥିବା ବ୍ୟବସାୟିକ ଯୁଦ୍ଧକୁ ନେଇ ଚେତାବନୀ ଦେଇଥିଲା। ସମସ୍ୟାର ଯଦି ସମାଧାନ ନହୁଏ ତାହେଲେ ୨୦୦୮-୦୯ ଆର୍ଥିକ ସ୍ଥିତି ଭଳି ଉପୁଜିବ ବୋଲି ଆଇଏମଏଫ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story