କୋଲକାତା: ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ଭାରତର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇପାରେ। ଏମଜିଆଇ (McKinsey Global Institute) ଏହି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତର ତାପମାତ୍ରା ଏଭଳି ସ୍ଥିତିରେ ପହଞ୍ଚିବ ଯେ ଲୋକମାନେ ଦିନରେ କାମ ସମୟ ହ୍ରାସ କରିବେ। ଯଦି ବିଶ୍ୱର ତାପମାତ୍ରା ଆହୁରି ହେବ ତାହେଲେ ଦେଶର ଉତ୍ପାଦନ ହାର କମିବ। ଏବଂ ଭାରତର ଅଭିବୃଦ୍ଧି ହାର ୨.୫% ରୁ ୪.୫% ରହିବ।
୨୦୧୭ ରିପୋର୍ଟ ଅନୁଯାୟୀ, ଭାରତରେ ଉତ୍ତାପ ଦ୍ୱାରା ଯେଉଁ ସବୁ ଉତ୍ପାଦନ ହୁଏ ତାହା ଦେଶର ୫୦ ପ୍ରତିଶତ ଅଭିବୃଦ୍ଦି ହାର। ସ୍ୱଳ୍ପ ମିଆଦି ପାଇଁ, ଏୟାର କଣ୍ଡିସନ ନଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଭାରତ କୁଲିଂ ଆଶ୍ରୟସ୍ଥଳୀ ଉପରେ ଧ୍ୟାନ ଦେଇପାରେ। ଘର ବାହାରେ ଯେଉଁ ଶ୍ରମିକମାନେ କାମ କରିବେ ସେମାନଙ୍କର କାର୍ଯ୍ୟ ସମୟ ବଦଳିପାରେ। ତେବେ ସର୍ବାଧିକ ବିପଦ କ୍ଷେତ୍ରଗୁଡିକ ହେଉଛି କୃଷି, ଖଣି ଏବଂ ଖଣିଜ ପଦାର୍ଥ, ଏବଂ ଆତିଥ୍ୟ, ପରିବହନ ଏବଂ ଉତ୍ପାଦନ ସ୍ଥଳ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଏନ୍କାଉଣ୍ଟର, ଟଳିଲେ ୩ ନକ୍ସଲ
ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।
National
କାଲିଠୁ ମହାକୁମ୍ଭ ମେଳା, ଜମିଲାଣି ସାଧୁ ସନ୍ଥଙ୍କ ଭିଡ଼
ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି। ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି। ଏହି ଦୁଇ ଦିନ ହେବ ସାହି ସ୍ନାନ।
National
୨୦ରେ ଟ୍ରମ୍ପଙ୍କ ଶପଥ, ଯୋଗ ଦେବେ ଜୟଶଙ୍କର
ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିବେ।
National
ରାତି ସାରା ଷ୍ଟୋଭ୍ରେ ବସିଥିଲା ଛୋଲେ, ସକାଳୁ ଚାଲିଗଲା ଦୁଇ ଜୀବନ
ଶ୍ୱାସରୁଦ୍ଧ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।