ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତକଙ୍କ ସଂଖ୍ୟା ୧୭

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବେସରକାରୀ ଭାବେ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୮୪୦ରେ ପହଞ୍ଚିଛି। କେବଳ ଗତ ୨୪ ଘଣ୍ଟାରେ ୭୯ ଜଣଙ୍କଠାରେ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। କେରଳରେ ଗୋଟିଏ ଦିନରେ ୩୯ ଜଣଙ୍କଠାରେ କରୋନା ଚିହ୍ନଟ କରାଯାଇଛି। ଏହା ଗୋଟିଏ ଦିନରେ ସର୍ବାଧିକ। ସେହିଭଳି ତେଲେଙ୍ଗାନାରେ ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଶେଷ ଖବର ସୁଦ୍ଧା କରୋନା କାରଣରୁ ୧୭ ଜଣଙ୍କ ଜୀବନ […]

coronavirus

coronavirus

Subrat Kumar Nayak
  • Published: Friday, 27 March 2020
  • Updated: 27 March 2020, 09:38 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବେସରକାରୀ ଭାବେ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୮୪୦ରେ ପହଞ୍ଚିଛି। କେବଳ ଗତ ୨୪ ଘଣ୍ଟାରେ ୭୯ ଜଣଙ୍କଠାରେ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି।

କେରଳରେ ଗୋଟିଏ ଦିନରେ ୩୯ ଜଣଙ୍କଠାରେ କରୋନା ଚିହ୍ନଟ କରାଯାଇଛି। ଏହା ଗୋଟିଏ ଦିନରେ ସର୍ବାଧିକ। ସେହିଭଳି ତେଲେଙ୍ଗାନାରେ ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଶେଷ ଖବର ସୁଦ୍ଧା କରୋନା କାରଣରୁ ୧୭ ଜଣଙ୍କ ଜୀବନ ଯାଇଥିବାବେଳେ ୨୫ ହଜାର ଲୋକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଅନ୍ୟପକ୍ଷରେ କରୋନା କାରଣରୁ ବିଶ୍ୱସ୍ତରରେ ମୋଟ ୨୫,୨୫୦ ଜଣଙ୍କର ଜୀବନ ଯାଇସାରିଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର୍‌ କରି ୫,୫୮,୪୯୧ ଛୁଇଁ ସାରିଛି।

ଜାନୁଆରୀ ୧୪ରୁ ମାର୍ଚ୍ଚ ୨୩ ଯାଏ ମୋଟ ୧୫ ଲକ୍ଷ ଲୋକ ଭାରତରେ ଅବତରଣ କରିଛନ୍ତି। କେନ୍ଦ୍ର ଯୋଜନା କରିଛି ଏମାନଙ୍କର ସମସ୍ତଙ୍କର ପରୀକ୍ଷା କରାଯିବ। ଏନେଇ କେନ୍ଦ୍ର ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗଙ୍କୁ ଚିଠି ଲେଖିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ସରକାର ଖୁବ ଶୀଘ୍ର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ହସ୍ପିଟାଲ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏଥିପାଇଁ ଚୁକ୍ତି ମଧ୍ୟ ସରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story