କଂଗ୍ରେସର ବିଦ୍ରୋହୀ ବିଧାୟକ ବିମାନବନ୍ଦରରେ ଅଟକ

ବେଙ୍ଗାଲୁରୁ: କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରି ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ରୋଶନ ବେଗଙ୍କୁ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ବିମାନବନ୍ଦରରେ ଅଟକ ରଖିଛି। ବହୁଚର୍ଚ୍ଚିତ ଆଇଏମଏ ଚିଟ୍‌ଫଣ୍ଡ ସ୍କାମରେ ରୋଶନ ବେଗ ସାମିଲ ଥିବା ଅଭିଯୋଗ ହୋଇଛି। ଏସ୍‌ଆଇଟିର ଏଭଳି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଜି ବେଙ୍ଗାଲୁରୁରୁ ଫେରାର ହେବାକୁ ଉଦ୍ୟମ କରୁଥିବା ରୋଶନ ବେଗଙ୍କୁ ଏସ୍‌ଆଇଟି କାବୁ କରିବାରେ ସକ୍ଷମ […]

gh

gh

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 05:13 PM IST

Sports

Latest News

ବେଙ୍ଗାଲୁରୁ: କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରି ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ରୋଶନ ବେଗଙ୍କୁ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ବିମାନବନ୍ଦରରେ ଅଟକ ରଖିଛି। ବହୁଚର୍ଚ୍ଚିତ ଆଇଏମଏ ଚିଟ୍‌ଫଣ୍ଡ ସ୍କାମରେ ରୋଶନ ବେଗ ସାମିଲ ଥିବା ଅଭିଯୋଗ ହୋଇଛି। ଏସ୍‌ଆଇଟିର ଏଭଳି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଆଜି ବେଙ୍ଗାଲୁରୁରୁ ଫେରାର ହେବାକୁ ଉଦ୍ୟମ କରୁଥିବା ରୋଶନ ବେଗଙ୍କୁ ଏସ୍‌ଆଇଟି କାବୁ କରିବାରେ ସକ୍ଷମ ହୋଇଛି। ସେ ବିଆଇଏଲ୍‌ ଏୟାରପୋର୍ଟରେ ବିମାନରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଏସ୍‌ଆଇଟି ତାଙ୍କୁ ଅଟକ ରଖିଛି। ଏହି ସମୟରେ ତାଙ୍କ ସହ ବିଜେପି ବିଧାୟକ ଯୋଗେଶ୍ୱର ଏବଂ ବିଜେପି ନେତା ବିଏସ୍‌ ୟେଦ୍ଦୁରପ୍ପାଙ୍କ ବ୍ୟକ୍ତିଗତ ସହାୟକ ସନ୍ତୋଷ ରହିଥିଲେ। ଆଏଏମଏ ଚିଟଫଣ୍ଡର ଜଣେ ଅଭିଯୁକ୍ତଙ୍କୁ ଫେରାର କରାଇବାରେ ବିଜେପି ସହଯୋଗ କରିବା ଏକ ନିନ୍ଦନୀୟ ଓ ଲଜ୍ଜାଜନକ ଘଟଣା। ଏଥିରୁ ସ୍ପଷ୍ଟ ହେଉଛି ଯେ ବିଜେପି ଘୋଡ଼ା ବେପାର ଜରିଆରେ କର୍ଣ୍ଣାଟକା ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି।”

ବିଜେପି କୁମାରସ୍ୱାମୀଙ୍କ ଏଭଳି ବୟାନ ଉପରେ କଡ଼ା ପ୍ରତିକ୍ରିୟା ଦେଇଛି। ଦଳ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ୟେଦ୍ଦୁରପ୍ପାଙ୍କ ବ୍ୟକ୍ତିଗତ ସହାୟକ ସନ୍ତୋଷ ବିଧାୟକ ବେଗଙ୍କ ସହ ଯାଉଥିବା କଥା ମିଛ। ମୁଖ୍ୟମନ୍ତ୍ରୀ ମିଛ ଖବର ପ୍ରଚାର କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ବେଗ ଏକୁଟିଆ ଯାଉଥିଲେ। ତାଙ୍କ ସହ ଦ୍ୱିତୀୟ ବ୍ୟକ୍ତି କେହି ନଥିଲେ। ଆମେ ବୋର୍ଡିଂ ପାସ୍‌ ଓ ସିସିଟିଭି ଚେକ୍‌ କରି ପ୍ରକୃତ ସତ୍ୟ ସାମ୍ନାକୁ ଅଣାଯାଉ ବୋଲି ଦାବି କରୁଛୁ। ସରକାରୀ କଳ ଓ ବଳକୁ ଲଗାଇ କୁମାରସ୍ୱାମୀ ବୁଡ଼ି ଯାଉଥିବା ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।”

ଜଣେ ଏସ୍‌ଆଇଟି ଅଧିକାରୀ କହିଛନ୍ତି, "ବେଗ ତାଙ୍କ ଗସ୍ତକୁ ନେଇ ଅଲଗା ଅଲଗା ବୟାନ ଦେଇଛନ୍ତି। ତେଣୁ ଆମେ ତାଙ୍କୁ ଅଟକ ରଖିଛୁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story