ଦିଲ୍ଲୀ ହିଂସା ଲୁଚାଇବାକୁ କରୋନାକୁ ନେଇ ଆତଙ୍କ ସୃଷ୍ଟି କରାଯାଉଛି: ମମତା

କୋଲକାତା: ଦିଲ୍ଲୀ ହିଂସା ଘଟଣାକୁ ପ୍ରସଙ୍ଗରୁ ହଟାଇବା ପାଇଁ ମୋଦୀ ସରକାର କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଏହା କହିଛନ୍ତି। “କରୋନା ଏକ ଭୟଙ୍କର ରୋଗ। ହେଲେ ଏହାକୁ ନେଇ କିଛି ବ୍ୟକ୍ତି ଆତଙ୍କ ସୃଷ୍ଟି କରୁଛନ୍ତି। କିଛି ଚ୍ୟାନେଲ ଦିଲ୍ଲୀ ହିଂସା ଘଟଣାକୁ ଲୁଚାଇବାକୁ ଯାଇ ଏଭଳି କାମ କରୁଛନ୍ତି। ଯେତେବେଳେ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ସେତେବେଳେ ଆମେ ଏହା ଚାହୁଁନାହୁଁ ଦେଶରେ […]

mamata banarjee

mamata banarjee

Subhransu Sekhar
  • Published: Wednesday, 04 March 2020
  • Updated: 04 March 2020, 04:56 PM IST

Sports

Latest News

କୋଲକାତା: ଦିଲ୍ଲୀ ହିଂସା ଘଟଣାକୁ ପ୍ରସଙ୍ଗରୁ ହଟାଇବା ପାଇଁ ମୋଦୀ ସରକାର କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଏହା କହିଛନ୍ତି।

"କରୋନା ଏକ ଭୟଙ୍କର ରୋଗ। ହେଲେ ଏହାକୁ ନେଇ କିଛି ବ୍ୟକ୍ତି ଆତଙ୍କ ସୃଷ୍ଟି କରୁଛନ୍ତି। କିଛି ଚ୍ୟାନେଲ ଦିଲ୍ଲୀ ହିଂସା ଘଟଣାକୁ ଲୁଚାଇବାକୁ ଯାଇ ଏଭଳି କାମ କରୁଛନ୍ତି। ଯେତେବେଳେ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ସେତେବେଳେ ଆମେ ଏହା ଚାହୁଁନାହୁଁ ଦେଶରେ ଏହି ଘାତକ ଭାଇରସ ବିସ୍ତାର କରୁ। ତେବେ ଦିଲ୍ଲୀ ହିଂସାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ଭୁଲି ନଯିବା ଉଚିତ୍।

ଦକ୍ଷିଣ ଦିନାଜପୁର ଜିଲ୍ଲାର ବୁନିଆଦପୁରରେ ଏକ ରାଲିରେ ସମ୍ବୋଧିତ କରିବାବେଳେ ମମତା କହିଛନ୍ତି, "ଯଦି ସେମାନେ କରୋନା ଭାଇରସ ପାଇଁ ମୃତ୍ୟୁ ବରଣ କରିଥାନ୍ତେ ତାହେଲେ ଅତି କମରେ ସେମାନେ ଏହି ପ୍ରାଣଘାତୀ ଭାଇରସ ପାଇଁ ମୃତ୍ୟୁବରଣ କରିଥାନ୍ତେ କିନ୍ତୁ ଜଣେ ସୁସ୍ଥ ଲୋକ ହତ୍ୟାର ଶିକାର ହୋଇଛନ୍ତି। ଏଥିପାଇଁ ସେମାନେ (ବିଜେପି) କେବେ କ୍ଷମା ମାଗିବ ନାହିଁ। ତାଙ୍କର ଅହଂକାର ବାବଦରେ ଭାବୁଛି। ସେମାନେ କହୁଛନ୍ତି ଗୋଲି ମାରୋ, ମୁଁ ସେମାନଙ୍କୁ ଚେତାବନୀ ଦେଉଛି ବଙ୍ଗଳା ଏବଂ ୟୁପି ସମାନ ନୁହେଁ।"

ସୂଚନାଯୋଗ୍ୟ, ଏଯାବତ ଦେଶରେ ୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି। ମାରାତ୍ମକ କୋଭିଡ -୧୯ ରୋଗରେ ୩୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ବିଶ୍ୱରେ ୯୦,୦୦୦ ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story