ଚୀନର ଜିଂଜୟାଙ୍ଗରେ ଭୂମିକମ୍ପ: ୪ ମୃତ

ବେଜିଂ: ଚୀନର  ଜିଂଜାୟାଙ୍ଗ୍  ରାଜ୍ୟରେ ଶୁକ୍ରବାର ସକାଳେ ଭୂମିକମ୍ପ  ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା ତ୍ରୀବତା  ଥିଲା ୬.୫। ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଛି।   ୪୮ ଜଣ ଆହତ ହୋଇଛନ୍ତି।  ଏହି ଭୂମିକମ୍ପରେ  ଦକ୍ଷିଣ ଚୀନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରାଣାଳୟ ସୂତ୍ରରୁ  ସୂଚନା ମିଳିଛି। ଚୀନର ଆଭ୍ୟନ୍ତରୀଣ ମନ୍ତ୍ରାଣାଳୟ ପକ୍ଷରୁ ୨ ନମ୍ବର ଜରୁରୀକାଳୀନ  ବିପଦ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ  ପିସାନରେ ସକାଳ ୯ଟା ୭ମିନିଟିରେ ମଧ୍ୟମ ଧରଣରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଆହୁରି ପଢ଼ନ୍ତୁ

ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ

ସିବିଆଇ ତଦନ୍ତ ସୁପାରିସ ପରେ କଥା ବଦଳାଇଲେ ରିୟା

କୁଲଭୂଷଣଙ୍କ ପାଇଁ ୩ ଜଣ ଆମିକସ କ୍ୟୁରିଙ୍କୁ ନିଯୁକ୍ତ କଲା ପାକିସ୍ତାନ

୧୬ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଲେ ପ୍ରଧାନମନ୍ତ୍ରୀ, ରହିଛି ଦୁଇ ବର୍ଷର ଝିଅ

କରୋନା ଟିକାର ପରୀକ୍ଷା ଶେଷ, ଅକ୍ଟୋବରରୁ ଉତ୍ପାଦନ!

ଅଯୋଧ୍ୟାରେ ପ୍ରାୟ ୩ ଘଣ୍ଟା ରହିବେ ମୋଦି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ଆରୋଗ୍ୟରେ ସବୁ ରେକର୍ଡ ଭାଙ୍ଗିଲା ଭାରତ: ଦିନକରେ ୪୪,୩୦୬ ସୁସ୍ଥ, ୫୨,୦୫୦ ଆକ୍ରାନ୍ତ

ୟୁପିଏସ୍‌ସି ରେଜଲ୍ଟ ପ୍ରକାଶ, ପ୍ରଦୀପ ସିଂହ ଟପ୍ପର, ଟପ ଟେନ୍‌ରେ ୨ ଓଡ଼ିଆ

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିସ୍

ଏଫ୍‌ଆଇଆର୍‌ ଦେବାକୁ ଅମଙ୍ଗ ଥିଲେ ସୁଶାନ୍ତଙ୍କ ପରିବାର ଲୋକେ!

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ଆଇସୋଲେସନ୍‌ରେ ରହିଲେ ଜଣେ ମୁଖ୍ୟମନ୍ତ୍ରୀ

କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷୀୟ ବାଳକର ହାଡ଼ କଙ୍କାଳ