ଟିଆରପି ସ୍କାମ: ପୂର୍ବତନ ବାର୍କ ସିଇଓଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ଟିଆରପି ସ୍କାମ ଅଭିଯୋଗ ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବାର୍କ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ଜାମିନ ଆବେଦନକୁ ଆଜି ମୁମ୍ବାଇର ଗୋଟିଏ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ମୁମ୍ବାଇ ପୁଲିସ୍‌ ତାଙ୍କୁ ଡିସେମ୍ବର ୨୪ରେ ଗିରଫ କରିଥିଲା। ଗିରଫ ପରେ ସେ ତଲୋଜା ଜେଲ୍‌ରେ ଥିଲେ। କିନ୍ତୁ ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେଲା ହସ୍ପିଟାଲରେ ରଖାଯାଇଛି। ଆଜି ସେସନ୍ସ କୋର୍ଟ ଜାମିନ ଆବେଦନ ଖାରଜ କରିଥିବାରୁ ଏହା ବିରୋଧରେ ସେ ବମ୍ବେ ହାଇକୋର୍ଟରେ […]

das

das

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 06:47 PM IST

Sports

Latest News

ମୁମ୍ବାଇ: ଟିଆରପି ସ୍କାମ ଅଭିଯୋଗ ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବାର୍କ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ଜାମିନ ଆବେଦନକୁ ଆଜି ମୁମ୍ବାଇର ଗୋଟିଏ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ମୁମ୍ବାଇ ପୁଲିସ୍‌ ତାଙ୍କୁ ଡିସେମ୍ବର ୨୪ରେ ଗିରଫ କରିଥିଲା। ଗିରଫ ପରେ ସେ ତଲୋଜା ଜେଲ୍‌ରେ ଥିଲେ। କିନ୍ତୁ ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେଲା ହସ୍ପିଟାଲରେ ରଖାଯାଇଛି।

ଆଜି ସେସନ୍ସ କୋର୍ଟ ଜାମିନ ଆବେଦନ ଖାରଜ କରିଥିବାରୁ ଏହା ବିରୋଧରେ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି। ନିଜ କ୍ଷମତାର ଅପବ୍ୟବହାର କରି ଦାସଗୁପ୍ତା ଏଆରଜି ଆଉଟଲାୟର ମିଡିଆ ପ୍ରାଇଭେଟ ଲିଃ ଓ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଟିଆରପି ଘୋଟଲା କରିବାରେ ସହଯୋଗ କରିଥିବା ଅଭିଯୋଗ ହୋଇଛି।

ଏହି ଘୋଟଲା ଯୋଗୁ ରିପବ୍ଲିକ ଚ୍ୟାନେଲ ନମ୍ବର ୧ ସ୍ଥାନରେ ପହଞ୍ଚିଥିବା ମଧ୍ୟ କୁହାଯାଇଛି। ମୁମ୍ବାଇ ପୁଲିସ୍‌ କୋର୍ଟରେ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ରେ ମୁମ୍ବାଇ ପୁଲିସ୍‌ କହିଛି ଯେ ଦାସଗୁପ୍ତା ଟିଆରପି ଘୋଟାଲାରେ ସହଯୋଗ କରିଥିବାରୁ ରିପବ୍ଲିକ ଟିଭି ତାଙ୍କୁ ଆର୍ଥିକ ସହାୟତା କରିଥିଲା। ଏହି ଅର୍ଥରେ ସେ ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ କିଣିଥିଲେ।

ଜାନୁଆରୀ ୪ରେ ମାଜିଷ୍ଟ୍ରେଟ କୋର୍ଟ ଦାସଗୁପ୍ତାଙ୍କ ଜାମିନ ଆବେଦନ ଖାରଜ କରିଥିବାରୁ ତାଙ୍କ ଓକିଲ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। ହେଲେ ଏଠାରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story