କଂଗ୍ରେସ, ବିଜେପି ଓ କୁକୁର ଉପାଖ୍ୟାନ

ଭୋପାଲ: ମଧ୍ୟପ୍ରଦେଶର କ୍ଷମତାସୀନ କମଲନାଥ ସରକାର ରାଜ୍ୟର ୪୬ଟି କୁକୁର ଓ ସେମାନଙ୍କ ହ୍ୟାଣ୍ଡଲରମାନଙ୍କୁ ବଦଳି କରିଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। କଂଗ୍ରେସ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଜେପି ନାପସନ୍ଦ କରିଛି। ତେବେ ବିଜେପିକୁ କାଉଣ୍ଟର କରିବାକୁ ଯାଇ କଂଗ୍ରେସର ବରିଷ୍ଠ ନେତା ତଥା ମନ୍ତ୍ରୀ ସଜ୍ଜନ ସିଂହ ବର୍ମା ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ବିଜେପିର ମାନସିକତା କୁକୁର ଭଳି। ଗଣମଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ବିଜେପି କୁକୁର ବଦଳିକୁ […]

ew

ew

Hemant Lenka
  • Published: Monday, 15 July 2019
  • Updated: 15 July 2019, 09:37 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶର କ୍ଷମତାସୀନ କମଲନାଥ ସରକାର ରାଜ୍ୟର ୪୬ଟି କୁକୁର ଓ ସେମାନଙ୍କ ହ୍ୟାଣ୍ଡଲରମାନଙ୍କୁ ବଦଳି କରିଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। କଂଗ୍ରେସ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଜେପି ନାପସନ୍ଦ କରିଛି। ତେବେ ବିଜେପିକୁ କାଉଣ୍ଟର କରିବାକୁ ଯାଇ କଂଗ୍ରେସର ବରିଷ୍ଠ ନେତା ତଥା ମନ୍ତ୍ରୀ ସଜ୍ଜନ ସିଂହ ବର୍ମା ଏକ ବିବାଦୀୟ ବୟାନ ଦେଇଛନ୍ତି।

ସେ କହିଛନ୍ତି ବିଜେପିର ମାନସିକତା କୁକୁର ଭଳି। ଗଣମଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ବିଜେପି କୁକୁର ବଦଳିକୁ ନେଇ ପ୍ରଶ୍ନ କରୁଛି। ଏଭଳି ମାନସିକତା ଠିକ୍‌ କୁକୁର ଭଳି। ସେମାନଙ୍କର ଏଭଳି କୁକୁର ମାନସିକତାକୁ ନେଇ ଆମେ ବା କ’ଣ କରିପାରିବୁ।”

ସଜ୍ଜନଙ୍କ ଏଭଳି ମନ୍ତବ୍ୟ ଉପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି, “ଯଦି ଆମକୁ ସଜ୍ଜନ ସିଂହ ବର୍ମା ଆମକୁ କୁକୁର କହିଛନ୍ତି, ତା’ହେଲେ ମୁଁ କହିବି, ହଁ ଆମେ କୁକୁର।

ଆମେ ମଧ୍ୟପ୍ରଦେଶବାସୀଙ୍କ ବିଶ୍ୱସ୍ତ କୁକୁର। ତେଣୁ ଆମେ ଆମ ଲୋକଙ୍କର ଓ ସୁରକ୍ଷାକର୍ମୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଇ ଚାଲିଥିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story