କରୋନା ମତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ଜଣେ ଆମେରିକା ଫେରନ୍ତା ତିବ୍ବତୀୟଙ୍କୁ ମିଶାଇ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି ପାଇଛି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ରିପୋର୍ଟ ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ହିମାଚଳପ୍ରଦେଶରେ ଜଣେ ଆମେରିକା ଫେରନ୍ତାଙ୍କର ମୃତ୍ୟୁ ଘଟିଥିବା ନେଇ ପୂର୍ବରୁ ସୂଚନା ଥିଲେ ହେଁ, ଏହା କରୋନାଜନିତ କି ନା ତାହା ପୂର୍ବରୁ ସ୍ପଷ୍ଟ ହୋଇନଥିଲା। ତାଙ୍କର ଶ୍ୱାସ ପ୍ରଶ୍ୱାସ […]

corona-1

corona-1

Subrat Kumar Nayak
  • Published: Monday, 23 March 2020
  • Updated: 23 March 2020, 10:26 PM IST

Sports

Latest News

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ଜଣେ ଆମେରିକା ଫେରନ୍ତା ତିବ୍ବତୀୟଙ୍କୁ ମିଶାଇ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି ପାଇଛି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ରିପୋର୍ଟ ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ହିମାଚଳପ୍ରଦେଶରେ ଜଣେ ଆମେରିକା ଫେରନ୍ତାଙ୍କର ମୃତ୍ୟୁ ଘଟିଥିବା ନେଇ ପୂର୍ବରୁ ସୂଚନା ଥିଲେ ହେଁ, ଏହା କରୋନାଜନିତ କି ନା ତାହା ପୂର୍ବରୁ ସ୍ପଷ୍ଟ ହୋଇନଥିଲା। ତାଙ୍କର ଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଥିବା କୁହାଯାଇଥିଲା। ରିପୋର୍ଟ ଆସିବା ଯାଏ ଏହା କରୋନା ଜନିତ ମୃତ୍ୟୁ କି ନା ତାହା ସ୍ପଷ୍ଟ କରିହେବନି ବୋଲି କାଙ୍ଗରା ଡେପୁଟୀ କମିଶନର ରାକେଶ କୁମାର ପ୍ରଜାପତି କହିଥିଲେ। ତେବେ ବର୍ତ୍ତମାନ କିଛି ଜାତୀୟ ଗଣମାଧ୍ୟମ ଏହା ସ୍ପଷ୍ଟ କରିଛନ୍ତି।

କୋଲକାତାରେ ମୃତ୍ୟୁବରଣ କରିଥିବା ଏହି ୫୫ ବର୍ଷ ବୟସ୍କ ବ୍ୟକ୍ତି ନିକଟରେ ଏହି ବ୍ୟକ୍ତି ଜଣଙ୍କ ଇଟାଲୀରୁ ଫେରିଥିଲେ। ତାଙ୍କ ଶରୀରରେ କରୋନା ଭୂତାଣୁ ଥିବା ସନ୍ଦେହରେ ତାଙ୍କ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କୋଲକାତାରେ କରୋନା ପ୍ରଥମ ମୁଣ୍ଡ ନେଇଥିବା ବେଳେ ଭାରତରେ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚି ଯାଇଛି।

ମୋଟ ୪୩୩ଙ୍କ ମଧ୍ୟରୁ ୪୦ ଜଣ ବିଦେଶୀ ନାଗରିକ ଅଛନ୍ତି। ସରକାରୀ ତଥ୍ୟକୁ ହିସାବକୁ ନେଲେ ମହାରାଷ୍ଟ୍ରରେ ସର୍ବାଧିକ ୭୪ ଜଣଙ୍କଠାରେ କୋଭିଡ୍-୧୯ ଠାବ କରାଯାଇଛି। ଏଥିରେ ୩ ଜଣ ବିଦେଶୀ ନାଗରିକ ଅଛନ୍ତି। ସେହିଭଳି କେରଳରେ ୭ ଜଣ ବିଦେଶୀ ନାଗରିକଙ୍କ ସମେତ ୬୭ ଜଣ ଆକ୍ରାନ୍ତ ଅଛନ୍ତି। ସେହିଭଳି କର୍ଣ୍ଣାଟକାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଥିବାବେଳେ ତେଲେଙ୍ଗାନାରେ ଏହି ସଂଖ୍ୟା ୩୨ ରହିଛି। ତେବେ ଚିନ୍ତାର କାରଣ ହେଉଛି ତେଲେଙ୍ଗାନାରେ ୧୦ ଜଣ ବିଦେଶୀଙ୍କଠାରେ କୋଭିଡ୍-୧୯ ଠାବ କରାଯାଇଛି।

ସେହିଭଳି ଉତ୍ତରପ୍ରଦେଶରେ ଜଣେ ବିଦେଶୀଙ୍କ ସହ ୩୧ ଆକ୍ରାନ୍ତ ଅଛନ୍ତି। ଉଭୟ ଦିଲ୍ଲୀ ଓ ଗୁଜରାଟରେ ୨୯ ଲେଖାଏ ଆକ୍ରାନ୍ତ ଅଛନ୍ତି। ରାଜସ୍ଥାନରେ ୨ ବିଦେଶୀ ନାଗରିକଙ୍କ ସମେତ ୨୮ ଜଣ ଆକ୍ରାନ୍ତ ଥିବାବେଳେ ହରିଆଣାରେ ୧୪ ଜଣ ଆକ୍ରାନ୍ତଙ୍କ ସହ ୨୬ ଜଣ ଏବଂ ପଞ୍ଜାବରେ ୨୧ ଜଣ ଅଛନ୍ତି। ସେହିଭଳି ଲଦାଖରେ ୧୩ ଜଣ, ତାମିଲନାଡ଼ୁରେ ୨ ଜଣ ବିଦେଶୀଙ୍କ ସମେତ ୯ ଜଣ, ମଧ୍ୟପ୍ରଦେଶରେ ୬ ଜଣ, ଚଣ୍ଡୀଗଡ଼ରେ ୬ ଜଣ ଏବଂ ଆନ୍ଧ୍ରପ୍ରଦେଶରେ ୭ ଜଣ ଆକ୍ରାନ୍ତ ରହିଛନ୍ତି। ଉତ୍ତରାଖଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବାବେଳେ ବିହାର, ଓଡ଼ିଶା ଏବଂ ହିମାଚଳ ପ୍ରଦେଶରେ ୨ ଜଣ ଲେଖାଏ ଆକ୍ରାନ୍ତ ରହିଛନ୍ତି। ପୁଡୁଚେରୀ ଏବଂ ଛତିଶଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story