ଚାଇନା ଆକାଶରେ ଉଡ଼ନ୍ତା ଥାଳିଆ!

ବେଜିଂ: ଚାଇନାର ସୋଶାଲ ମିଡିଆରେ ଉଡ଼ନ୍ତା ଥାଳିଆକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଜାରି ରହିଛି। କୁହାଯାଉଛି ଯେ ଚାଇନାର ବିଭିନ୍ନ ପ୍ରଦେଶର ବାସିନ୍ଦା କୁଆଡ଼େ ଆକାଶରେ ଉଡ଼ନ୍ତା ଥାଳିଆ ଭଳି କିଛି ବସ୍ତୁ ଦେଖିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଶନିବାର ଓ ରବିବାର ଦୁଇ ଦିନ ଧରି ଚାଇନା ନୌବାହିନୀ ପକ୍ଷରୁ ବୋହାଇ ସମୁଦ୍ରରେ କେତେକ ମିସାଇଲ ଓ ଅନ୍ୟାନ୍ୟ ଗୁଳିଗୋଳା ପରୀକ୍ଷଣ କରାଯାଉଥିଲା। ସମ୍ଭବତଃ ଏହାକୁ ନେଇ ଲୋକେ ଏପରି କଥା କହୁଛନ୍ତି ବୋଲି ଅନୁମାନ […]

ufo

ufo

Subrat Kumar Nayak
  • Published: Sunday, 02 June 2019
  • Updated: 02 June 2019, 10:40 PM IST

ବେଜିଂ: ଚାଇନାର ସୋଶାଲ ମିଡିଆରେ ଉଡ଼ନ୍ତା ଥାଳିଆକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଜାରି ରହିଛି। କୁହାଯାଉଛି ଯେ ଚାଇନାର ବିଭିନ୍ନ ପ୍ରଦେଶର ବାସିନ୍ଦା କୁଆଡ଼େ ଆକାଶରେ ଉଡ଼ନ୍ତା ଥାଳିଆ ଭଳି କିଛି ବସ୍ତୁ ଦେଖିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଶନିବାର ଓ ରବିବାର ଦୁଇ ଦିନ ଧରି ଚାଇନା ନୌବାହିନୀ ପକ୍ଷରୁ ବୋହାଇ ସମୁଦ୍ରରେ କେତେକ ମିସାଇଲ ଓ ଅନ୍ୟାନ୍ୟ ଗୁଳିଗୋଳା ପରୀକ୍ଷଣ କରାଯାଉଥିଲା। ସମ୍ଭବତଃ ଏହାକୁ ନେଇ ଲୋକେ ଏପରି କଥା କହୁଛନ୍ତି ବୋଲି ଅନୁମାନ କରାଯାଉଛି।

କିନ୍ତୁ ସୋଶାଲ ମିଡିଆରେ ଏହି ତଥାକଥିତ 'ଉଡ଼ନ୍ତା ଥାଳିଆ' ସମ୍ପର୍କିତ ଶହ ଶହ ପୋଷ୍ଟ ଛାଇ ଯାଇଥିଲା। ପୋଷ୍ଟ ଗୁଡିକରେ ଦାବି କରାଯାଇଥିଲା ଯେ ସେମାନେ କୁଆଡ଼େ ଉଡ଼ନ୍ତା ଥାଳିଆ ପରି ଏକ ବସ୍ତୁ ରାତିର ଆକାଶରେ ଦେଖିଥିଲେ। ସେମାନେ କହିଥିଲେ ଏକ ଚିକ୍‌ମିକ୍‌ କରୁଥିବା ଲାଞ୍ଜଯୁକ୍ତ ଉଜ୍ଜଳ ବସ୍ତୁ ଆକାଶରେ ଯାଉଥିଲା ଯାହାର ପ୍ରମାଣ ମଧ୍ୟ ଅଛି।

ଚାଇନାର ଟ୍ୱିଟର ପରି ଏକ ପ୍ଲାଟଫର୍ମ 'ସିନାଆଇବୋ'ରେ କିଛି ୟୁଜର ଫଟୋ ଏବଂ ଭିଡିଓ ମଧ୍ୟ ଅପ୍‌ଲୋଡ୍‌ କରିଛନ୍ତି। ସେମାନେ ଭୋର ୪ଟା ବେଳକୁ ଏହି ଦୃଶ୍ୟ ଦେଖିଥିବା କହିଥିଲେ। କିଛି ଲୋକ କହିଛନ୍ତି ଏହା ସେମାନେ ପ୍ରଥମ ଥର ଦେଖୁନାହାନ୍ତି, ଆଗରୁ ମଧ୍ୟ ଏଭଳି ରହସ୍ୟମୟ ଉଡ଼ନ୍ତା ଥାଳିଆ ସେମାନେ ଦେଖିଛନ୍ତି। ଅନ୍ୟ କେହି କେହି କହିଛନ୍ତି ଏହା ସାମରିକ ଅଭ୍ୟାସ ବେଳର ବାଲାଷ୍ଟିକ୍‌ ମିସାଇଲ୍ ହୋଇଥାଇପାରେ। ତେବେ ଚାଇନା ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ବା ସ୍ପଷ୍ଟୀକରଣ ଏ ପର୍ଯ୍ୟନ୍ତ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story