ରାଜ୍ୟସଭାରେ ଅଟକିବନି ତିନ୍ ତଲାକ୍ ବିଲ୍, ସହଯୋଗ କରିବେ ନବୀନ!

ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଉପସ୍ଥାପନ ହେବ ବହୁ ଚର୍ଚ୍ଚିତ ବିଧେୟକ ତିନି ତଲାକ ବିଲ୍। ଚଳିତ ସପ୍ତାହରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବ। ଏହାପରେ ୨୦୧୪ରେ ମୁସଲିମ୍ ମହିଳାଙ୍କ ସୁରକ୍ଷା ପାଇଁ ନାରା ଦେଇଥିବା ତିନି ତଲାକ୍ ବିଲ୍ ଆଇନରେ ପରିଣତ ହେବ। ମୋଦି ତାଙ୍କ ପ୍ରଥମ ସରକାରରେ ଏହି ବିଲ୍ ଲୋକସଭାରେ ପାସ୍ କରିଥିଲେ ମଧ୍ୟ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା […]

rajyasabha

rajyasabha

Subhransu Sekhar
  • Published: Saturday, 27 July 2019
  • Updated: 27 July 2019, 03:41 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଉପସ୍ଥାପନ ହେବ ବହୁ ଚର୍ଚ୍ଚିତ ବିଧେୟକ ତିନି ତଲାକ ବିଲ୍। ଚଳିତ ସପ୍ତାହରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବ। ଏହାପରେ ୨୦୧୪ରେ ମୁସଲିମ୍ ମହିଳାଙ୍କ ସୁରକ୍ଷା ପାଇଁ ନାରା ଦେଇଥିବା ତିନି ତଲାକ୍ ବିଲ୍ ଆଇନରେ ପରିଣତ ହେବ। ମୋଦି ତାଙ୍କ ପ୍ରଥମ ସରକାରରେ ଏହି ବିଲ୍ ଲୋକସଭାରେ ପାସ୍ କରିଥିଲେ ମଧ୍ୟ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିବାରୁ ବିଲ୍ ପାରିତ ହୋଇ ପାରିନଥିଲା।

ଏଥର କିନ୍ତୁ ଫୁଲ ଦମରେ ଅଛନ୍ତି କେନ୍ଦ୍ର ସରକାର। ସରକାରୀ ସୂତ୍ରର ସୂଚନା ଅନୁସାରେ ରାଜ୍ୟସଭାରେ ଏନଡିଏର ସଂଖ୍ୟା ବିରୋଧୀଙ୍କ ସଂଖ୍ୟା ତୁଳନାରେ କମ୍ ଥିଲେ ମଧ୍ୟ ଏହି ବିଲ୍ ପାସ କରାଇବ ବୋଲି ବିଜେପି ଦମ୍ଭୋକ୍ତି ପ୍ରକାଶ କରିଛି। କାରଣ ବିଜୁ ଜନତା ଦଳ ଏହି ବିଲକୁ ସମର୍ଥନ କରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ମୋଟ୍ ୧୧୭ ରାଜ୍ୟସଭା ସାଂସଦଙ୍କୁ ନେଇ ବିଜେପି ଏହି ବିଲ୍ ପାସ କରିବ ବୋଲି ଜଣାପଡ଼ିଛି।

ଭୋଟିଂ ବେଳେ ଆନ୍ଧ୍ରପ୍ରଦେଶର ଓ୍ୱାଇଏସଆର୍ କଂଗ୍ରେସ, ତେଲେଙ୍ଗାନାର ଟିଆରଏସ, ଜେଡିୟୁର ମୋଟ୍ ୧୪ ରାଜ୍ୟସଭା ସାଂସଦ କକ୍ଷତ୍ୟାଗ କରି ପରୋକ୍ଷରେ ସମର୍ଥନ ଜଣାଇବେ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ରାଜ୍ୟସଭାରେ ୨୪୦ ସଦସ୍ୟ ରହିଛନ୍ତି। ସରକାରଙ୍କୁ ବିଲ୍ ପାସ କରିବା ପାଇଁ ୧୨୧ ସାଂସଦଙ୍କ ସମର୍ଥନ ଆବଶ୍ୟକ। ସରକାରଙ୍କ ଦାବି ମୁତାବକ୍ ୧୧୭ ସାସଂଦ ତାଙ୍କ ସହ ରହିଛନ୍ତି। ଯଦି ଜେଡିୟୁ, ଟିଆରଏସ ଏବଂ ଓ୍ୱାଇଏସଆର କଂଗ୍ରେସର ମୋଟ ୧୪ ସାଂସଦ ଭୋଟିଂ ବେଳେ କକ୍ଷତ୍ୟାଗ କରନ୍ତି, ତା'ହେଲେ ଗୃହର ସଦସ୍ୟ ସଂଖ୍ୟା ୨୨୬ ହୋଇଯିବ, ତେଣୁ ବିଲ୍ ପାସ କରିବା ପାଇଁ ୧୧୪ ଆବଶ୍ୟକ ହେବ। ଶାସକ ଦଳ ୧୧୭ ବିଧାୟକଙ୍କୁ ନିଜ ସମର୍ଥନରେ ରଖିଥିବା ଦାବି କରୁଥିବାରୁ ତିନ୍ ତଲାକ୍ ବିଲ୍ ପାସ ହେବା ସୁନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story