‘ଜଳବାୟୁ ପରିବର୍ତ୍ତନ ଦେଶର ଅଭିବୃଦ୍ଧି ହାର ୪.୫% କମାଇପାରେ’

କୋଲକାତା: ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ଭାରତର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇପାରେ। ଏମଜିଆଇ (McKinsey Global Institute) ଏହି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତର ତାପମାତ୍ରା ଏଭଳି ସ୍ଥିତିରେ ପହଞ୍ଚିବ ଯେ ଲୋକମାନେ ଦିନରେ କାମ ସମୟ ହ୍ରାସ କରିବେ। ଯଦି ବିଶ୍ୱର ତାପମାତ୍ରା ଆହୁରି ହେବ ତାହେଲେ ଦେଶର ଉତ୍ପାଦନ ହାର କମିବ। ଏବଂ ଭାରତର ଅଭିବୃଦ୍ଧି ହାର ୨.୫% ରୁ ୪.୫% ରହିବ। ୨୦୧୭ ରିପୋର୍ଟ […]

Climate-change

Climate-change

Subhransu Sekhar
  • Published: Monday, 09 March 2020
  • Updated: 09 March 2020, 07:23 PM IST

Sports

Latest News

କୋଲକାତା: ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ଭାରତର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇପାରେ। ଏମଜିଆଇ (McKinsey Global Institute) ଏହି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତର ତାପମାତ୍ରା ଏଭଳି ସ୍ଥିତିରେ ପହଞ୍ଚିବ ଯେ ଲୋକମାନେ ଦିନରେ କାମ ସମୟ ହ୍ରାସ କରିବେ। ଯଦି ବିଶ୍ୱର ତାପମାତ୍ରା ଆହୁରି ହେବ ତାହେଲେ ଦେଶର ଉତ୍ପାଦନ ହାର କମିବ। ଏବଂ ଭାରତର ଅଭିବୃଦ୍ଧି ହାର ୨.୫% ରୁ ୪.୫% ରହିବ।

୨୦୧୭ ରିପୋର୍ଟ ଅନୁଯାୟୀ, ଭାରତରେ ଉତ୍ତାପ ଦ୍ୱାରା ଯେଉଁ ସବୁ ଉତ୍ପାଦନ ହୁଏ ତାହା ଦେଶର ୫୦ ପ୍ରତିଶତ ଅଭିବୃଦ୍ଦି ହାର। ସ୍ୱଳ୍ପ ମିଆଦି ପାଇଁ, ଏୟାର କଣ୍ଡିସନ ନଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଭାରତ କୁଲିଂ ଆଶ୍ରୟସ୍ଥଳୀ ଉପରେ ଧ୍ୟାନ ଦେଇପାରେ। ଘର ବାହାରେ ଯେଉଁ ଶ୍ରମିକମାନେ କାମ କରିବେ ସେମାନଙ୍କର କାର୍ଯ୍ୟ ସମୟ ବଦଳିପାରେ। ତେବେ ସର୍ବାଧିକ ବିପଦ କ୍ଷେତ୍ରଗୁଡିକ ହେଉଛି କୃଷି, ଖଣି ଏବଂ ଖଣିଜ ପଦାର୍ଥ, ଏବଂ ଆତିଥ୍ୟ, ପରିବହନ ଏବଂ ଉତ୍ପାଦନ ସ୍ଥଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos