ଲେଉଟିଲା କରୋନା, ତିଆରି ଚାଲିଛି ୩ ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ବେଜିଂ: ଚାଇନାକୁ ଘାରିଛି ପୁଣି କରୋନା ଭୟ। ସାରା ବିଶ୍ୱ ଯେତେବେଳେ କରୋନା ଭ୍ୟାକସିନ୍ ଜରିଆରେ ଆଶାର ଆଲୋକ ଦେଖୁଛି ସେତେବେଳେ ଚାଇନାରେ ପୁଣି ଥରେ ଘାତକ କରୋନା ବ୍ୟାପିଛି। ହେବେଇ ଏବଂ ହେଇଲୋଙ୍ଗଜିଆଙ୍ଗ ପ୍ରାନ୍ତର କରୋନା ବ୍ୟାପିଥିବା ଜଣାପଡ଼ିଛି। ଏହି ଦୁଇଟି ସ୍ଥାନରେ ଲକଡାଉନ୍ ଜାରି କରାଯାଇଛି। ୩୩ ହେକ୍ଟର ଜମିରେ ଶିଜିଆଜୁହାଂରେ ଏହି ବିଶାଳ କାୟ କ୍ୱାରେଣ୍ଟାଇନ୍ ସେଣ୍ଟର ତିଆରି ହେଉଛି। ଯେଉଁଠି ୬୦୦ ଜଣ କ୍ୱାରେଣ୍ଟାଇନ ସେଣ୍ଟର ତିଆରିରେ ନିୟୋଜିତ ଥିବା ବେଳେ […]

china-president

china-president

Subhransu Sekhar
  • Published: Saturday, 16 January 2021
  • Updated: 16 January 2021, 05:49 PM IST

Sports

Latest News

ବେଜିଂ: ଚାଇନାକୁ ଘାରିଛି ପୁଣି କରୋନା ଭୟ। ସାରା ବିଶ୍ୱ ଯେତେବେଳେ କରୋନା ଭ୍ୟାକସିନ୍ ଜରିଆରେ ଆଶାର ଆଲୋକ ଦେଖୁଛି ସେତେବେଳେ ଚାଇନାରେ ପୁଣି ଥରେ ଘାତକ କରୋନା ବ୍ୟାପିଛି। ହେବେଇ ଏବଂ ହେଇଲୋଙ୍ଗଜିଆଙ୍ଗ ପ୍ରାନ୍ତର କରୋନା ବ୍ୟାପିଥିବା ଜଣାପଡ଼ିଛି। ଏହି ଦୁଇଟି ସ୍ଥାନରେ ଲକଡାଉନ୍ ଜାରି କରାଯାଇଛି। ୩୩ ହେକ୍ଟର ଜମିରେ ଶିଜିଆଜୁହାଂରେ ଏହି ବିଶାଳ କାୟ କ୍ୱାରେଣ୍ଟାଇନ୍ ସେଣ୍ଟର ତିଆରି ହେଉଛି। ଯେଉଁଠି ୬୦୦ ଜଣ କ୍ୱାରେଣ୍ଟାଇନ ସେଣ୍ଟର ତିଆରିରେ ନିୟୋଜିତ ଥିବା ବେଳେ ୧୦୦ଟି ବଡ଼ ବଡ଼ ମେସିନ୍ ୨୪ ଘଣ୍ଟା ଧରି ଚାଲୁଥିବା ସୂଚନା ରହିଛି।

ଅନ୍ତର୍ଜାତୀୟ ମିଡିଆର ରିପୋର୍ଟ ଅନୁଯାୟୀ ଜାନୁଆରୀ ୧୪ ସୁଦ୍ଧା ହଜାରେ ଜଣେ କରୋନାରେ ଚିକିତ୍ସାଧୀନ ଥିଲେ। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ୧୪୪ ଜଣଙ୍କ ମଧ୍ୟରୁ ୨୬ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସେହିପରି ୩ ହଜାର ଶଯ୍ୟା ବିଶିଷ୍ଟ କ୍ୱାରେଣ୍ଟାଇନ୍ ସେଣ୍ଟର ତିଆରି ହେଉଥିବା ସୂଚନା ରହିଛି।

ଯଦି କରୋନା ବ୍ୟାପିନି ତାହାଲେ ଏହି କ୍ୱାରେଣ୍ଟାଇନ୍ ସେଣ୍ଟର କ’ଣ ପାଇଁ ତିଆରି ହେଉଛି ତାହା ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି। ଅନ୍ୟପଟେ ନିକଟରେ ଚାଇନାର ରାଷ୍ଟ୍ରପତି ଜିନ୍ ପିଙ୍ଗ୍ କହିଥିଲେ ଚାଇନା କରୋନା ବିରୋଧରେ ବିଜୟୀ ହୋଇଛି।

ସୂଚନାଯୋଗ୍ୟ, ୨୦୧୯ ଡିସେମ୍ୱର ଅନ୍ତିମ ସପ୍ତାହରେ କରୋନା ବ୍ୟାପିବା ପରେ ଉହାନରେ ଏହି ଭଳି ବିଶାଳ କ୍ୱାରେଣ୍ଟାଇନ୍ ସେଣ୍ଟର ତିଆରି କରିଥିଲା ବେଜିଂ ସରକାର। ଏମିତିକି ଉହାନକୁ ଯିବା ଆସିବା ଉପରେ ରୋକ୍ ଲାଗିଥିଲା। ଏବେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ହେଲେ ବେଜିଂ ଏବେ ନିରବ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story