ବେକାବୁ କିଲର କରୋନା, ଇଟାଲୀରେ ୨୩୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶନିବାର ସୁଦ୍ଧା କିଲର କରୋନା ଭାଇରସ ଇଟାଲୀରେ ୨୩୩ ଜଣଙ୍କର ଜୀବନ ନେଇଛି। ସେହିଭଳି ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ପ୍ରଥମେ ଏହି କିଲର ଭାଇରସ ଦ୍ୱାରା ପ୍ରତିଦିନ ୧,୨୪୭ ଜଣ ଚିହ୍ନଟ ହେଉଥିଲେ। ଏବେ ଏହି ସଂଖ୍ୟା ୫,୮୮୩କୁ ବୃଦ୍ଧି ପାଇଛି। ଇଟାଲୀ ସରକାର ଏବେ ବିଦେଶୀ ନାଗରିକଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଏପ୍ରିଲ୍ ୩ ସୁଦ୍ଧା ବିଦେଶୀ ନାଗରିକଙ୍କ ଗତିବିଧି ଉପରେ କଡ଼ା ପ୍ରତିବନ୍ଧକ ଲଗାଯିବ। […]

ITALY CORONA

ITALY CORONA

Subhransu Sekhar
  • Published: Sunday, 08 March 2020
  • Updated: 08 March 2020, 02:21 PM IST

ନୂଆଦିଲ୍ଲୀ: ଶନିବାର ସୁଦ୍ଧା କିଲର କରୋନା ଭାଇରସ ଇଟାଲୀରେ ୨୩୩ ଜଣଙ୍କର ଜୀବନ ନେଇଛି। ସେହିଭଳି ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ପ୍ରଥମେ ଏହି କିଲର ଭାଇରସ ଦ୍ୱାରା ପ୍ରତିଦିନ ୧,୨୪୭ ଜଣ ଚିହ୍ନଟ ହେଉଥିଲେ। ଏବେ ଏହି ସଂଖ୍ୟା ୫,୮୮୩କୁ ବୃଦ୍ଧି ପାଇଛି।

ଇଟାଲୀ ସରକାର ଏବେ ବିଦେଶୀ ନାଗରିକଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଏପ୍ରିଲ୍ ୩ ସୁଦ୍ଧା ବିଦେଶୀ ନାଗରିକଙ୍କ ଗତିବିଧି ଉପରେ କଡ଼ା ପ୍ରତିବନ୍ଧକ ଲଗାଯିବ। ଇଟାଲୀର ଆର୍ଥିକ ରାଜଧାନୀ ହେଉଛି ମିଲାନ୍। ଏହାର ଜନସଂଖ୍ୟା ୧.୪ ମିଲିୟନରୁ କମ୍ ରହିଛି। ହେଲେ ଇଟାଲୀ ଗସ୍ତରେ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଓ ବ୍ୟବସାୟିକ ବ୍ୟକ୍ତି ଏହି ମିଲାନକୁ ଆସନ୍ତି। ତେଣୁ ଇଟାଲୀ ସରକାର ସମସ୍ତ ବିଦେଶୀଙ୍କ ଉପରେ ନଜର ରଖିଛନ୍ତି।

ଚୀନର ଉହାନରୁ ଏହି କରୋନା ବ୍ୟାପିଛି ବୋଲି ଜଣାପଡ଼ିଛି। ଏହି କିଲର ଭାଇରସ ପାଇଁ ଚୀନରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଦ୍ୱିତୀୟରେ ଦକ୍ଷିଣ କୋରିଆ ଏବଂ ତୃତୀୟରେ ଇଟାଲୀ ରହିଛି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story