ଭାରତରୁ ଧରା ପଡ଼ିଲେ ଆଉ ଜଣେ ଚାଇନା ସୈନ୍ୟ

ନୂଆଦିଲ୍ଲୀ: ଏଲଏସି ଡେଇଁ ଭାରତରେ ପ୍ରବେଶ କରିଥିବା ପୁଣି ଜଣେ ଚାଇନା ସୈନ୍ୟଙ୍କୁ ଭାରତୀୟ ସୁରକ୍ଷାକର୍ମୀମାନେ କାବୁ କରିଛନ୍ତି। ଏହି ଚାଇନିଜ ଯବାନ ଜଣଙ୍କ ପୂର୍ବ ଲଦାଖର ଛୁଶୁଲ ସେକ୍ଟର ଅନ୍ତର୍ଗତ ଗୁରୁଙ୍ଗ ହିଲ୍‌ ଅଞ୍ଚଳରେ ବୁଲୁଥିବା ବେଳେ ଭାରତୀୟ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛନ୍ତି। ନିୟମ ଅନୁଯାୟୀ, ଭାରତରେ ଧରା ପଡ଼ିଥିବା ଚାଇନିଜ ଯବାନଙ୍କୁ ଫେରାଇ ଦିଆଯିବ। ତେବେ ସେ କେଉଁ ପରିସ୍ଥିତି ଓ କାହିଁକି ଏଲଏସି ଡେଇଁଥିଲେ, ତାହା ଜଣାପଡ଼ିନାହିଁ। ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର […]

fd

fd

Hemant Lenka
  • Published: Saturday, 09 January 2021
  • Updated: 09 January 2021, 03:42 PM IST

Sports

Latest News

ନୂଆଦିଲ୍ଲୀ: ଏଲଏସି ଡେଇଁ ଭାରତରେ ପ୍ରବେଶ କରିଥିବା ପୁଣି ଜଣେ ଚାଇନା ସୈନ୍ୟଙ୍କୁ ଭାରତୀୟ ସୁରକ୍ଷାକର୍ମୀମାନେ କାବୁ କରିଛନ୍ତି। ଏହି ଚାଇନିଜ ଯବାନ ଜଣଙ୍କ ପୂର୍ବ ଲଦାଖର ଛୁଶୁଲ ସେକ୍ଟର ଅନ୍ତର୍ଗତ ଗୁରୁଙ୍ଗ ହିଲ୍‌ ଅଞ୍ଚଳରେ ବୁଲୁଥିବା ବେଳେ ଭାରତୀୟ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛନ୍ତି।

ନିୟମ ଅନୁଯାୟୀ, ଭାରତରେ ଧରା ପଡ଼ିଥିବା ଚାଇନିଜ ଯବାନଙ୍କୁ ଫେରାଇ ଦିଆଯିବ। ତେବେ ସେ କେଉଁ ପରିସ୍ଥିତି ଓ କାହିଁକି ଏଲଏସି ଡେଇଁଥିଲେ, ତାହା ଜଣାପଡ଼ିନାହିଁ। ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ତଦନ୍ତ କରାଯାଉଛି। କୌଣସି ମନ୍ଦ ଲକ୍ଷ୍ୟ ନେଇ ଯବାନ ଜଣଙ୍କ ପ୍ରବେଶ କରିଥିଲେ କି ନାହିଁ, ତା’ର ମଧ୍ୟ ଯାଞ୍ଚ କରାଯାଉଛି।

ସେନା ପକ୍ଷରୁ କୁହାଯାଇଛି ଯେ ଚାଇନିଜ୍‌ ଯବାନ ଜଣଙ୍କ ଗୁରୁଙ୍ଗ ହିଲ୍‌କୁ ପ୍ରବେଶ କରିବା କ୍ଷଣି ଭାରତୀୟ ସୁରକ୍ଷାକର୍ମୀମାନେ ତାଙ୍କୁ ଧରି ପକାଇଥିଲେ। ଏହାପରେ ତାଙ୍କୁ ବେସ୍‌ କ୍ୟାମ୍ପକୁ ଅଣାଯାଇଥିଲା। ଏବେ ନିୟମ ଅନୁସାରେ ତାଙ୍କୁ ପଚରାଉଚରା କରାଯାଉଛି। ତାଙ୍କୁ ଏଠାରେ ସବୁ ପ୍ରକାରର ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି।

ଗତବର୍ଷ ମେ’ ମାସରୁ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଏହି କାରଣରୁ ଏଲଏସିର ଉଭୟ ପାର୍ଶ୍ୱରେ ଦୁଇ ଦେଶ ପକ୍ଷରୁ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଅକ୍ଟୋବର ମାସରେ ପିଏଲଏର କୋରପୋରାଲ ୱାଙ୍ଗ ୟା ଲଙ୍ଗ ନାମକ ଜଣେ ସୈନ୍ୟ ଭାରତରେ ଅନୁପ୍ରବେଶ କରିଥିଲେ।

ତାଙ୍କୁ ଭାରତୀୟ ଯବାନମାନେ ଚୁମାର-ଡେମୋକ୍‌ ଅଞ୍ଚଳରୁ ଧରିଥିଲେ। ସେ ହାତରେ କିଛି ସିଭିଲ ଓ ମିଲିଟାରୀ ଦସ୍ତାବିଜ୍ ଧରି ଭାରତୀୟ ସୀମାରୁ ଚାଇନା ସୀମାକୁ ଯାଉଥିବା ବେଳେ ତାଙ୍କୁ ଠାବ କରାଯାଇଥିଲା।

ସେ ଦୁଇ ଦିନ ଭାରତୀୟ ସୁରକ୍ଷାକର୍ମୀଙ୍କ ହେପାଜତରେ ରହିବା ପରେ ଅକ୍ଟୋବର ୨୧ରେ ଛୁଶୁଲୁ-ମୋଲଡୋ ସୀମାରେ ତାଙ୍କୁ ଚାଇନାକୁ ହସ୍ତାନ୍ତର କରାଯାଇଥିଲା। ୱାଙ୍ଗ କୋପୋରାଲ ରାଙ୍କର ଅଫିସର ହୋଇଥିବା ବେଳେ ତାଙ୍କ ଘର କେନ୍ଦ୍ରୀୟ ଝେଜିଆଙ୍ଗ ପ୍ରଦେଶର ଶାହାଙ୍ଗଜିହେନ ଠାରେ। ତାଙ୍କୁ କାବୁ କରିବା ପରେ ଭାରତୀୟ ଆର୍ମି ତାଙ୍କୁ ହେପାଜତକୁ ନେଇଥିଲା।

ଏହାପରେ ତାଙ୍କୁ ଅମ୍ଳଜାନ, ଖାଦ୍ୟ ଓ ଗରମ କପଡ଼ା ଦିଆଯାଇଥିଲା। ଏବେ ଧରା ପଡ଼ିଥିବା ଯବାନଙ୍କୁ ମଧ୍ୟ ଭାରତ ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story