ଆଇସୋଲେସନ ୱାର୍ଡରେ କରୋନା ରୋଗୀଙ୍କ ଯୌନ କେଳେଙ୍କାରୀ

ନୋଏଡା: କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ସେହି ୱାର୍ଡରେ ଥିବା ଜଣେ ମହିଳା କରୋନା ଆକ୍ରାନ୍ତଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ନୋଏଡାର ଏକ ଘରୋଇ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଏମିତି ଘଟଣା ଘଟିଛି। ୨୦ ବର୍ଷୀୟ ମହିଳା ତାଙ୍କ ଅଭିଯୋଗରେ ଘଟଣାଟି ସୋମବାର ଘଟିଥିବା କହିଛନ୍ତି। ତାଙ୍କ ଅଭିଯୋଗକ୍ରମେ ଏକ୍ସପ୍ରେସ ୱେ ପୁଲିସ୍‌ ଷ୍ଟେସନରେ ଏକ ମାମଲା ରୁଜୁ କରାରଯାଇଛି। ଜଣେ ବରିଷ୍ଠ ପୁଲିସ୍‌ ଅଧିକାର କହିଛନ୍ତି, […]

sa

sa

Hemant Lenka
  • Published: Tuesday, 28 July 2020
  • Updated: 28 July 2020, 05:52 PM IST

Sports

Latest News

ନୋଏଡା: କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ସେହି ୱାର୍ଡରେ ଥିବା ଜଣେ ମହିଳା କରୋନା ଆକ୍ରାନ୍ତଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ନୋଏଡାର ଏକ ଘରୋଇ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଏମିତି ଘଟଣା ଘଟିଛି।

୨୦ ବର୍ଷୀୟ ମହିଳା ତାଙ୍କ ଅଭିଯୋଗରେ ଘଟଣାଟି ସୋମବାର ଘଟିଥିବା କହିଛନ୍ତି। ତାଙ୍କ ଅଭିଯୋଗକ୍ରମେ ଏକ୍ସପ୍ରେସ ୱେ ପୁଲିସ୍‌ ଷ୍ଟେସନରେ ଏକ ମାମଲା ରୁଜୁ କରାରଯାଇଛି। ଜଣେ ବରିଷ୍ଠ ପୁଲିସ୍‌ ଅଧିକାର କହିଛନ୍ତି, ଅଭିଯୁକ୍ତ ଜଣଙ୍କ ଜଣେ ଡାକ୍ତର। ସେ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ ଆଇସୋଲେସନ ୱାର୍ଡକୁ ଅଣାଯାଇଥିଲା। ମହିଳା ଜଣଙ୍କ ମଧ୍ୟ ସମାନ ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ହସ୍ପିଟାଲ କର୍ତ୍ତୃପକ୍ଷ ସବୁ ନିୟମକୁ ଏଠାରେ ଉଲ୍ଲଙ୍ଘନ କରିଛନ୍ତି। କାରଣ ଜଣେ ପୁରୁଷ ଓ ମହିଳାଙ୍କୁ ସେମାନେ ସମାନ ୱାର୍ଡରେ ଆଡମିଟ୍‌ କରାଇଥିଲେ। ମହିଳା ଜଣଙ୍କ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏବେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତ ଜଣଙ୍କ ଏବେ ବି ଆଇସୋଲେସନ ୱାର୍ଡରେ ରହିଛନ୍ତି। ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ବୟାନ ରେକର୍ଡ କରିବେ ଓ ଏହାପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story