୪ ଦିନରେ ଦୁଇ ଗୁଣ ହେଉଛି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଧୀରେଧୀରେ ମହାମାରୀ କରୋନା ଭାରତରେ ଆଗକୁ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ପ୍ରତି ୪ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି ପାଇବାରେ ଲାଗିଛି। ଯଦି ଏଭଳି ପ୍ରକ୍ରିୟା ଜାରି ରହିବ, ତା’ହେଲେ ଦେଶରେ ଲାଗୁ ହୋଇଥିବା ଲକଡାଉନ ଅବଧି ଶେଷ ହେବା ବେଳକୁ ଅର୍ଥାତ ଆଉ ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଛୁଇଁଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ବର୍ତ୍ତମାନ ସୁଦ୍ଧା […]

dc

dc

Hemant Lenka
  • Published: Tuesday, 07 April 2020
  • Updated: 07 April 2020, 10:35 AM IST

Sports

Latest News

ନୂଆଦିଲ୍ଲୀ: ଧୀରେଧୀରେ ମହାମାରୀ କରୋନା ଭାରତରେ ଆଗକୁ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ପ୍ରତି ୪ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି ପାଇବାରେ ଲାଗିଛି। ଯଦି ଏଭଳି ପ୍ରକ୍ରିୟା ଜାରି ରହିବ, ତା’ହେଲେ ଦେଶରେ ଲାଗୁ ହୋଇଥିବା ଲକଡାଉନ ଅବଧି ଶେଷ ହେବା ବେଳକୁ ଅର୍ଥାତ ଆଉ ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଛୁଇଁଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଦେଶରେ ୪୪୨୧ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୧୪ ରହିଛି। ଗତ ୮ ଦିନର କଥା ବିଚାରକୁ ନେଲେ ପୂର୍ବରୁ ୬ ଦିନରେ ଦେଶରେ କରୋନେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବଢ଼ୁଥିଲା। ହେଲେ ଏବେ ଏହା ୪ ଦିନରେ ଦୁଇ ଗୁଣ ହେବାରେ ଲାଗିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧୫ରୁ ୨୦ ଅର୍ଥାତ ୫ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ହୋଇଥିଲା। ଏହାପରେ ୩ ଦିନରେ ଅର୍ଥାତ ମାର୍ଚ୍ଚ ୨୦ରୁ ୨୩ ମଧ୍ୟରେ ଦୁଇଗୁଣ ବଢ଼ିଥିଲା। ମାର୍ଚ୍ଚ ୨୩ରୁ ୨୯ ଅର୍ଥାତ ୬ ଦିନରେ ଦୁଇ ଗୁଣ ହୋଇଥିଲା। କିନ୍ତୁ ଏହାପରେ ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ଓ ଏପ୍ରିଲ ୨ରୁ ଏପ୍ରିଲ ୬ ମଧ୍ୟରେ ୪ ଦିନରେ କରୋନା ରୋଗୀଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story