ତାମିଲନାଡୁରେ କଂଗ୍ରେସ-ଡିଏମକେ ମେଣ୍ଟ

ଚେନ୍ନାଇ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପି ପରି କଂଗ୍ରେସ ମଧ୍ୟ ଉଭୟ ତାମିଲନାଡୁ ଓ ପୁଡୁଚେରୀ ପାଇଁ ମେଣ୍ଟ କରିଛି। ଗତକାଲି ବିଜେପି ତାମିଲନାଡୁର ଶାସକ ଦଳ ଏଆଇଏଡିଏମକେ ସହ ମେଣ୍ଟ କରିଥିବା ବେଳେ ଆଜି କଂଗ୍ରେସ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଡିଏମକେ ସହ ମେଣ୍ଟ କରିଛି। ମେଣ୍ଟ ଅନୁଯାୟୀ, ତାମିଲନାଡୁର ୩୯ଟି ଲୋକସଭା ଆସନରୁ କଂଗ୍ରେସ ୯ଟିରେ ପ୍ରାର୍ଥୀ ଦେବ। ସେହିପରି ପୁଡୁଚେରୀର ଏକ ମାତ୍ର ଆସନରେ ମଧ୍ୟ କଂଗ୍ରେସ ନିର୍ବାଚନ ଲଢ଼ିବ। […]

dfg

dfg

Hemant Lenka
  • Published: Wednesday, 20 February 2019
  • Updated: 20 February 2019, 09:14 PM IST

Sports

Latest News

ଚେନ୍ନାଇ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପି ପରି କଂଗ୍ରେସ ମଧ୍ୟ ଉଭୟ ତାମିଲନାଡୁ ଓ ପୁଡୁଚେରୀ ପାଇଁ ମେଣ୍ଟ କରିଛି। ଗତକାଲି ବିଜେପି ତାମିଲନାଡୁର ଶାସକ ଦଳ ଏଆଇଏଡିଏମକେ ସହ ମେଣ୍ଟ କରିଥିବା ବେଳେ ଆଜି କଂଗ୍ରେସ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଡିଏମକେ ସହ ମେଣ୍ଟ କରିଛି। ମେଣ୍ଟ ଅନୁଯାୟୀ, ତାମିଲନାଡୁର ୩୯ଟି ଲୋକସଭା ଆସନରୁ କଂଗ୍ରେସ ୯ଟିରେ ପ୍ରାର୍ଥୀ ଦେବ। ସେହିପରି ପୁଡୁଚେରୀର ଏକ ମାତ୍ର ଆସନରେ ମଧ୍ୟ କଂଗ୍ରେସ ନିର୍ବାଚନ ଲଢ଼ିବ। ବଳକା ଆସନରୁ ଡିଏମକେ ୨୦ରୁ ୨୫ଟି ଆସନରେ ପ୍ରାର୍ଥୀ ଦେବ। ସମାନ୍ତରଳ ଭାବେ ଅନ୍ୟ ମେଣ୍ଟ ଦଳକୁ ମଧ୍ୟ ଉଭୟ କଂଗ୍ରେସ ଓ ଡିଏମକେ ଆସନ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ମେଣ୍ଟ ସମ୍ପର୍କରେ ସୂଚନା ଦେଇ ଡିଏମକେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ କହିଛନ୍ତି, “ବର୍ତ୍ତମାନ ଶାସକ ଏଆଇଏଡିଏମକେ ବିରୋଧରେ ହାୱା ବହିବାରେ ଲାଗିଛି। ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ଏଆଇଏଡିଏମକେ ଟଙ୍କା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଆମେ ଲୋକଙ୍କ ବିକାଶକୁ ଗୁରୁତ୍ୱ ଦେଉଛୁ। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆମେ କଂଗ୍ରେସ ସହ ମେଣ୍ଟ କରିଛୁ।

ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ତାମିଲନାଡୁର ୯ଟି ଓ ପୁଡ଼ୁଚେରୀରେ ଗୋଟିଏ ଆସନରେ ଲଢ଼ିବ। ଅନ୍ୟ ମେଣ୍ଟ ଦଳଗୁଡ଼ିକ ସହ କଥା ହେବା ପରେ ଡିଏମକେ ତା’ର ପ୍ରାର୍ଥୀ ସଂଖ୍ୟା ସ୍ଥିର କରିବ। ତଥାପି ଦଳ ୨୦ରୁ ୨୫ଟି ଆସନରେ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ ରଖିଛି। ”

ବରିଷ୍ଠ କଂଗ୍ରେସ ନେତା ମୁକୁଲ ୱାସିକ ଓ ଡିଏମକେ ନେତା ଷ୍ଟାଲିନ୍‌ଙ୍କ ମଧ୍ୟରେ ବୈଠକ ଶେଷ ହେବା ପରେ ଏହି ମେଣ୍ଟ ସମ୍ପର୍କରେ ଘୋଷଣା ହୋଇଛି।
୨୦୧୪ ଲୋକସଭା ନିର୍ବାଚନରେ ଜୟଲଳିତାଙ୍କ ନେତୃତ୍ୱରେ ଏଆଇଏଡିଏମକେ ୩୯ଟି ଆସନରୁ ୩୭ଟିରେ ଜିତିଥିଲା। ବିଜେପି ଓ ଭିସିକେ ଗୋଟିଏ ଲେଖାଏ ଆସନ ପାଇଥିଲେ। ତେବେ କଂଗ୍ରେସ ଓ ଡିଏମକେ ଏକାକୀ ଲଢ଼ିବା ସହ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story