'ଜନତା କର୍ଫ୍ୟୁ'କୁ ନେଇ ମତ ରଖିଲେ ବ୍ୟବସାୟୀ ସଂଘ, ବିରୋଧୀ ଓ ବିରାଟ କୋହଲି

ନୂଆଦିଲ୍ଲୀ: ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ। କରୋନା ମୁକାବିଲା କରିବାକୁ ଯାଇ ଏହି କର୍ଫ୍ୟୁ ବାବଦରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କର୍ଫ୍ୟୁ ବାବଦରେ ଅବଗତ କରାଇବା ପାଇଁ ପ୍ରତିଦିନ ଅତି କମରେ ୧୦ ଜଣଙ୍କୁ ଫୋନ୍ କରି ସେମାନଙ୍କୁ ‘ଜନତା କର୍ଫ୍ୟୁ’ ଏବଂ କରୋନା ଭାଇରସକୁ ରୋକିବା ପାଇଁ ପଦକ୍ଷେପ […]

support janata curfew

support janata curfew

Subhransu Sekhar
  • Published: Thursday, 19 March 2020
  • Updated: 21 March 2020, 06:08 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ। କରୋନା ମୁକାବିଲା କରିବାକୁ ଯାଇ ଏହି କର୍ଫ୍ୟୁ ବାବଦରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କର୍ଫ୍ୟୁ ବାବଦରେ ଅବଗତ କରାଇବା ପାଇଁ ପ୍ରତିଦିନ ଅତି କମରେ ୧୦ ଜଣଙ୍କୁ ଫୋନ୍ କରି ସେମାନଙ୍କୁ 'ଜନତା କର୍ଫ୍ୟୁ' ଏବଂ କରୋନା ଭାଇରସକୁ ରୋକିବା ପାଇଁ ପଦକ୍ଷେପ ବିଷୟରେ କହିବାକୁ କହିଛନ୍ତି। ଏବେ ଏହାକୁ ସମର୍ଥନ କରିଛନ୍ତି ଟିମ୍ ଇଣ୍ଡିଆ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି, କଂଗ୍ରେସ ସାଂସଦ ପି. ଚିଦାମ୍ୱରମଙ୍କ ସମେତ କଂଗ୍ରେସ।

କଂଗ୍ରେସ ନେତା ପି ଚିଦାମ୍ବରମ୍ ଟୁଇଟ୍ କରି କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁକୁ ସମର୍ଥନ କରୁଛି। ପ୍ରଧାନମନ୍ତ୍ରୀ ନୈତିକତା ଆଧାରରେ କୋଭିଡ୧୯ ବିରୋଧରେ ଯୁଦ୍ଧ କରିବାକୁ କହିଛନ୍ତି। ରବିବାର ଏବଂ ପରବର୍ତ୍ତୀ ଦିନରେ ଆମେ ଏହା କରିବୁ’।

https://twitter.com/PChidambaram_IN/status/1240668798425817088

ସେହିପରି କଂଗ୍ରେସ ନେତା ଅଜୟ ମାକେନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ‘ଏଭଳି ସଙ୍କଟରେ ଆମେ ସରକାରଙ୍କ ସହ ଛିଡା ହୋଇଛୁ। ବିରୋଧୀ ଦଳ ହୋଇଥିଲେ ମଧ୍ୟ ଆମେ ରାଜନୀତିରୁ ଉର୍ଦ୍ଧରେ।‘

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ଏକ ବିବୃତ୍ତି ଜାରି କରି କହିଛି, ‘ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜନତାକର୍ଫ୍ୟୁକୁ ସଂଘ ପ୍ରଶଂସା କରୁଛି। ଦେଶର ସମସ୍ତ ବାଣିଜ୍ୟିକ ସଂଘ ଏହି କର୍ଫ୍ୟୁକୁ ସମର୍ଥନ କରୁଛି। ମାର୍ଚ୍ଚ ୨୨ରେ ଦେଶର ୭ କୋଟି ବ୍ୟବସାୟ ପ୍ରତିଷ୍ଠାନ ସେମାନଙ୍କ ସଟର ବନ୍ଦ କରିବେ’।

ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା କହିଛନ୍ତି, ‘କରୋନା ଭାଇରସ୍ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ କାର୍ଯ୍ୟକାରୀ କରିବା ପାଇଁ ଦଳର କର୍ମୀଙ୍କୁ ନିବେଦନ କରୁଛି’।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟୁଇଟ୍ କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଜନତା କର୍ଫ୍ୟୁ ଡାକରାକୁ ସମର୍ଥନ କରିବା ଦରକାର। ଆମେ ସମସ୍ତେ ଏକାଠି ହୋଇ ଜନତା କର୍ଫ୍ୟୁକୁ ସଫଳ କରିବା’।

https://twitter.com/AmitShah/status/1240665431318228992

ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ମଧ୍ୟ ଟୁଇଟ୍ କରିଛନ୍ତି। ଜନତା କର୍ଫ୍ୟୁ ପାଇଁ ବିରାଟ କୋହଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନକୁ ପ୍ରଶଂସା କରିଛନ୍ତି। ମୋଦୀଙ୍କ ଆହ୍ୱାନକୁ ସମର୍ଥନ କରିବା ସହିତ କରୋନା ଭାଇରସ ରୋଗର ମୁକାବିଲା ପାଇଁ ଦେଶ ତଥା ବିଶ୍ୱର ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି।

https://twitter.com/imVkohli/status/1240661693903953920

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story