ଅକ୍ଟୋବର ୧ରୁ ଖୋଲିବ କଲେଜ, ନିଷ୍ପତ୍ତି ନେଲେ ସରକାର

ବେଙ୍ଗାଲୁରୁ: କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ବନ୍ଦ ଥିବା କଲେଜ ଗୁଡ଼ିକ ଖୋଲିବା ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକା ସରକାର। କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ସେପ୍ଟେମ୍ବର ମାସରେ ମଧ୍ୟ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ଅକ୍ଟୋବାର ୧ରୁ ରାଜ୍ୟରେ କଲେଜ ଗୁଡ଼ିକ ଖୋଲିବ ବୋଲି ଆଜି କର୍ଣ୍ଣାଟକା ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଡିଗ୍ରୀ କୋର୍ସ ଗୁଡ଼ିକର ଶିକ୍ଷାବର୍ଷ ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି। […]

csc

csc

Hemant Lenka
  • Published: Wednesday, 26 August 2020
  • Updated: 26 August 2020, 07:38 PM IST

Sports

Latest News

ବେଙ୍ଗାଲୁରୁ: କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ବନ୍ଦ ଥିବା କଲେଜ ଗୁଡ଼ିକ ଖୋଲିବା ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକା ସରକାର। କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ସେପ୍ଟେମ୍ବର ମାସରେ ମଧ୍ୟ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ଅକ୍ଟୋବାର ୧ରୁ ରାଜ୍ୟରେ କଲେଜ ଗୁଡ଼ିକ ଖୋଲିବ ବୋଲି ଆଜି କର୍ଣ୍ଣାଟକା ସରକାର ନିଷ୍ପତ୍ତି ନେଇଛନ୍ତି।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଡିଗ୍ରୀ କୋର୍ସ ଗୁଡ଼ିକର ଶିକ୍ଷାବର୍ଷ ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି। ତେଣୁ ଅନଲାଇନରେ ସେପ୍ଟେମ୍ବର ୧ରୁ ପାଠପଢ଼ା ଆରମ୍ଭ ହେବ। ଏହାପରେ ଅର୍ଥାତ ଅକ୍ଟୋବର ୧ରୁ ଅଫଲାଇନ କ୍ଲାସ ଆରମ୍ଭ କରାଯିବ। ଅର୍ଥାତ ଶିକ୍ଷାର୍ଥୀମାନେ କଲେଜ ଯାଇ ପାଠପଢ଼ା ଆରମ୍ଭ କରିବେ।

ୟୁଜିସି ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଉପ ମୁଖ୍ୟପନ୍ତ୍ରୀ ଡା. ଅଶ୍ୱାଥ ନାରାୟଣ କହିଛନ୍ତି ଯେ ଆମେ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛୁ ଓ ପ୍ରସ୍ତୁତ ମଧ୍ୟ ଆରମ୍ଭ କରିଛୁ। କିନ୍ତୁ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାର ହିଁ ନେବେ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବୁ। ଏଥିସହ ଅଣ୍ଡର ଗ୍ରାଜୁଏଟ, ଡିପ୍ଲୋମା ଓ ଇଞ୍ଜିନିୟରିଂ ପାଠ୍ୟକ୍ରମର ଚୂଡ଼ାନ୍ତ ପରୀକ୍ଷା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story