୩୦ ଜୁନ୍ ଯାଏ ଲକଡାଉନ୍ ବଢ଼ାଇଲେ ଉଦ୍ଧବ ଠାକରେ

ମୁମ୍ୱାଇ: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଜୁନ୍ ୩୦ ଯାଏ ଲକଡାଉନ୍ ଅବଧି ବଢ଼ାଇଛନ୍ତି। ଏହି ଲକଡାଉନକୁ ଉଦ୍ଧବ ‘ମିଶନ୍ ବିଗିନ୍ ଏଗେନ୍’ ବୋଲି କହିଛନ୍ତି। ଏହି ସମୟରେ ଜଣେ ବି କରୋନା ସଂକ୍ରମିତ ଲୁଚି ନଯିବା ଦରକାର ବୋଲି ସେ କହିଛନ୍ତି। ତେବେ ଏହି ଲକଡାଉନ୍ ବେଳେ କେନ୍ଦ୍ରର କର୍ଫ୍ୟୁ ନିୟମ ପାଳନ କରିବ ମହାରାଷ୍ଟ୍ର। ରବିବାର ସିଏମ ଉଦ୍ଧବ ଠାକରେ ଫେସବୁକ ଜରିଆରେ ଭିଡିଓ ଜାରି କରି ଅଧିକାରୀଙ୍କୁ […]

lockdown

lockdown

Subhransu Sekhar
  • Published: Sunday, 31 May 2020
  • Updated: 31 May 2020, 06:35 PM IST

Sports

Latest News

ମୁମ୍ୱାଇ: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଜୁନ୍ ୩୦ ଯାଏ ଲକଡାଉନ୍ ଅବଧି ବଢ଼ାଇଛନ୍ତି। ଏହି ଲକଡାଉନକୁ ଉଦ୍ଧବ ‘ମିଶନ୍ ବିଗିନ୍ ଏଗେନ୍’ ବୋଲି କହିଛନ୍ତି। ଏହି ସମୟରେ ଜଣେ ବି କରୋନା ସଂକ୍ରମିତ ଲୁଚି ନଯିବା ଦରକାର ବୋଲି ସେ କହିଛନ୍ତି। ତେବେ ଏହି ଲକଡାଉନ୍ ବେଳେ କେନ୍ଦ୍ରର କର୍ଫ୍ୟୁ ନିୟମ ପାଳନ କରିବ ମହାରାଷ୍ଟ୍ର।

ରବିବାର ସିଏମ ଉଦ୍ଧବ ଠାକରେ ଫେସବୁକ ଜରିଆରେ ଭିଡିଓ ଜାରି କରି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ‘ମହାରାଷ୍ଟ୍ରରେ ଜଣେ ବି କରୋନା ସଂକ୍ରମିତ ଲୁଚି ନଯିବା ଦରକାର। ଆଗକୁ କରୋନା ସଂଖ୍ୟା ବଢ଼ିବ, ଏହା ସତ। ହେଲେ ସଂକ୍ରମିତ ହେବା ପରେ କରୋନାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଦରକାର’।

ଯଦି କରୋନା ସଂକ୍ରମିତ ଲୁଚିଯିବେ ତା’ହେଲେ ପରବର୍ତ୍ତୀ ସମୟରେ ଏହା ସମସ୍ତଙ୍କୁ ଅଡ଼ୁଆରେ ପକାଇପାରେ। ଖାଲି ମହାରାଷ୍ଟ୍ର ନୁହେଁ ଅନ୍ୟ ରାଜ୍ୟ ମାନେ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି। ତେଣୁ କରୋନାକୁ ନେଇ ସମସ୍ତ ତଥ୍ୟ ସାମ୍ନାକୁ ଆସିବା ଦରକାର। ଲୋକମାନେ ମଧ୍ୟ ସମସ୍ତ ତଥ୍ୟ ଜାଣିବା ଦରକାର। ତେଣୁ ଲୋକମାନେ ସରକାରଙ୍କୁ ଏ ଦିଗରେ ସହଯୋଗ କରିବା ଦରକାର ବୋଲି ଉଦ୍ଧବ ଠାକରେ କହିଛନ୍ତି।

ମହାରାଷ୍ଟ୍ରରେ ରାତି ୯ରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ ହେବ ବୋଲି ସରକାର କହିଛନ୍ତି। ହେଲେ ସମୁଦ୍ର କୂଳରେ ପ୍ରାତଃ ଭ୍ରମଣ, ବ୍ୟାୟାମ କରିବା ପାଇଁ ସକାଳ ୫ଟାରୁ ୭ଟା ଯାଏ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଦେଶରେ କରୋନାର ହଟସ୍ପଟ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରେ ଏଯାବତ ୬୪,୧୬୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଯାବତ ୨,୧୯୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିପରି ୨୮,୦୮୧ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ରାଜ୍ୟରେ ୩,୧୬୯ଟି ଏରିଆ କଣ୍ଟେନମେଣ୍ଟ ଜୋନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story