ଚୀନ୍ ସଂସଦରେ ବିବାଦୀୟ ହଂକଂ ବିଧେୟକ ପାରିତ

ବେଜିଂ: ଚୀନ୍ ସରକାର ଆଜି ସଂସଦରେ ବିବାଦୀୟ ହଂକଂ ଜାତୀୟ ସୁରକ୍ଷା ବିଧେୟକ ପାରିତ କରିଛନ୍ତି। ଚୀନ୍ ସରକାର ଏହି ବିଲ୍ ପାରିତ କରାଇ ଅନ୍ୟ ଦେଶର ଚ୍ୟାଲେଞ୍ଜକୁ ଆହ୍ୱାନ କରିଛନ୍ତି। ସମାଲୋଚକ ଏହାକୁ ‘କିଲର ବ୍ଲୋ’ ବୋଲି କହିଛନ୍ତି। ଏହି ଆଇନ୍ ହଂକଂର ସ୍ୱାଧାନୀତା ଉପରେ ଅଙ୍କୁଶ ଲଗାଇବ ବୋଲି ଆଶଙ୍କା କରାଯାଉଛି। ଆଗାମୀ ମାସେ ମଧ୍ୟରେ ଏହି ଆଇନର ସମ୍ପୂର୍ଣ୍ଣ ବିବରଣୀ ଜାରି ହେବ ବୋଲି ଜଣାପଡ଼ିଛି। ଗୁରୁବାର ଏବି ବିଧେୟକ ଚୀନର ସଂସଦ […]

Chinese parliament

Chinese parliament

Subhransu Sekhar
  • Published: Thursday, 28 May 2020
  • Updated: 28 May 2020, 05:50 PM IST

Sports

Latest News

ବେଜିଂ: ଚୀନ୍ ସରକାର ଆଜି ସଂସଦରେ ବିବାଦୀୟ ହଂକଂ ଜାତୀୟ ସୁରକ୍ଷା ବିଧେୟକ ପାରିତ କରିଛନ୍ତି। ଚୀନ୍ ସରକାର ଏହି ବିଲ୍ ପାରିତ କରାଇ ଅନ୍ୟ ଦେଶର ଚ୍ୟାଲେଞ୍ଜକୁ ଆହ୍ୱାନ କରିଛନ୍ତି। ସମାଲୋଚକ ଏହାକୁ ‘କିଲର ବ୍ଲୋ’ ବୋଲି କହିଛନ୍ତି। ଏହି ଆଇନ୍ ହଂକଂର ସ୍ୱାଧାନୀତା ଉପରେ ଅଙ୍କୁଶ ଲଗାଇବ ବୋଲି ଆଶଙ୍କା କରାଯାଉଛି। ଆଗାମୀ ମାସେ ମଧ୍ୟରେ ଏହି ଆଇନର ସମ୍ପୂର୍ଣ୍ଣ ବିବରଣୀ ଜାରି ହେବ ବୋଲି ଜଣାପଡ଼ିଛି।

ଗୁରୁବାର ଏବି ବିଧେୟକ ଚୀନର ସଂସଦ ତଥା ନ୍ୟାଶନାଲ୍ ପିପୁଲସ କଂଗ୍ରେସ (ଏନପିସି)ରେ ଆଗତ ହୋଇଥିଲା। ଆଜି ଏହାକୁ ବହୁ ସାଂସଦ ସମର୍ଥନ କରିବା ପରେ ବିଧେୟକଟି ପାରିତ ହୋଇଛି। ହଂକଂ କିନ୍ତୁ ଏହି ବିଲକୁ ବିରୋଧ କରୁଛି। ବର୍ଷ ତଳେ ଏହି ବିଲକୁ ବିରୋଧ କରି ରାଜରାସ୍ତାରେ ଛତା ଧରି ଆନ୍ଦୋଳନ କରିଥିଲେ। ଏହାପରେ ଚୀନ୍ ଏହି ରାଲିର ନେତୃତ୍ୱ ନେଇଥିବା କିଛି ନେତାଙ୍କୁ ଗିରଫ୍ କରି ରଖିଛି।

ଅନ୍ୟପଟେ କରୋନା ପ୍ରସଙ୍ଗରେ ଚୀନକୁ ଚେକ୍ ଦେବ ବୋଲି ଅଣ୍ଟାଭିଡିଥିବା ଆମେରିକା ହଂକଂର ଦାବିକୁ ସମର୍ଥନ କରିଛି। ଖାଲି ଆମେରିକା ବ୍ରିଟେନ ନୁହଁ, ଅଷ୍ଟ୍ରେଲିଆ, କାନାଡା ଆଦି ଦେଶ ମଧ୍ୟ ହଂକଂ ସମର୍ଥନରେ ବାହାରିଛନ୍ତି।

ଚୀନର ଏଭଳି ପଦକ୍ଷେପକୁ ପୂର୍ବରୁ ଧୋକ୍କା ବୋଲି କହିସାରିଛନ୍ତି ହଂକଂର ପୂର୍ବତନ ଗଭର୍ଣ୍ଣର କ୍ରିସ ପେଟେନ। ଚୀନ୍‌ର ଷଡ଼ଯନ୍ତ୍ର ବିରୁଦ୍ଧରେ ଛିଡ଼ା ହୋଇ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି ସେ।

ଚୀନ ଯଦି ଏହି ଆଇନ୍ ଜରିଆରେ ହଂକଂବାସୀଙ୍କ ବାକ୍ ସ୍ୱାଧୀନତା ଉପରେ କଟକଣା ଲଗାଇବ ବୋଲି ଜଣାପଡ଼ିଛି। ଫଳରେ ହଂକଂ ଚୀନ୍ ବିରୋଧରେ ଆଉ ସ୍ୱର ଉତ୍ତୋଳନ କରିପାରିବ ନାହିଁ। ଏମିତିକି ଚୀନ୍ ବିରୋଧରେ କିଛି ମନ୍ତବ୍ୟ ଦେବା ଅପରାଧ ବୋଲି ବିବେଚିତ ହେବ। ଏଥିପାଇଁ କଡ଼ା ଦଣ୍ଡ ଭୋଗିବାକୁ ହେବ। ଏମିତିକି ହଂକଂରେ ବିଦେଶୀ ଲୋକଙ୍କ ଗତିବିଧି ଉପରେ ମଧ୍ୟ ରୋକ୍ ଲାଗିଯିବ। ତେବେ ଚୀନ୍ କିନ୍ତୁ କହିଛି ବିଦେଶୀଙ୍କ ଉପରେ ଏହି ଆଇନ୍ କୌଣସି ପ୍ରଭାବ ପକାଇବନି।

ସୂଚନାଯୋଗ୍ୟ, ହଂକଂ ବ୍ରିଟେନ ଅଧୀନରେ ଥିଲା। ହେଲେ ଜୁଲାଇ ୧, ୧୯୯୭ରେ ଏହି ଦେଶକୁ ବ୍ରିଟେନ ଚୀନକୁ ହସ୍ତାନ୍ତର କରିଥିଲା। ହସ୍ତାନ୍ତର ପୂର୍ବରୁ ୧୯୮୪ରେ ଚୀନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଝାଓ ଜିଆଙ୍ଗ ହଂକଂକୁ ସ୍ୱାଧୀନ ଦେଶ ଭାବେ ବଜାୟ ରଖିବାକୁ ଗ୍ୟାରେଣ୍ଟି ଦେଇଥିଲେ ବ୍ରିଟେନକୁ। ଏଥିସହ ହସ୍ତାନ୍ତର ପରେ ମଧ୍ୟ ବ୍ରିଟେନରେ ପାଟନ୍ (୭୬) ଅନୁଯାୟୀ ବ୍ରିଟେନ ହଂକଂର ନୀତି, ଅର୍ଥନୀତିକ ଏବଂ ନ୍ୟାୟିକ ବ୍ୟବସ୍ଥା ଉପରେ ମତ ରଖିବାର ଅଧିକାର ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story