ଚୀନରୁ ଚାନ୍ଦା ନେବା ମାମଲା, ହିସାବ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ଫାଉଣ୍ଡସେନ (ଆରଜିଏଫ)କୁ ଚୀନ୍ ଦୂତାବାସରୁ ଚାନ୍ଦା ଆସିଥିବା ନେଇ ବିଜେପି ସଭାପତି ଜେ.ପି ନଡ୍ଡା ଅଭିଯୋହ କରିଥିଲେ। ଏହାକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଟକରା ଟକରି ଚାଲିଛି। କରୋନା ମହାମାରୀ ବେଳେ ଦେଶର ଦୁଇ ପ୍ରମୁଖ ରାଜନୀତିକ ଦଳ ଏବେ ଆରଜିଏଫକୁ ନେଇ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ବିଜେପିର ଅଭିଯୋଗକୁ ଗ୍ରହଣ କରିଛି। ଆଉ ସମସ୍ତ ଅଭିଯୋଗର ଜବାବ ଦେଇଛି। ଜାତୀୟ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଛନ୍ତି, ୨୦୦୫-୦୬ରେ […]

congress

congress

Subhransu Sekhar
  • Published: Saturday, 27 June 2020
  • Updated: 27 June 2020, 05:15 PM IST

Sports

Latest News

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ଫାଉଣ୍ଡସେନ (ଆରଜିଏଫ)କୁ ଚୀନ୍ ଦୂତାବାସରୁ ଚାନ୍ଦା ଆସିଥିବା ନେଇ ବିଜେପି ସଭାପତି ଜେ.ପି ନଡ୍ଡା ଅଭିଯୋହ କରିଥିଲେ। ଏହାକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଟକରା ଟକରି ଚାଲିଛି। କରୋନା ମହାମାରୀ ବେଳେ ଦେଶର ଦୁଇ ପ୍ରମୁଖ ରାଜନୀତିକ ଦଳ ଏବେ ଆରଜିଏଫକୁ ନେଇ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ବିଜେପିର ଅଭିଯୋଗକୁ ଗ୍ରହଣ କରିଛି। ଆଉ ସମସ୍ତ ଅଭିଯୋଗର ଜବାବ ଦେଇଛି।

ଜାତୀୟ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଛନ୍ତି, ୨୦୦୫-୦୬ରେ ଚୀନ୍ ଦୂତାବାସରୁ ଆରଜିଏଫକୁ ୧.୪୫ କୋଟି ଟଙ୍କା ଚାନ୍ଦା ଆସିଥିଲା। ଏହି ଟଙ୍କା ଦିବ୍ୟାଙ୍ଗ ଏବଂ ଇଣ୍ଡୋ-ଚୀନ ଗବେଷଣାରେ ଖର୍ଚ୍ଚ ହୋଇଛି ବୋଲି ହିସାବ ଦେଇଛି କଂଗ୍ରେସ।

ସେହିପରି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨୦ ଲକ୍ଷ ଟଙ୍କା ଆରଜିଏଫକୁ ଆସିଛି, ଏହି ଟଙ୍କା ୨୦୦୫ରେ ଆଣ୍ଡାମାନ୍ ନିକୋବାରରେ ଭୂମିକମ୍ପ ବେଳେ ସହାୟତା ଦିଆଯାଇଛି ବୋଲି କଂଗ୍ରେସ କହିଛି। ଆରଜିଏଫ ସମସ୍ତ ଆଇଟି ରିଟର୍ଣ୍ଣ କରିଛି। ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଦ୍ୱାରା ମଧ୍ୟ ଅଡିଟ୍ ହୋଇଛି। ଏମିତିକି ଗୃହ ମନ୍ତ୍ରାଳୟ ତଦନ୍ତ କରି ଏହି ସଂସ୍ଥା କୌଣସି ଅନିୟମିତ କାର୍ଯ୍ୟରେ ଲିପ୍ତ ନଥିବା କହିଥିଲା ବୋଲି ସୁରଜେଓ୍ୱାଲା କହିଛନ୍ତି।

ବିଜେପିକୁ ଟାର୍ଗେଟ୍ କରିବାକୁ ଯାଇ ସୁରଜେଓ୍ୱାଲା କହିଛନ୍ତି, “ଗୁଲଓ୍ୱାନା ଉପତ୍ୟକା, ପ୍ୟଙ୍ଗାଙ୍ଗ ହ୍ରଦ ଏବଂ ଡେପସାଙ୍ଗ ଅପରୁ ଓ୍ୱାଇ ଜଙ୍କସନ ଯାଏ ଚୀନ ସେନା ପ୍ରବେଶ କରୁଥିବା ବେଳେ ବିଜେପି ଏବଂ ପ୍ରଧାନମନ୍ତ୍ରୀ କଂଗ୍ରେସ ବିରୋଧରେ ଲଢ଼ୁଛି”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story