ଚାଷୀଙ୍କ ପାଇଁ ୧୫ରେ ସବୁ ରାଜଭବନ ଘେରାଉ କରିବ କଂଗ୍ରେସ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ ଜଣାଇ କଂଗ୍ରେସ କିଷାନ ଅଧିକାର ଦିବସ ପାଳନ କରିବ। ଜାନୁଆରୀ ୧୫ରେ କଂଗ୍ରେସ ପକ୍ଷରୁ ଏହି କିଷାନ ଅଧିକାର ଦିବସ ପାଳନ କରାଯିବ ଓ ଦେଶର ସବୁ ରାଜ୍ୟରେ ଥିବା ରାଜଭବନକୁ ଘେରାଉ କରାଯିବ। ଆଜି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରି କିଷାନ ଦିବସ ପାଳନ କରିବାକୁ କହିଛନ୍ତି। କଂଗ୍ରେସର କାର୍ଯ୍ୟାଳୟରେ […]

s

s

Hemant Lenka
  • Published: Saturday, 09 January 2021
  • Updated: 09 January 2021, 06:35 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ ଜଣାଇ କଂଗ୍ରେସ କିଷାନ ଅଧିକାର ଦିବସ ପାଳନ କରିବ। ଜାନୁଆରୀ ୧୫ରେ କଂଗ୍ରେସ ପକ୍ଷରୁ ଏହି କିଷାନ ଅଧିକାର ଦିବସ ପାଳନ କରାଯିବ ଓ ଦେଶର ସବୁ ରାଜ୍ୟରେ ଥିବା ରାଜଭବନକୁ ଘେରାଉ କରାଯିବ।

ଆଜି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରି କିଷାନ ଦିବସ ପାଳନ କରିବାକୁ କହିଛନ୍ତି। କଂଗ୍ରେସର କାର୍ଯ୍ୟାଳୟରେ ଏହି ଦିବସ ପାଳନ ହେବ। ସେହିପରି ଜାନୁଆରୀ ୧୫ରେ ରାଜ୍ୟରେ ଥିବା ରାଜଭବନଗୁଡ଼ିକୁ ଘେରାଉ କରାଯିବ।

ଦଳର ସାଧାରଣ ସମ୍ପାଦକ ଓ ରାଜ୍ୟ ପ୍ରଭାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ସୋନିଆ ଗାନ୍ଧି ଏପରି ନିଷ୍ପତ୍ତି ନେଇଥିବା ସୂର୍ଯ୍ୟେୱାଲା କହିଛନ୍ତି।

ସେ କହିଛନ୍ତି, ଚାଷୀଙ୍କ ଚେତାବନୀକୁ କେନ୍ଦ୍ର ସରକାର ବୁଝିବାର ସମୟ ଆସି ଯାଇଛି। କାରଣ ଚାଷୀମାନେ କୃଷି ଆଇନକୁ ଉଚ୍ଛେଦ କରିବା ପାଇଁ ଶେଷ ନିଃଶ୍ୱାସ ଯାଏ ଲଢ଼େଇ କରିବେ ବୋଲି କହିଛନ୍ତି। କଂଗ୍ରେସ ସେମାନଙ୍କ ସହ ରହିଛି ଓ ଚାଷୀଙ୍କ ସମର୍ଥନରେ ଜାନୁଆରୀ ୧୫ରେ ରାଜଭବନ ଯାଏ ଶୋଭାଯାତ୍ରା କରାଯିବ।

ସରକାର ଚାଷୀଙ୍କୁ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ କହୁଛନ୍ତି। ହେଲେ ଦେଶବାସୀ ସରକାରଙ୍କୁ ଚୟନ କରିଛନ୍ତି ସୁପ୍ରିମକୋର୍ଟଙ୍କୁ ନୁହେଁ। ୭୩ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ କୌଣସି ସରକାର ଚାଷୀଙ୍କୁ ସୁପ୍ରିମକୋର୍ଟ ଯିବାକୁ କହିଥିବା ସୂର୍ଯ୍ୟେୱାଲା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story