କରୋନା: ଆମେରିକାରେ ୫୫୦ ସଂକ୍ରମିତ, ଏଯାବତ ୨୧ ଜଣଙ୍କର ମୃତ୍ୟୁ

ଓ୍ୱାଶିଂଟନ: କିଲର୍ କରୋନା ଭାଇରସରେ ଆମେରିକାରେ ଏଯାବତ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ ରହିଥିବା ସୂଚନା ରହିଛି। ଗ୍ରେଡ ପ୍ରିନସେସ କ୍ରୁଜ ଜାହାଜରେ କରୋନା ଆକ୍ରାନ୍ତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ରବିବାର ଏ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗୌବିନ୍ ନ୍ୟୁସମ୍ କହିଛନ୍ତି। ସୋମବାର ଏହି ଜାହାଜ ଓକଲାଣ୍ଡରେ ପହଞ୍ଚିବ ବୋଲି ସେ କହିଛନ୍ତି। ଏହି ଜାହାଜରେ ୧୯ ଜଣ କ୍ର୍ୟୁ ସଦସ୍ୟ ରହିଛନ୍ତି। ଜାହାଜରେ ୩୫୦୦ ଜଣ ଯାତ୍ରୀଥିଲେ। ସମସ୍ତଙ୍କର […]

CoronaVirus USA

CoronaVirus USA

Subhransu Sekhar
  • Published: Monday, 09 March 2020
  • Updated: 09 March 2020, 12:28 PM IST

Sports

Latest News

ଓ୍ୱାଶିଂଟନ: କିଲର୍ କରୋନା ଭାଇରସରେ ଆମେରିକାରେ ଏଯାବତ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ ରହିଥିବା ସୂଚନା ରହିଛି। ଗ୍ରେଡ ପ୍ରିନସେସ କ୍ରୁଜ ଜାହାଜରେ କରୋନା ଆକ୍ରାନ୍ତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ରବିବାର ଏ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗୌବିନ୍ ନ୍ୟୁସମ୍ କହିଛନ୍ତି। ସୋମବାର ଏହି ଜାହାଜ ଓକଲାଣ୍ଡରେ ପହଞ୍ଚିବ ବୋଲି ସେ କହିଛନ୍ତି। ଏହି ଜାହାଜରେ ୧୯ ଜଣ କ୍ର୍ୟୁ ସଦସ୍ୟ ରହିଛନ୍ତି। ଜାହାଜରେ ୩୫୦୦ ଜଣ ଯାତ୍ରୀଥିଲେ। ସମସ୍ତଙ୍କର କରୋନା ଟେଷ୍ଟ ହୋଇଥିଲା। ହେଲେ କେହି କରୋନାରେ ସଂକ୍ରମିତ ହୋଇନଥିବା ଜଣାପଡ଼ିଛି।

ଆମେରିକାରେ ୨୧ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏଥିମଧ୍ୟରୁ ୧୮ ଜଣ ଓ୍ୱାଶିଂଟନର, ଜଣେ ଫ୍ଲୋରିଡା ଏବଂ କାଲିଫୋର୍ଣ୍ଣିଆର। ସାରା ବିଶ୍ୱରେ କିଲର କରୋନା ଭାଇରସରେ ୩୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଆମେରିକାରେ କରୋନା ବ୍ୟାପୁଥିବା ଦେଖି ନ୍ୟୁୟର୍କ ପରେ ଔରେଗନ ଷ୍ଟେଟରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି। ଫଳରେ ଏହି ଦୁଇ ରାଜ୍ୟକୁ କେହି ବାହାରୁ ଆସିପାରିବେନି କି ଯାଇପାରିବେନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story