ଦେଶରେ ୧୦୦୦ କରୋନା ଆକ୍ରାନ୍ତ, ୨୭ ମୃତ

ନୂଆଦିଲ୍ଲୀ: ରବିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଛୁଇଁଛି। ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ୨୭ ଛୁଇଁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାୟ ପକ୍ଷରୁ କୁହାଯାଇଛି। ସଦ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ଯଥାକ୍ରମେ ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର। ଅନ୍ୟପକ୍ଷରେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟକୁ ହିସାବକୁ ନେଲେ ଏଯାଏ ମହାରାଷ୍ଟ୍ରରେ ସର୍ବାଧିକ ୧୮୬ ଜଣ ଆକ୍ରାନ୍ତ ଠାବ କରାଯାଇଛି। ଏହି ରାଜ୍ୟରେ […]

corona-Death

corona-Death

Subrat Kumar Nayak
  • Published: Sunday, 29 March 2020
  • Updated: 29 March 2020, 09:47 PM IST

Sports

Latest News

ନୂଆଦିଲ୍ଲୀ: ରବିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଛୁଇଁଛି। ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ୨୭ ଛୁଇଁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାୟ ପକ୍ଷରୁ କୁହାଯାଇଛି। ସଦ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ଯଥାକ୍ରମେ ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର। ଅନ୍ୟପକ୍ଷରେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟକୁ ହିସାବକୁ ନେଲେ ଏଯାଏ ମହାରାଷ୍ଟ୍ରରେ ସର୍ବାଧିକ ୧୮୬ ଜଣ ଆକ୍ରାନ୍ତ ଠାବ କରାଯାଇଛି। ଏହି ରାଜ୍ୟରେ ୬ ଜଣଙ୍କ ଜୀବନ ଗଲାଣି। ଅନ୍ୟପକ୍ଷରେ କେରଳରେ ୧୮୨ ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହି ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶରେ ୨ ଜଣ, କର୍ଣ୍ଣାଟକାରେ ୩ ଜଣ, ଗୁଜରାଟରେ ୪ ଜଣ ଏବଂ ଦିଲ୍ଲୀରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିଭଳି କର୍ଣ୍ଣାଟକା, ଉତ୍ତରପ୍ରଦେଶ, ତେଲେଙ୍ଗାନା ଏବଂ ଗୁଜରାଟରେ ଯଥାକ୍ରମେ ୭୬, ୬୫, ୬୬ ଏବଂ ୫୮ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇସରିଛି। ଦିଲ୍ଲୀରେ ବେସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୭୨ରେ ପହଞ୍ଚିଯାଇଛି।

କେନ୍ଦ୍ର ସରକାର ଇରାନରେ ଅଟକି ରହିଥିବା ୨୭୫ ଭାରତୀୟ ନାଗରିକଙ୍କୁ ଭାରତ ଫେରାଇ ଆଣିଛନ୍ତି। ସେମାନେ ସମସ୍ତେ ଯୋଧପୁର ପହଞ୍ଚିଛନ୍ତି। ସେମାନଙ୍କୁ ସେନାର ୱେଲନେସ୍‌ ସେଣ୍ଟରରେ ରଖାଯିବ। ଏହା ପୂର୍ବରୁ ଏକ ୨୭୭ ଜଣିଆ ବ୍ୟାଚ୍‌ ଇରାନରୁ ଆସି ଏଠାରେ ଅଛନ୍ତି।

ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ମାତ୍ର କରୋନା ଭୟ ଏବଂ ସାମାଜିକ ଦୂରତାକୁ ଖାତିର ନକରି ପ୍ରବାସୀ ଶ୍ରମିକ ଘର ମୁହାଁ ହେଉଥିବାରୁ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି। ଫଳରେ କେନ୍ଦ୍ର ସରକାର ସୀମା ସିଲ୍‌ ନିର୍ଦ୍ଦେଶ ଦେବା ସହ ଏମାନଙ୍କ ପାଇଁ ରହିବା ଓ ଖାଇବା ଆଦି ବ୍ୟବସ୍ଥା କରାଇବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ବାହାରୁ ଆସିଥିବା ଦେଢ଼ ଲକ୍ଷ ଶ୍ରମିକଙ୍କ ଠାବ କରାଯିବ। ସେମାନଙ୍କୁ କ୍ୟାମ୍ପରେ ରଖି ଖାଇବା ଓ ସେମାନଙ୍କ ପାଇଁ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଦିଲ୍ଲୀ ସରକାର ଆପଣଙ୍କ ରହିବା ଓ ଖାଇବା ପାଇଁ ଯଥେଷ୍ଟ ଆୟୋଜନ କରିଛନ୍ତି। ଏବେ ଦେଶର ସ୍ୱାର୍ଥ ପାଇଁ ଗାଁକୁ ନାଯାଇ ଏଇଠି ରୁହନ୍ତୁ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍‌ କୀ ବାତ୍‌ରେ କହିଥିଲେ ଏଭଳି ଲକ୍‌ଡାଉନ୍‌ ଭାଙ୍ଗି ସେମାନେ ନିଜ ଜୀବନ ସହ ଖେଳ ଖେଳୁଛନ୍ତି। ଗରିବ ଲୋକଙ୍କ ପାଇଁ କଠୋର ମନେ ହେଉଥିବା ଲକ୍‌ଡାଉନ୍‌ ନିଷ୍ପତ୍ତି ପାଇଁ ମୋଦି ଏହି ଅବସରରେ କ୍ଷମା ମଧ୍ୟ ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story