ଶ୍ରୀଲଙ୍କା ନରସଂହାରର ତଦନ୍ତ ପାଇଁ କମିଟି

କଲମ୍ବୋ: ଶ୍ରୀଲଙ୍କାରେ ରବିବାର ସଂଘଟିତ ଭୟଙ୍କର ଆତଙ୍କବାଦୀ ହମ୍‌ଲାର ତଦନ୍ତ ପାଇଁ ଆଜି ରାଷ୍ଟ୍ରପତି ମୈତ୍ରିପାଲ ସିରସେନା ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ନେତୃତ୍ୱ ସର୍ବୋଚ୍ଚ ଅଦାଲତର ବିଚାରପତି ନେବେ। ତଦନ୍ତକାରୀ କମିଟି ପୂରା ଘଟଣାର ଛାନଭିନ୍‌ କରି ଆସନ୍ତା ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବିଜିତ ମାଲାଗୋଡ଼ା, ପୂର୍ବତନ ଆଇଜିପି ଏନ୍‌କେ ଲାଙ୍ଗାକୋନ୍‌ ଓ ଆଇନ୍‌ ଓ ଶୃଙ୍ଖଳା ମନ୍ତ୍ରଣାଳୟର ପୂର୍ବତନ ସଚିବ […]

sw3

sw3

Hemant Lenka
  • Published: Monday, 22 April 2019
  • Updated: 22 April 2019, 05:38 PM IST

Sports

Latest News

କଲମ୍ବୋ: ଶ୍ରୀଲଙ୍କାରେ ରବିବାର ସଂଘଟିତ ଭୟଙ୍କର ଆତଙ୍କବାଦୀ ହମ୍‌ଲାର ତଦନ୍ତ ପାଇଁ ଆଜି ରାଷ୍ଟ୍ରପତି ମୈତ୍ରିପାଲ ସିରସେନା ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ନେତୃତ୍ୱ ସର୍ବୋଚ୍ଚ ଅଦାଲତର ବିଚାରପତି ନେବେ। ତଦନ୍ତକାରୀ କମିଟି ପୂରା ଘଟଣାର ଛାନଭିନ୍‌ କରି ଆସନ୍ତା ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବିଜିତ ମାଲାଗୋଡ଼ା, ପୂର୍ବତନ ଆଇଜିପି ଏନ୍‌କେ ଲାଙ୍ଗାକୋନ୍‌ ଓ ଆଇନ୍‌ ଓ ଶୃଙ୍ଖଳା ମନ୍ତ୍ରଣାଳୟର ପୂର୍ବତନ ସଚିବ ପଦ୍ମଶ୍ରୀ ଜୟମାନେ ଏହି କମିଟିରେ ରହିଛନ୍ତି।

ଏମାନେ ରାଷ୍ଟ୍ରପତି ସିରସେନାଙ୍କୁ ସିଧାସଳଖ ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଗତକାଲି ସିରସେନା ଭାରତ ଓ ସିଙ୍ଗାପୁର ଗସ୍ତରେ ରହିଥିଲେ। ତେବେ ଆଜି ସେ ଶ୍ରୀଲଙ୍କାରେ ପହଞ୍ଚି ଜରୁରୀ ବୈଠକ କରିଛନ୍ତି। ଏହାପରେ ତଦନ୍ତ ପାଇଁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story