ଭଲ ଖବର: ପୁଲିସ୍‌ ରକ୍ଷା କଲା ୩ ଜଣଙ୍କ ଜୀବନ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ପୁଲିସ୍‌ ବାବୁମାନଙ୍କ ଉପସ୍ଥିତ ବୁଦ୍ଧି ଓ ମହତପଣିଆ ଯୋଗୁ ଉତ୍ତର ପ୍ରଦେଶରେ ୩ ଜଣଙ୍କ ଜୀବନ ରକ୍ଷା ପାଇଯାଇଛି। ଉତ୍ତର ପ୍ରଦେଶର ଇଟାୱା ଠାରେ ଗୋଟିଏ ପରିବାର ବାଇକ୍‌ରେ ଯାଉଥିବା ବେଳେ ସେମାନଙ୍କ ବାଇକ୍‌ରେ ନିଆଁ ଲାଗିଯାଇଥିଲା। କିନ୍ତୁ ସେମାନେ ଏହା ଜାଣିପାରି ନଥିଲେ। କିନ୍ତୁ ରାସ୍ତାରେ ଡ୍ୟୁଟି କରୁଥିବା ପୁଲିସ୍‌ ଭ୍ୟାନ୍‌ରେ ଥିବା କର୍ମଚାରୀ ଏହାକୁ ଦେଖି ପାରିଥିଲେ। ସେମାନେ ଜାତୀୟ ରାଜପଥରେ ସମ୍ପୃକ୍ତ ବାଇକକୁ ଗୋଡ଼ାଇ ଚାଳକଙ୍କୁ ସତର୍କ କରାଇବାକୁ ଚେଷ୍ଟା କରିଥିଲେ। […]

ws

ws

Hemant Lenka
  • Published: Monday, 15 April 2019
  • Updated: 15 April 2019, 06:21 PM IST

ଲକ୍ଷ୍ନୌ: ପୁଲିସ୍‌ ବାବୁମାନଙ୍କ ଉପସ୍ଥିତ ବୁଦ୍ଧି ଓ ମହତପଣିଆ ଯୋଗୁ ଉତ୍ତର ପ୍ରଦେଶରେ ୩ ଜଣଙ୍କ ଜୀବନ ରକ୍ଷା ପାଇଯାଇଛି। ଉତ୍ତର ପ୍ରଦେଶର ଇଟାୱା ଠାରେ ଗୋଟିଏ ପରିବାର ବାଇକ୍‌ରେ ଯାଉଥିବା ବେଳେ ସେମାନଙ୍କ ବାଇକ୍‌ରେ ନିଆଁ ଲାଗିଯାଇଥିଲା।

କିନ୍ତୁ ସେମାନେ ଏହା ଜାଣିପାରି ନଥିଲେ। କିନ୍ତୁ ରାସ୍ତାରେ ଡ୍ୟୁଟି କରୁଥିବା ପୁଲିସ୍‌ ଭ୍ୟାନ୍‌ରେ ଥିବା କର୍ମଚାରୀ ଏହାକୁ ଦେଖି ପାରିଥିଲେ। ସେମାନେ ଜାତୀୟ ରାଜପଥରେ ସମ୍ପୃକ୍ତ ବାଇକକୁ ଗୋଡ଼ାଇ ଚାଳକଙ୍କୁ ସତର୍କ କରାଇବାକୁ ଚେଷ୍ଟା କରିଥିଲେ।

ବାଇକ ଚାଳକ ପୁଲିସ ଭ୍ୟାନ୍‌ର ସାଇରନ୍‌ ଶୁଣି ଅଟକି ଥିଲେ। ଏହା ପରେ ପୁଲିସ୍‌ ସମସ୍ତଙ୍କୁ ଜଳନ୍ତା ଗାଡ଼ିରୁ ଓହ୍ଲାଇବା ସହ ନିଆଁକୁ ଆୟତ୍ତ କରିଥିଲା। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

https://twitter.com/i/status/1117483885254696960

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story