ଲକ୍‌ଡାଉନ୍‌ ସତ୍ତ୍ୱେ ଧାର୍ମିକ କାର୍ଯ୍ୟକ୍ରମ, ନିଜାମୁଦ୍ଦିନ୍ ମର୍କାଜ୍ ମସଜିଦ୍ ଏକତ୍ରୀକରଣ ନାମରେ ହେବ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଥିବା ଅଲାମୀ ମର୍କାଜ୍‌ ବଙ୍ଗଲେୱାଲି ମସଜିଦ୍‌ଠାରେ ଧାର୍ମିକ ଏକତ୍ରୀକରଣରେ ୨୦୦ ଜଣ ଏକାଠି ହେବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ କରୋନା ଭଳି ଲକ୍ଷଣ ଦେଖାଯିବାକୁ ନେଇ ପୂର୍ବରୁ ପ୍ରଶ୍ନ ଉଠିଥିଲା। ଏପରିକି ସେମାନଙ୍କର କରୋନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ମସଜିଦ୍‌ କର୍ତ୍ତୃପକ୍ଷଙ୍କ ନାମରେ ଏଫ୍‌ଆଇଆର ରୁଜୁ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ସରକାର ଏକ ବିବୃତ୍ତିରେ କହିଥିଲେ, […]

Delhi

Delhi

Subrat Kumar Nayak
  • Published: Monday, 30 March 2020
  • Updated: 30 March 2020, 10:16 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଥିବା ଅଲାମୀ ମର୍କାଜ୍‌ ବଙ୍ଗଲେୱାଲି ମସଜିଦ୍‌ଠାରେ ଧାର୍ମିକ ଏକତ୍ରୀକରଣରେ ୨୦୦ ଜଣ ଏକାଠି ହେବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ କରୋନା ଭଳି ଲକ୍ଷଣ ଦେଖାଯିବାକୁ ନେଇ ପୂର୍ବରୁ ପ୍ରଶ୍ନ ଉଠିଥିଲା। ଏପରିକି ସେମାନଙ୍କର କରୋନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ମସଜିଦ୍‌ କର୍ତ୍ତୃପକ୍ଷଙ୍କ ନାମରେ ଏଫ୍‌ଆଇଆର ରୁଜୁ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ଦିଲ୍ଲୀ ସରକାର ଏକ ବିବୃତ୍ତିରେ କହିଥିଲେ, “ମନେ ହେଉଛି ସାମାଜିକ ଦୂରତା ଏବଂ କ୍ୱାରେଣ୍ଟାଇନ୍‌ ପ୍ରଟୋକଲ୍‌ର ନିୟମ ଏଠାରେ ପାଳନ କରାଯାଇନି। କଡ଼ା ପଦକ୍ଷେପ ଗ୍ରହଣ କରାଯିବ।”

ନିଜାମୁଦ୍ଦିନ୍‌ର ଏହି କିଛି ଅଞ୍ଚଳକୁ ସୋମବାର ଦିଲ୍ଲୀ ପୁଲିସ୍‌ କର୍ଡନ୍‌ କରିଥିଲା। ଲୋକେ ଏକାଠି ହୋଇଥିବା ଥିବା ଅଲାମୀ ମର୍କାଜ୍‌ ବଙ୍ଗଲେୱାଲି ମସଜିଦ୍‌ ପାଖ ଅଞ୍ଚଳରେ ଏପରି ପଦକ୍ଷେପ ନିଆଯାଇଛି। ପୁଲିସ୍‌ର ବିନା ଅନୁମତିରେ ଏହି ଏକତ୍ରୀକରଣ ଆୟୋଜିତ ହୋଇଥିଲା ବୋଲି ପ୍ରଶାସନ କହିଛି। ଏହା ପୂର୍ବରୁ ବିଭିନ୍ନ ପ୍ରମୁଖ ଧାର୍ମିକ ସଂଗଠନରେ ଏଭଳି ଗହଳିକୁ ବାରଣ କରାଯାଇସରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story